ଥାନା ପରିସରରେ ବିଜୟନୀ ମହିଳା ସହାୟକ କେନ୍ଦ୍ର ଉଦ୍ଘାଟିତ  

ଘରୋଇ ହିଂସା, ନିର୍ଯ୍ୟାତନା ଓ ଶୋଷଣ ରୋକିବା ଓ ସମାଧାନ-ମୁଳଲକ୍ଷ ପାରଳାଖେମୁଣ୍ଡି/ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନଥାନା ପରିସରରେ ଅଗ୍ରଣୀ ଅନୁଷ୍ଠାନ ମହିଳା ବିକାଶ ପ୍ରତିଷ୍ଠାନ ଏବଂ ଜିଲ୍ଲା ପୋଲିସ ପ୍ରଶାସନର ସହଯୋଗରେ ଭୁବନେଶ୍ୱର ସ୍ଥିତ…

ଜିଲ୍ଲା ସ୍ତରୀୟ ୩୦ତମ ସଡକ ସୁରକ୍ଷା ସପ୍ତାହ ପାଳନ – ୨୦୧୯

ପାରଳାଖେମୁଣ୍ଡି/ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ   ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲାସଡକ ସୁରକ୍ଷା ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ୩୦ତମ ସଡକ ସୁରକ୍ଷା ସପ୍ତାହ ୨୦୧୯ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ମୟୁରଭଞ ଜିଲାରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ବାରିପଦା(ଦିଲ୍ଲୀପ ମହାନ୍ତି) ତିରିଶ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୨୦୧୯ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଫେବୃଆରୀ ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ଅବସରରେ ସମଗ୍ର ଜିଲାରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ନେଇ ଜିଲା ଆରକ୍ଷୀ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ମୟୁରଭଞ ପକ୍ଷରୁ…

ବୟନିକା ର ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦାସ୍ଥିତ ବୟନିକା ର ଅତ୍ୟାଧୁନିକ  ବିକ୍ରୟ କେନ୍ଦ୍ର ଷ୍ଟାଡିୟମ ଗୋଲେଇ ନିକଟସ୍ଥ ସବାଇ କ୍ରାଫ୍ଟ ବିଲଡିଙ୍ଗ ଠାରେ ନୂତନ ଭାବେ ଉଦଘାଟିତ ହୋଇଯାଇଅଛି । ଆୟୋଜିତ ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲାପାଳ ବିନୀତ ଭରଦ୍ୱାଜ , ଆରକ୍ଷୀ ଅଧିକ୍ଷକ ଅବିନାଶ…

ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ତମ ବାର୍ଷିକ ଉତ୍ସବ

ଗାଇସିଲେଟ/କେଦାର ନାଥ ସାହୁ :  ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରେ ବିଦ୍ୟାଳୟ ର ୧୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଦିବ୍ୟ କିଶୋର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

କୋମନା ରେ ସଡ଼କ ସପ୍ତାହ ପାଳିତ

କୋମନା (ଭାଗିରଥି ଭୋଇ)- ନୂଆପଡ଼ା ଜିଲ୍ଲା କୋମନା ରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ସଦର ମହକୁମାସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ଲୋକଙ୍କୁ ସଡକ ସୁରକ୍ଷା ଉପରେ ସଚେତନ…

ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ : ଦାବି ପୂରଣ ନ ହେଲେ ଧାାରଣା ରେ ବସିବେ ବିସ୍ଥାପିତ

ନୂଆପଡ଼ା(ଅମିତ କୁମାର  ପୁରୋହିତ): ନୂଆପଡା ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବଲାଙ୍ଗିର ର ହଜାର ହଜାର ହେକ୍ଟର ଜମି କୁ ଜଳ ସେଚନ ର ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ନିର୍ମାଣ କାମ ଆରମ୍ଭ  କରାଯାଇଥିଲା । ବୃହତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇ  …

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀ : ଗାଇସିଲାଟ ଜନସାଧାରଣ ପକ୍ଷରୁ ଗାଇସିଲାଟ ତହସିଲ ଅଫିସ ସମ୍ମୁଖରେ ଧାରଣା। 

ବରଗଡ଼ ଜିଲ୍ଲା ପ୍ରତିନିଧି ନିଳ ଦୀପ/ଗାଇସିଲେଟରୁ କେଦାର ସାହୁ :  : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଲା ମିଲିତ କ୍ରିୟାନୁଷ୍ଠାନ କିମିଟିର ଆହ୍ବାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ଜିଲ୍ଲା ମିଲିତ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ଛାତ୍ର ବୄତ୍ତି କାଟ ପ୍ରତିବାଦରେ ‘ମୋ ଭବିଷ୍ୟତ ସ୍ବାକ୍ଷର ଅଭିଯାନ’

ପଦ୍ମପୁର/ନୀଳ ଦୀପ -ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀ ବୄତ୍ତି ଅନୁଦାନ ଅଂଶଧନ କାଟ ପ୍ରତିବାଦରେ ପଦ୍ମପୁର ମହିଳା ମହାବିଦ୍ୟାଳୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର 'ମୋ ଭବିଷ୍ୟତ ସ୍ବାକ୍ଷର ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଛାତ୍ର ନୀଲାମ୍ବର ଦୀପଙ୍କ…

ପଦ୍ମପୁର ଜିଲ୍ଲା ଦାବୀର ୨୮ତମ ଦିନରେ ଯୋଗଦେଲେ ଭାରତୀୟ ଜୀବନ ବୀମା ନିଗମ ଅଧିକାରୀ ସଙ୍ଘ ।

ପଦ୍ମପୁର/ନିଳ ଦୀପ-ଚିର ମରୁଡି ପ୍ରପିଡିତ ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ…