Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଜିଲ୍ଲା ଦାବୀର ୨୮ତମ ଦିନରେ ଯୋଗଦେଲେ ଭାରତୀୟ ଜୀବନ ବୀମା ନିଗମ ଅଧିକାରୀ ସଙ୍ଘ ।
ପଦ୍ମପୁର/ନିଳ ଦୀପ-ଚିର ମରୁଡି ପ୍ରପିଡିତ ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ…
୧୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ତିନି କେନ୍ଦ୍ର ମନ୍ତ୍ରୀ
ପାରାଦୀପରେ ପଲିପ୍ରପିଲିନ୍ ପ୍ଲାଂଟ, ସ୍ୱଚ୍ଛ କାର୍ଗୋ ପରିବହନ ନିମନ୍ତେ ବହୁମୁଖୀ ବର୍ଥର ଉଦ୍ଘାଟନ ୬ରେ
ଭୁୁବନେଶ୍ୱର – ଆସନ୍ତା ୬ ତାରିଖରେ ଇଣ୍ଡିଆନ ଅଏଲ ଏବଂ ପାରାଦିପ ପୋର୍ଟ ଟ୍ରଷ୍ଟର ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହ ଭିତିପ୍ରସ୍ତର ସ୍ଥାପନ ହେବ ।ପାରାଦୀପ ରିଫାଇନରୀରେ…
ଉତ୍କଳ ଗୈାରବ ମଧୁସୂଦନଙ୍କ ତିରୋଧାନ ଦିବସ ପାଳିତ ।
ଯାଜପୁର : ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଚ୍ଥି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ମଧୁବାବୁ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ…
ଯାଜପୁର ଜିଲାରେ ନିତି ପ୍ରତିଦିନ ଦୁର୍ଘଟଣା ଘଟୁଛି : ଏସପି
ଯାଜପୁରରୋଡ଼ରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ
ବ୍ୟାସନଗର : ସୋମବାର ୩୦ତମ ଜାତୀୟ ସୁରକ୍ଷା ସପ୍ତାହ ସ୍ଥାନୀୟ ବ୍ୟାସଦେବ ଟାଉନହଲ ଠାରେ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ଅଧିକାରୀ ଇନ୍ଦ୍ରମଣି ନାୟକ ଅଧ୍ୟକ୍ଷତା କରିଥିଲେ ।…
କଂଗ୍ରେସ ପକ୍ଷରୁ ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ
ବ୍ୟାସନଗର : କୋରେଇ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କୋରେଇ କଂଗ୍ରେସ ପକ୍ଷରୁ କାଚରାସାହି ପଞ୍ଚାୟତର ଆକାଶିଆ ଜଙ୍ଗଲ ନିକଟରେ ସୋମବାର ମଧ୍ୟାହ୍ନରେ ୧ନଂ ଜୋନସ୍ତରୀୟ ମୋ ବୁଥ ମୋ ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମହିଳା କଂଗ୍ରେସ…
“ତତେ ମାରିବ ଯିଏ , ଗୋପରେ ବଢୁଛି ସିଏ “
ରାଜବୋଡାସମ୍ବର ଧନୁଯାତ୍ରା:କଂସକୁ ଦୈବବାଣୀ ଓ ଉଗ୍ରସେନ ଗାଦିଚ୍ୟୁତ ।
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ଦ୍ବିତୀୟ ସନ୍ଧ୍ୟାରେ ରାଜଦରବାରରେ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ ଯୁବରାଜ କଂସଙ୍କ ସିଂହାସନ…
ସରିଲା କଂସଙ୍କ ରାଜୁତି,ପୁଣି ଅପେକ୍ଷା ଆର ବରଷକୁ
କଂସ ନିଧନ,ଉଗ୍ରସେନଙ୍କ ରାଜ୍ୟାଭିଷେକ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ସ୍ଥିତ ଗାଇସିଲେଟ ବ୍ଲକର ତାଲପାଲି ଠାରେ ଦୀର୍ଘ ଏଗାର ଦିନର କଂସରାଜାଙ୍କ ରାଜୁତିରେ ପୂର୍ଣ୍ଣଚ୍ଛେଦ ପଡିଛି ।କଂସ ନିଧନ ସହ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଶେଷ ହୋଇଯାଇଛି।ନୀରବି ଯାଇଛି ରାଜଦରବାର ।ଅପସରି…
ଦେଶର ୪୦୦ ଜିଲ୍ଲାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚିବ-ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁୁବନେଶ୍ୱର : ଦେଶର ୪ କୋଟି ଘରେ ବିଦ୍ୟୁତ ପହଁଚାଯାଇଛି । ଦେଶର ୪୦୦ ଜିଲ୍ଲାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଂଚାଯିବାର ବ୍ୟବସ୍ଥା କରାଯାଇଛି । ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହେବ । ଆମେ ଶକ୍ତି ଦିଗରେ ଏକ ବଡ ନେଟଓାର୍କ ଛିଡା କରିପାରିଛୁ ବୋଲି କହିଛନ୍ତି…
ଦୁହେଁ ଭୋଗୁଛନ୍ତି ସମଦସା :ତେଣୁ ଦୁହିଁଙ୍କର ଏକ ଭାଷା
ପଶ୍ଚିମବଙ୍ଗରେ ମମତା ଏବଂ ଓଡିଶାରେ ନବୀନ ଚିଟଫଣ୍ଡ ଦୁର୍ନୀତିର ଲାଭାର୍ଥୀ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁୁବନେଶ୍ୱର, – ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢନ୍ତି । ମମତା ବାନାର୍ଜୀଙ୍କ ଟିଏମସି କିମ୍ବା ନବୀନ ବାବୁଙ୍କ ବିଜୁ ଜନତା ଦଳ ହେଉ, ଉଭୟ ପୂର୍ବ ଭାରତରେ ସାରଦା,…
‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ଛାତ୍ର ବିଜେଡି ଜଣାଇଲା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା
ଭୁବନେଶ୍ୱର: ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ଚାଷୀଙ୍କ ଭବିଷ୍ୟତ ସହ ସେମାନଙ୍କ ସନ୍ତାନସନ୍ତତିଙ୍କ ଭବିଷ୍ୟତ ଗଠନ ନିମନ୍ତେ ବହୁମାତ୍ରାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ଦୂରଦୃଷ୍ଟି ସଂପନ୍ନ ଯୋଜନା ଦ୍ୱାରା ରାଜ୍ୟର ହଜାର ହଜାର ଚାଷୀ…