ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ୟା କୁ ନେଇ ଏକ ଆଲୋଚନା ଚକ୍ର

ଚଣ୍ଡିଖୋଲରୁ ପ୍ରଫୁଲ ସାହୁ: ଯାଜପୁର ଜିଲ୍ଲାର ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ୟା କୁ ନେଇ ଏକ ଆଲୋଚନା ଚକ୍ର ଯୁବ ତାଲିମ କେନ୍ଦ୍ର, ବନ୍ଦାଳ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଓଡ଼ିଆ ଦଳିତ ଅଧିକାର ମଞ୍ଚ ଭୁବନେଶ୍ୱର ଓ ସମାଜ ବିକାଶ କର୍ମ ଜୀବୀ ଶ୍ରମିକ…

ମାଓ ହମଲାରେ ପ୍ରାଣ ହରାଇଲେ ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ

ବଲାଙ୍ଗୀର/ ନିରୋଜ ମିଶ୍ର : ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟକରୁଥିବା ଅଚୁଦାନନ୍ଦ ସାହୁଙ୍କର ଦନ୍ତେବାଡ଼ା ର ଆରଣପୁର ଅଂଚଳରେ ମାଓ ହାମଲାରେ ମୃତ୍ୟୁ ହୋଇଛି । ଅଚୁଦାନନ୍ଦ ସାହୁଙ୍କ ଘର ବଲାଙ୍ଗୀର ଜିଲ୍ଲା ଲୋଇସିହାରେ । ତେବେ ଏହି ହାମଲାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ…

ଶେଷରେ ବିଧାୟକ ପଦରୁ ଇସ୍ତଫା ଦେଲେକୃଷ୍ଣ  , କଂଗ୍ରେସ ବିଧାୟକ ଦଳ ଅଡ଼ୁଆ ବଢ଼ିଲା

ଶାସକ ପ୍ରଶାସକ କହିଥିଲା "ଇସ୍ତଫା ଦେବେ କୃଷ୍ଣ" ଭୁବନେଶ୍ୱର: ଏବେ ଅଡୁଆରେ କଂଗ୍ରେସ | ବିଧାନସଭାରୁ ବିଧାୟକ ପଦରୁ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେବା ପରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା ନିଶ୍ଚିତ ହୋଇଯାଇଛି | କିଛି ଦିନ…

କ୍ଷତିଗ୍ରସ୍ତଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ :ଜୁଏଲ

କେନ୍ଦ୍ର ମନ୍ତ୍ରୀ ଜୁଏଲଓରାମଙ୍କ ଗଜପତିର ତିତଲି କ୍ଷୟକ୍ଷତି ଗ୍ରସ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜୁଏଲଓରାମ ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ତିତଲି ବାତ୍ୟା କ୍ଷତିଗ୍ରସ୍ତ ବିଭିନ୍ନ ବ୍ଲକାଞ୍ଚଳ…

ବଡ ଗାଁ ନିକଟରେ ବାଇକ-ଟାଟା ସୁମୋ ଧକ୍କା : ୩ ମୃତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ରାତିରେ ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ବଡଗାଁ ନିକଟରେ ବାଇକ ଟାଟା ସୁମୋ (ଓ.ଡି-୧୧ଇ ୦୯୦୪) ଧକ୍କାରେ ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ବାଇକରେ ୩ ଜଣ ରାୟଗଡା ପଟୁ ପାରଳାଖେମୁଣ୍ଡି ଯାଉଥିବା ସମୟରେ ଆରପଟୁ ଆସୁଥିବା…

ପୁଅ ବିବାହରେ ବାପା ଅସନ୍ତୁଷ୍ଟ,ବୋହୂଙ୍କ ସଂପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ

ରେଢ଼ାଖୋଲରୁ ଯଶୋବନ୍ତ ସାହୁ :ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବାରବାଙ୍କ ଗ୍ରାମରେ ଗତରାତି ପୁଅର ବାହାଘର ରେ ଅସନ୍ତୁଷ୍ଟ ହୋଇ ବାପା ବୀର ଶବର(55)  ବୋହୁ ଙ୍କ ଭିଣାଇ ଦେବେନ୍ଦ୍ର ଶବର(30) ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହେଇଛି l ଦେବେନ୍ଦ୍ର ଙ୍କ ଅଭିଯୋଗ କ୍ରମେ ପୁଲିସ…

ମହୁରି ପଶ୍ଚିମ ଓ ପୂର୍ବକୁ ଯୋଡ଼ିଲା : ଯାଜପୁରରେ ମହୁରି ମହୋତ୍ସବ-୨୦୧୮ ଯୁବ ପ୍ରାବନ୍ଧିକଚନ୍ଦ୍ରଶେଖର ପାଇଲେ ମହୁରି…

ଯାଜପୁର(ଜୟଶଙ୍କର ଦାଶ) -ସାହିତ୍ୟ ମାଧ୍ୟମରେ ସାରା ଓଡିଶାକୁ ଯୋଡିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରି ତାର ଏକାଦଶତମ ବାର୍ଷିକ ଉତ୍ସବ ମହୁରି ମହୋତ୍ସବ -୨୦୧୮ ଯାଜପୁରସ୍ଥିତ ଗୌତମବୁଦ୍ଧ ସଂସ୍କୃତି…

ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି ,ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ

ଯାଜପୁର(ଜୟଶଙ୍କର ଦାଶ) ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି, ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଏହାର ପୂଜାବିଧି, ନୀତି ନିୟମ ଓ ବିଚାରଧାରା ଏକ ସୁସ୍ଥ, ସମୃଦ୍ଧ, ସ୍ୱଚ୍ଛ, ଶୃଙ୍ଖଳିତ ବ୍ୟକ୍ତି, ପରିବାର ଓ ସମାଜ ସୃଷ୍ଟି କରିବା ପାଇଁ ମାର୍ଗ ଦର୍ଶକ ହୋଇଥାଏ ବୋଲି…

ଗାଁରେ ଚହଳ ସୃଷ୍ଟି କରୁଛି ଜନସମ୍ପର୍କ ପଦଯାତ୍ରା

 ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) :୨୯.୧୦:ଦୀର୍ଘ ୧୫ଦିନର ନୀରବତା ପରେ ଆଜି ଭଦ୍ରକ ବିଧାନସଭା କ୍ଷେତ୍ର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ମହାଆଡ଼ମ୍ବର ସହକାରେ ଗ୍ରାମାଞ୍ଚଳରେ ଚହଳ ସୃଷ୍ଟି କରୁଛି । ପୂର୍ବପରି ଆଜି ସକାଳୁ ପ୍ରାକ୍ତନ ମନ୍ତ୍ରୀ ତଥା ଭଦ୍ରକର ବରିଷ୍ଠ ବିଧାୟକ ଯୁଗଳ କିଶୋର…