Sign in
Sign in
Recover your password.
A password will be e-mailed to you.
ଯାଜପୁର ସଡକ ସୁରକ୍ଷା ବୈଠକ: ମଦ୍ୟପ ଓ ବେପରୁଆ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଯାଜପୁର/ଜୟଶଙ୍କର ଦାଶ : ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଗାଡି ଚାଳନା ପାଇଁ ମର୍ମୁଦନ୍ତ ସଡକ ଦୁର୍ଘଟଣାରେ ବ୍ୟାପକ ଧନଜୀବନ କ୍ଷତି ହେବା ସହ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହେଉଛି । ସଡକ ସୁରକ୍ଷା ପାଇଁ ଏଭଳି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ…
ଓଡଗାଁ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ:ଓଡଗାଁ ବ୍ଲକରୁ ୩୮ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଅନ୍ୱେଷଣ ଓ ବିକଶିତ କରି ସେମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ସହିତ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପଦାନ କରିବା ଉଦେଶ୍ୟରେ ଓଡଗାଁ ବ୍ଲକ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଜି ନନ୍ଦିଘୋର…
କାର୍ଯ୍ୟରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନର୍ବାଣେ
ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲାର ନୂତନ ଅତିରିକ୍ତ ଜିଲାପାଳ ଭାବେ ଆବୋଲି ସୁନୀଲ ନର୍ବାଣେ ଗତକାଲି ୨୯-୧୦-୨୦୧୮ ରିଖ ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦାନକରି ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଏ ଏହା ପୂର୍ବରୁ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ଉପଜିଲାପାଳ ଭାବ କାର୍ଯ୍ୟ…
ବ୍ୟାଟେରୀ ଗାଡି ଚାର୍ଜ ହେଲାନେଲେ ନିଆଁ : ରାସନ ଦୋକାନ ପୋଡିଗଲା
କୁଚିଣ୍ଡା/ଶାନ୍ତନୁ ବେହେରା ଆଜି ଦିନବେଳା କୁଚିଣ୍ଡା ଏନ୍ଏସି ସ ଇ ଡ। ଗ୍ରାମରେ ଏକ ରାସନ ଦୋକାନରେ ବେଟେ ରି ଚାଳିତ ଗାଡି ଚାର୍ଜ କରିବା ସମୟରେ ହଟ।ତ ନିଆଁ ଲାଗି ଯାଇଥିଲା |ଏଥିରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଦୋକାନ ଭିତରେ ନିଆଁ ବ୍ୟାପି ଯିବାରୁ ଦୋକାନ ର ବହୁତ ସାମଗ୍ରୀ…
ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘ ତରଫରୁ ସୁକିନ୍ଦା ଭବନରେ ସାଧାରଣ ସଭା
ଡୁବୁରୀ (ସନାତନ ମହାନ୍ତ) - ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ଯାଜପୁର ଜିଲ୍ଲାଶାଖା ତରଫରୁ ଏକ ସମାବେଶ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ ସୁକିନ୍ଦ ଭବନଠାରେ ଅନିଷ୍ଠତ ହୋଇଥିଲା । ଏହି ସଭାରେ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘର ରାଜ୍ୟ ସଭାନେତ୍ରୀ ଲକ୍ଷ୍ମୀ ଦେବୀ ଯୋଗ ଦେଇଥିଲେ…
ଜଳ ବିହୁନେ ଫସଲ ନାଶ : ଜମି ମାଟି ଫାଟି ଆଁ କଲାଣି, ଧାନ ଜମିରେ ଗାଈ
Paikamal-Padmapur/ Gouranga Dash-Nila Deep : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମରେ ପାଣି ଅଭାବରୁ ଚାଷ ଜମି ମାଟି ସବୁ ଫାଟି ଯାଇ ଧାନ ଗଛ ସବୁ ମରି ଯାଇଛୀ । ପାଣି ଅଭାବରୁ ଛାଷୀ ମାନେ ହତାସ ହୋଇ ଶେଷରେ ଚାଷ ଜମି ଉପରେ ଗାଇ ଚରାଇବା ଆରମ୍ଭ କଲେଣି ।…
ରେଢ଼ାଖୋଲରେ ମରୁଡ଼ି ପରିସ୍ଥିତି, ଚାଷୀ ଚିନ୍ତାରେ
ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ରେଢ଼ାଖୋଲର ବିଭିନ୍ନ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି l ବର୍ଷା ଅଭାବରୁ ଧାନଗଛଗୁଡ଼ିକ ଶୁଖି ମରିଗଲାଣି l ଏହାକୁ ନେଇ ଚାଷୀ ମାନେ ହତାଶ ହୋଇପଡ଼ିଛନ୍ତି l ଉକ୍ତ ସମସ୍ୟା ସମ୍ପର୍କରେ ଆଜି ଚାଷୀ ମାନଙ୍କ ପକ୍ଷରୁ ଯୋଗେଶ ହୋତା,ପ୍ରଫୁଲ୍ଲ ବିଶ୍ୱାଳ…
ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା
ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ଵୋଡେନ ବ୍ଲକ ସମ୍ମୁଖ ରେ ଭାରତୀୟ ଜନତା ପାର୍ଟି ତରଫ ରୁ ମରୁଡି ସହାୟତା ଯୋଗାଇଦେବାକୁ ଏବଂ ଦୁର୍ନୀତି ଦୁର କରିବା ତଥା ଅଂଚଳରେ ପ୍ରତିବର୍ଷ ହେଉଥିବା ମରୁଡି ର ନିରାକରଣ ପାଈଁ ଉଦନ୍ତି ବେରେଜ୍ ନିର୍ମାଣ କରିବାକୁ ସ୍ୱର ଉତ୍ତୋଳନ କରିଥିଲେ । ଵୋଡେନ ବିଡ଼ିଓ…
ବଡ଼ବିଲରେ କ୍ୟାମ୍ପ କୋର୍ଟକୁ ଆଇନଜୀବୀ ସଙ୍ଘର ବିରୋଧ
ବଡ଼ବିଲ(ଶାସକ ପ୍ରଶାସକ) ବଡ଼ବିଲ ସବଜେଲରେ କ୍ୟାମ୍ପ କୋର୍ଟକୁ ଆଜି ଆଇନଜୀବୀ ସଂଘ ବିରୋଧ କରିଛି। ଗତକାଲି ସବଜେଲରେ କ୍ୟାମ୍ପ କୋର୍ଟ ବସାଯାଇ ୭ ଜଣ ବିଚାରଧୀନ କଏଦୀଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା। ତେବେ ଆଜି ଆଇନଜୀବୀମାନେ ବିରୋଧ ପ୍ରଦର୍ଶନ କରିବା ସହ ଜଜଙ୍କୁ ଜେଲ ଭିତରକୁ ଯିବାକୁ ଦେଇ…
କୁଚିଣ୍ଡା ଓ ଜମନକିରାରେ ଖୁଛୁରା କଏଁନ ସମସ୍ୟା
ଜମନକିରା ( ଅଜୟ କୁମାର ବାଘ ): ଜମନକିରା ଓ କୁଚିଣ୍ଡା ତଥା ଏହାର ଆଖପାଖ ଅଞ୍ଚଳରେ ଖୁଚୁରା ଟଙ୍କାକୁ ନେଇ ନାହିଁ ନ ଥିବା ସମସ୍ୟା ଦେଖାଦେଇଛି l ଦୋକାନ ମାଲିକ ଓ ସାଧାରଣ ଜନତା ହଇରାଣ ହେଉଛନ୍ତି l ଦୋକାନୀ ଗ୍ରାହକଙ୍କ ଠାରୁ ଖୁଛୁରା ଗ୍ରହଣ କରୁନଥିବା ଅଭିଯୋଗ ହେଉଥିବା ସମୟରେ ଗ୍ରାହକ…