Sign in
Sign in
Recover your password.
A password will be e-mailed to you.
ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ
ଗୁଣୁପୁର/ସିଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ଠାରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଗତକାଲି ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ…
ଯୁବତୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ
ପାଇକମାଳ :- ଗତ ରାତି ପ୍ରାୟ 10ଟା ସମୟରେ ପଇକମାଲ ରେ ଗତ କିଛି ମାସ ହେବ ଏକ ଭଡା ଘରେ ବାସ କରୁଥିବା ଜଣେ ଡ୍ରାଇଭର ଙ୍କର ସ୍ତ୍ରୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ପାଇକମାଲ ଥାନା ର ଅପମୃତ୍ୟୁ ମାମଲା 21/2018 ଅନୁସାରେ ପାଇକମାଲ ରୁ ରାୟପୁରକୁ ଚାଲୁଥିବା ଲଷ୍ମୀ ବସର…
ନୂଅାଁଖାଇ ପିଠା ପଣା ଖାଇବାର ଉତ୍ସବ ନୁହେଁ, ସଂସ୍କୃତି,ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବାର ମହାନ ଗଣପର୍ବ: କେଭି
ବଙ୍ଗୋମୁଣ୍ଡାରେ ନୂଅାଁଖାଇ ଭେଟଘାଟ୍ନୂ
ଟିଟିଲାଗଡ଼,(ସୁନୀଲ ବେହେରା): ବଙ୍ଗୋମୁଣ୍ଡା ଖେଳପଡ଼ିଆରେ ନୂଅାଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ ରାଷ୍ଟ୍ରପତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନୂଅାଁଖାଇ ଭେଟଘାଟ୍ରେ ସର୍ବେ ପ୍ରଥମେ…
ରାଉରକେଲା ଇସ୍ପାତ କାରଖାନାରେ ରାଷ୍ଟ୍ରୀୟ ଏକତା ଶପଥ ଗ୍ରହଣ
ରାଉରକେଲା (ଶାସକ ପ୍ରଶାସକ) : ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ସାମୁଦାୟିକ ଅବଶିଷ୍ଟ ଦେଶବାସୀଙ୍କ ସହିତ ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଲୌହ ପୁରୁଷ ରୂପେ ବିଦିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମ ତିଥିକୁ…
More than 1100 persons take part in the ‘Run for Unity’ organized by Rourkela Steel Plant
Rourkela : More than 1100 persons enthusiastically participated in the ‘Run for Unity’ organised by SAIL, Rourkela Steel Plant (RSP) at Ispat Stadium on 31st October morning. Mr. Ashwini Kumar, CEO, RSP flagged off the run in the presence…
ଏନ୍.ସି କଲେଜର ହେବ ନବ କଳେବର : ବିନିଯୋଗ ହେବ ୩୪କୋଟି ।
ଯାଜପୁର,(ଜୟଶଙ୍କର ଦାଶ):ଯାଜପୁର ଏନ୍.ସି. ମହାବିଦ୍ୟାଳୟ ଏକ ପୁରାତନ ମହାବିଦ୍ୟାଳୟ ଭାବେ ଯେତିକି ପରିଚିତ ସେଠାରୁ ପଢିଥିବା ଛାତ୍ରଛାତ୍ରୀଙ୍କର ଉଲ୍ଲେଖନୀୟ କୃତିତ୍ୱ ପାଇଁ ମଧ୍ୟ ତତୋଧିକ ଗୌରବାନ୍ୱିତ । ତେଣୁ ଏହାକୁ ଏକ ସୁନ୍ଦର, ଆକର୍ଷଣୀୟ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ…
ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ବଲାଙ୍ଗିର ,(ନିରୋଜ ମିଶ୍ର ) ଛତିଶଗଡର ଦାନ୍ତେୱାଡାରେ କାର୍ଯ୍ୟରତ ଦୂରଦର୍ଶନର ଦିଲ୍ଲୀ ଫଟୋ ପ୍ରତିନିଧି ତଥା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମର ବାସିନ୍ଦା ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁ ନକ୍ସଲଙ୍କ ଗୁଳିରେ ଶହୀଦ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ…
ଓକିଲଙ୍କ ଆନ୍ଦୋଳନ ରେ ଏବେ କଏଦୀ ସାମିଲ
ବ୍ୟାସନଗରରୁ ବିଶ୍ୱଜିତ ମାଝୀ : କଟକରେ ପୋଲିସ ଦ୍ୱାରା ଓକିଲଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଘଟଣା ଧିରେ ଧିରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଯାଜପୁର ରୋଡ ଠାରେ ସ୍ଥାନୀୟ ଓକିଲ ମାନେ କୋର୍ଟ ସମ୍ମୁଖରେ ଏକତ୍ର ହୋଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହା କରିବା ସହ ଘଟଣାର ତୀବ୍ର…
ବାତ୍ୟାପରେ ଅସାଧାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବିପର୍ଯ୍ୟୟ ପରିଚାଳନା ଦିବସ ୨୦୧୮ ପାଳନ ପରିପେକ୍ଷିରେ ରବିନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ତିତଲି ବାତ୍ୟାରେ ଅସାଧାରଣ କାର୍ଯ୍ୟ କରିଥିବା କିଛି କର୍ମଚାରୀ,…
ଗୃହ ପାଳିତ ପଶୁ ଓ ପକ୍ଷୀଙ୍କ ପାଇଁ ବ୍ୟାପକ ଚିକିତ୍ସାର ବନ୍ଦୋବସ୍ତ ସହ ହିତାଧିକାରୀଙ୍କୁ କ୍ଷତିପୁରଣ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗତ ତିତଲି ବାତ୍ୟାରେ ଗଜପତି ଜିଲ୍ଲାରେ ବଡ ଗୃହପାଳିତ ପଶୁ ୩୯୦ଟି ପ୍ରାଣ ହରାଇଥିବା ବେଳେ ଛୋଟ ଗୃହପାଳିତ ପଶୁ ୨୧୫୭ଗୋଟି ଏବଂ କୁକୁଡା ୩୫୦୨ଟି ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମୃତ ଦେହକୁ ପୋଡି ନଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ…