ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧି ଦିବସ ପାଳିତ

0

   ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ପଂଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ  ନିଶା ସେବନ ଓ ଅବୈଧ ଚାଲାଣ ବିରୋଧି ଦିବସ ପାଳିତ ହୋଇଯାଛି । ଓଡଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ  ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ମିନୀଙ୍କ ସଂଯୋଜନାରେ ଅନୁଷ୍ଠିତ  ସଭାରେ ଓଡଗାଁ ବିଡ଼ିଓ  ସ୍ୱାତିଲେଖା ଦାସ, ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଏବଂ ଆଇନଜୀବୀ  ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ନିଶାସେବନର ପରିଣାମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ  ।  ତେବେ ପ୍ରାୟ ୧୦ବର୍ଷ ପୂର୍ବେ ଓଡଗାଁ ଅଂଚଳରୁ ଅନେକ ଝିଅଙ୍କୁ ଦଲାଲ ମାଧ୍ୟମରେ ଓଡଗାଁ ଅଂଚଳରେ ସାଧାରଣତଃ ନାବାଳକ ନାବାଳିକା ପୁତ୍ର କନ୍ୟା ମାନେ ଅବୈଧ ଭାବେ ଚାଲାଣ ହେବା ସମ୍ପର୍କରେ ଏପର୍ଯ୍ୟନ୍ତ କୈାଣସି ଅଭିଯୋଗ ହୋଇନଥିବା ଯୋଗୁଁ ଏଠାରେ ମାନବ ଚାଲାଣ ହେଉନାହିଁ ବୋଲି ଆଶାପ୍ରକାଶ କରିଥରଲେ ।

Leave A Reply

Your email address will not be published.