Sign in
Sign in
Recover your password.
A password will be e-mailed to you.
ପ୍ରସୁତି ମାନଙ୍କର ପାଇଁ ନିରାପଦରେ ମାତୃତ୍ୱ
ଗଜପତି/ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ବାତ୍ୟା ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ଜାଗାରୁ ୬୯ ଜଣଙ୍କୁ ପ୍ରସୁତି ହେବାକୁ ଥିବା ମାଙ୍କୁ ବିଭିନ୍ନ ଅପହଞ୍ଚରୁ ଆଣି ବିଭିନ୍ନ ମାଁ ଗୃହରେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା ।…
ମାନସିକ ସ୍ୱାସ୍ଥ୍ୟ ଉପରେ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା
ଗଜପତି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣିପେଣ୍ଟା ଗ୍ରାମରେ ଥିବା ମାନସିକ ଅନଗ୍ରସରଙ୍କ ପାଇଁ କାର୍ଯ୍ୟରତ ବିଦ୍ୟାଳୟ ନିୟତୀ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ନିୟତୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ମାନସିକ ସ୍ୱାସ୍ଥ୍ୟ…
ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚ ପରିସରରେ ୪ର୍ଥ ତମ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ -୨୦୧୮ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦ୍ଘାଟନ କରିଥିଲେ ।…
ବ୍ଲାକରୋଜକୁ ନେଇ ଘାଣ୍ଚିଲା ସିବିଆଇ !!!!!
ଚେର ଖୋଜୁଛି ତଦନ୍ତକାରୀ ସଂସ୍ଥା ସିବିଆଇ, ଚର୍ଚ୍ଚାରେ ଯାଜପୁର ଜିଲାର ଦୁଇ ପ୍ରଭାବଶାଳୀ ରାଜନେତା ! କିଏ ସେହି ସୂର୍ଯ୍ୟପ୍ରକାଶ ଓ ବଳବନ୍ତରାୟ ?
ଚଣ୍ଡିଖୋଲ ରୁ ପ୍ରଫୁଲ ସାହୁ: ସିବିଆଇ ଏବେ ଗୁରୁତର ପତିଚୟ ଓ ବିଶ୍ୱାସନୀୟତାର ସଙ୍କଟ ଦେଇ ଗତି କରୁଥିବା ବେଳେ ବ୍ଲାକରୋଜ ଜାହଜ ବୁଡି ଘଟଣାର…
କୁଚିଣ୍ଡା ବକ୍ସମା ଗ୍ରାମ ପଞ୍ଚାୟତରେ ଚୋରି l
କୁଚିଣ୍ଡା:କୁଚିଣ୍ଡା ବକ୍ସମା ଗ୍ରାମ ପଞ୍ଚାୟତ ରେ ଚୋରି କରି ଚୋର ମାନେ ଫେରାର l ପଞ୍ଚାୟତ ର ପିଅନ ସକାଳୁ ପଞ୍ଚାୟତ ଆସି କବାଟ ଖୋଲିବା ପାଇଁ ଆସିଥିଲେ l କିନ୍ତୁ କବାଟ ଖୋଲାଥିବାର ଦେଖି ସେ ସଙ୍ଗେ ସଙ୍ଗେ ସରପଞ୍ଚ ଙ୍କୁ ଫୋନ କରିଥିଲେ l ସରପଞ୍ଚ ପଞ୍ଚାୟତ କୁ ଆସି ଦେଖିଥିଲେ ସେଠାରେ …
ବାଇପାସ ନିର୍ମାଣକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ ନରସିଂହ
ସହରରେ ଥିବା ଖାଲି ଜାଗାରେ ପାର୍କିଂଜୋନ ନିର୍ମାଣ ପାଇଁ ନିର୍ଦ୍ଦେଶ
ବଲାଙ୍ଗିର (ନିରୋଜ ମିଶ୍ର )ବଲାଙ୍ଗିରର ପ୍ରମୁଖ ସମସ୍ୟା ବାଇପାସ ନିର୍ମାଣକୁ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସହ…
ବିଭିନ୍ନ ଦାବୀ ନେଇ ଜେଏମଏମ ପକ୍ଷରୁ ବିକ୍ଷୋଭ
ବାରିପଦା (ଦିଲ୍ଲୀପ ମହାନ୍ତି) : ଆଜି ଝାଡଖଣ୍ଡ ମୁକ୍ତି ମୋର୍ଛା ପକ୍ଷରୁ ବିଭିନ୍ନ ଦାବୀ କୁ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଧିକ୍ଷକ ଙ୍କୁ ଜିଲାପାଳ ଙ୍କ ଦ୍ୱାରା କରାଯାଇଥିବା ଦୂର୍ବବ୍ୟବହାର ଏବଂ…
ଦୁଇ ବର୍ଷ ପରେ ଖୋଲିଲା ଅଙ୍ଗନଓ୍ୱାଡ଼ି କେନ୍ଦ୍ର
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବେତଗଡ଼ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଆଜିକୁ ଦୁଇ ବର୍ଷ ହେଲା ବନ୍ଦ ଥିବା ବେଳେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏହି କେନ୍ଦ୍ର ଖୋଲିଛି l ଅତିରିକ୍ତ ଡ଼େପୁଟି କଲେକ୍ଟର ଅମ୍ଲାନ ଅପରାଜିତା ଷଡ଼ଙ୍ଗୀ,ସିଡ଼ିପିଓ ନାମଲେନ…
ଚାଷୀ ଙ୍କ ସମସ୍ୟା :ଉପଜିଲ୍ଲାପାଳଙ୍କୁ 6 ଦଫା ଦାବିପତ୍ର ପ୍ରଦାନ
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ରେଢ଼ାଖୋଲ ଦଧିବାମନ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ 6 ଦଫା ଦାବିପତ୍ର ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ପ୍ରଦାନ କରିଛନ୍ତି l କଦଳୀଗଡ଼,କୁକୁଡ଼ାବାହାଳୀ ଓ ବଡ଼ବାହାଳ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଗଠିତ ଏହି…
ସହୀଦ ସାମ୍ବାଦିକ ଅଚ୍ୟୁତାନନ୍ଦ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ
ବିରୋଧିଦଳନେତା ନରସିଂହଙ୍କ ସହ ଜିଲ୍ଲା ପ୍ରଶାସନ ଜଣାଇଲା ଶେଷ ସମ୍ମାନ
ବଲାଙ୍ଗିର,(ନିରୋଜ ମିଶ୍ର)- ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ମଙ୍ଗଳବାର ଦିନ ଘଟିଯାଇଥିବା ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନ ନ୍ୟୁଜର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିଲା । ସ୍ୱର୍ଗତ…