ଟାଉନ କଂଗ୍ରେସର କର୍ମୀ ସମ୍ମିଳନୀ : ଏକଜୁଟ ହୋଇ ଦୁର୍ନିତି ବିରୁଦ୍ଧରେ ଲଢିବାକୁ ନାରା ଦେଲେ ନରସିଂହ

ବଲାଙ୍ଗିର,(ନିରୋଜ ମିଶ୍ର) - ଗତକାଲି ସ୍ଥାନୀୟ ଏଲ୍ଏନ୍ଏଏସ୍ କ୍ଲବ ବଲାଙ୍ଗିର ଟାଉନ କଂଗ୍ରେସର ଏକ ବିରାଟ କର୍ମୀ ସମ୍ମିଳନୀ ମୁଖପାତ୍ର  ହୋଇଯାଇଅଛି । ଟାଉନ ସଭାପତି ସୁଦାମ ସାହୁଙ୍କ ଆବାହକତ୍ୱ ତଥା ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ପ୍ରଥମେ ଏଆଇସିସି…

ମୟୁରଭଞ୍ଜ  ବାର ଆସୋସିଏସନ ପକ୍ଷରୁ ହଲାଇଲା ନବୀନଙ୍କ କୁଶ ପୁତ୍ତଳିକା 

ବାରିପଦା(ଦିଲ୍ଲୀପ ମହାନ୍ତି )-  ପୋଲିସ ଓ ଓକିଲ ଙ୍କ ମଧ୍ୟରେ ବିବାଦ ଦିନକୁଦିନ ଅଧିକ ଘନିଭୂତ ହେବାକୁ ଲାଗିଅଛି । ପରିଣାମସ୍ୱରୂପ ଓକିଲମାନେ କରୁଥିବା ଆନେ୍ଦାଳନ ଅଧିକ ତିବ୍ରତର ହେବାକୁ ଲାଗିଅଛି । ଜଣେ ଆଇନଜିବୀଙ୍କୁ ପୋଲିସର ମାଡମାରା ଘଟଣାରେ ଅଭିଯୁକ୍ତମାନଙ୍କ ବୋରୋଦ୍ଧରେ ଦୃଢ…

ମାଙ୍ଗାନିଜ ଚୋରା ଚାଲାଣ ବେଳେ ୫ ଗିରଫ ୩ ଫେରାର

ରାୟଗଡ଼ା (ସରୋଜ ସାହୁ ) - ପଡେ଼ାଶି ଆନ୍ଧ୍ରକୁ ଚୋରାରେ ମାଙ୍ଗାନିଜ ଚାଲାଣ ବେଳେ ପୋଲିସ ହାବୁଡ଼ରେ ଧରା ପଡ଼ିଛି ଆନ୍ତ ରାଜ୍ୟ ମାଇନସ ଚୋରା ରାକେଟ  । ଗତ ରାତି ରାୟଗଡ଼ା ଥାନା କୁମ୍ଭିକୋଟା ଆଉଟପୋଷ୍ଟ ଅନ୍ତର୍ଗତ କୁଟୁଲି ସଂରକ୍ଷିତ ଜଙ୍ଗଲରୁ ଓଡ଼ି ୦୨ ୟୁ ୩୪୨୫ ନମ୍ବର ଏକ ହାଇୱାରେ ଚୋରାରେ…

 ଜିଲ୍ଲାସ୍ତରୀୟ ର୍ଦୁନୀତି ନିବାରଣ ସପ୍ତାହ ପାଳିତ

ରାୟଗଡା/ ସରୋଜ ସାହୁ : ରାୟଗଡା ଜିଲ୍ଲା ର୍ଦୁନୀତି ନିବାରଣ ବିଭାଗ ପକ୍ଷରୁ   ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ର୍ଦୁନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ର୍ଦୁନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ ।

ପଦ୍ମପୁର/ନୀଳ ଦୀପ -ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପ୍ରଧାନ…

“ରୋଗ କ’ଣ ବିପିଏଲ୍‍ କାର୍ଡ ଦେଖିକି ଆସେ….ଦୁର୍ଘଟଣା କ’ଣ ବିପିଏଲ କାର୍ଡ ଦେଖିକି ଆସେ?”

ଭୁବନେଶ୍ୱର : "ଓଡ଼ିଶାର ସାଢେ଼ ଚାରିକୋଟି ଓଡ଼ିଆଙ୍କ ଭରସାର ପ୍ରତୀକ ହେଉଛି ବିଜୁ ଜନତା ଦଳ ସରକାର । ଆମେ ସବୁବେଳେ ଲୋକଙ୍କ ସାଥିରେ ଅଛୁ ଓ ଲୋକଙ୍କ ପାଇଁ କାମ କରିଚାଲିଛୁ । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ନମ୍ବର-୧ ଖାଦ୍ୟ ସୁରକ୍ଷା,…

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୧୮ରେ ବିଶିଷ୍ଟ ଭାରତୀୟ ଓ ବିଦେଶୀ କଳାକାରଙ୍କ ସମାବେଶ

ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ନଭେମ୍ବର ୧ ତାରିଖରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲାର ବିଶାଳ ଭଞ୍ଜଭବନ ମୁକ୍ତାକାଶ ରଙ୍ଗମଞ୍ଚରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ, ସଙ୍ଗୀତ ଉତ୍ସବର…

ଜିଲ୍ଲା ଦାବୀ ନେଇ ଟିଟିଲାଗଡ଼ ବନ୍ଦ ସମ୍ପୁର୍ଣ୍ଣ ସଫଳ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ  

ଟିଟିଲାଗଡ଼ରୁ ସୁନୀଲ ବେହେରା : ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ ଦିନକୁ ଦିନ ଜୋର ଧରିବାରେ ଲାଗିଛି । ଏହି ପରିପେକ୍ଷୀରେ ଟିଟିଲାଗଡକୁ  ଜିଲ୍ଲା ଘୋଷଣା କରିବା ଦାବି ନେଇ ଆଜି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ସମ୍ପୁର୍ଣ୍ଣ…

୭ ଦଫା ଦାବିପତ୍ର ନେଇ ବିଜେପି ପକ୍ଷରୁ ମୁରିବାହାଲ ବ୍ଲକ ଘେରାଉ ଓ ଧାରଣା 

ଟିଟିଲାଗଡ଼, (ସୁନୀଲ ବେହେରା ) ମୁରିବାହାଲ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ମୁରିବାହାଲ ହାଟପଦାରୁୁ ସତାଧିକ ବିଜେପି କର୍ମୀ ଏକତ୍ର ହୋଇ ବିରାଟ ରେଲି ବାହାରି ନବିନ ସରକାର ମୁର୍ଦ୍ଧାବାଦ ,ନବିନ ଗରିବ ମାରଣା ନିତୀ ଚଲିବ ନାହିଁ,ରାଜ୍ୟରେ ସ୍ୱାସ୍ଥ୍ୟସେବା…

ଲୋକ ତାତିଲେ, ରାସ୍ତାକୁ ଆସିଲେ : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଚାଷୀ

ଆଞ୍ଚଳିକ କୃଷକ ମହାସଙ୍ଗ ତରଫରୁ ପଦ୍ମପୁର ନୂଆପଡା ମୁଖ୍ୟ ରାସ୍ତା ଅବରୋଧ ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ଚାଷୀ ଓ ଚାଷ ର ବିଭିନ୍ନ ସମସ୍ୟାକୁ ନେଇ ଓ ମୁଖ୍ୟତ ଅଞ୍ଚଳରେ ଗତ କିଛିଦିନ ଭିତରେ 2 ଜଣ ଚାଷୀକୁ ହାତୀ ଦଳିଚକଟି ମରିଦେଇଥିବା ଭଳି ପରିସ୍ଥିତି ଓ ଅନାବୃଷ୍ଟି ଯୋଗୁ ହେଇଥିବା ମରୁଡି…