ଅନ୍ତଃଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶାର ମଞ୍ଜୁ ମୁଣ୍ଡାଙ୍କୁ ସ୍ବର୍ଣ୍ଣ  

 ଜେଏସପିଏଲ ଫାଉଣ୍ଡେସନ ପ୍ରୋତ୍ସାହନରେ ମଞ୍ଜୁଙ୍କ "ସୁନା" ସ୍ବପ୍ନ ହେଲା ସାକାର  ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ସୁଶ୍ରୀ ମଞ୍ଜୁ ମୁଣ୍ଡା, ରୁଷିଆର ମସ୍କୋ ଠାରେ ଚାଲିଥିବା ମସ୍କୋ ଉଷୁ ଷ୍ଟାର 2019 ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି…

ପୁଣି ଜଣେ ବାଇକ ଚୋର ଗିରଫ: ୨ ଚୋରି ବାଇକ ଜବତ 

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ପୋଲିସ ବାଇକ ଚୋରି ଅଭିଯୋଗରେ ଜଣକୁ ଗିରଫ କରି ଦୁଇଟି  ବାଇକ ଜବତ କରିବାରେ ସଫଳ ହୋଇଛି। ଗିରଫ ଜଣକ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟ ମଝିଗାଓଁ ଅଞ୍ଚଳର ଜୁରିଆ ଗୋପ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଜୁରିଆ ବଡ଼ବିଲ ଅଞ୍ଚଳରୁ ବାଇକ ଚୋରି କରି ନକଲି ନମ୍ବର ପ୍ଲେଟ…

ମୋଦି ସରକାର ଯାହା କୁହନ୍ତି, ତାହା କରନ୍ତି-ଧର୍ମେନ୍ଦ୍ର ପ୍ରଧାନ

ଓଡିଶା ସରକାର ଲମ୍ବା ସମୟ ଧରି ଚାଷୀଙ୍କୁ ଧୋକା ଦେଇପାରିବେ ନାହିଁ-ରାଧାମୋହନ ସିଂହ "ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଦୁଇ ଥର ବିଧାନସଭାରେ ଭାଗଚାଷୀ ମାନଙ୍କୁ ଅଧିକାର ଦେବା ପାଇଁ ରାଜ୍ୟ ସରକାର ବିଲ୍ ଆଣିବାର ପ୍ରସ୍ତାବ କରିଥିଲେ । ବିଲ୍ କୂଆଡେ ଗଲା । ଅଧିକାର କାହିଁ, କିଏ ଭାଗଚାଷୀ, କେଉଁ…

 ଉତ୍କଳ ବିପନ୍ନ ସହାୟତା ସମିତି ଗୋଟିଏ ସଂସ୍କାରର ନାମ : ଧର୍ମେନ୍ଦ୍ର 

ଓଲଟପୁରରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ  ଉତ୍କଳ  ବିପନ୍ନ ସହାୟତା ସମିତି ଓଡିଶାର ଗୋଟିଏ ଅଗ୍ରଣୀ ସ୍ୱୟଂସେବୀ ସଂଗଠନ  ବାତ୍ୟା, ବନ୍ୟା ଓ ମରୁଡି ପ୍ରପୀଡିତ ରାଜ୍ୟରେ ବିପନ୍ନ ଲୋକମାନଙ୍କୁ ସାମାଜିକ ସାହାଯ୍ୟ ଯୋଗାଇଦେବାର ୪୫…

ଶ୍ରୀଶ୍ରୀ ଆଖଣ୍ଡଳମଣୀଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି ବୈଠକ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)  ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଆରଡ଼ି ଧାମର ଶ୍ରୀଶ୍ରୀବାବା ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ଉସôବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଆଲୋଚନାକ୍ରମେ…

ବଦଳିଲେ ୩ ବ୍ଲକ ବିଜେଡି ସଭାପତି 

ଭୁବନେଶ୍ୱର  : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକ ତିନିଜଣ ବ୍ଲକ ବିଜେଡି ସଭାପତି ନିଯୁକ୍ତି ଦେଇଛନ୍ତି | ସଭାପତିଙ୍କ ଅନୁମୋଦନ କ୍ରମେ ଭଞ୍ଜନଗର ବ୍ଲକ ସଭାପତି ଭାବେ ଆଡଭୋକେଟ ରାଜେନ୍ଦ୍ର ପ୍ରଧାନଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ କନ୍ଧମାଳ ଜିଲା କେ…

ଭୁରୁଡୁ ମାରୁଥିବା ପାକିସ୍ଥାନ ଲାଙ୍ଗୁଡ଼ ଜାକିଲା : କହିଲା ଗୋଟେ ଗଛ ଡାଳ ଭାଂଗିଛି, ଗୋଟିଏ ପାଚେରୀ କ୍ଷତିଗ୍ରସ୍ତ…

୪୦ର ଜବାବ ୩୦୦, ସୁଧର ଯା ପାକିସ୍ଥାନ !!! "ଭାରତୀୟ ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା। ଯାହାକୁ ଆମେ ଘଉଡ଼ାଇ ଦେଇଛୁ। ତେବେ ଭାରତୀୟ ବାୟୁସେନା ବିମାନରେ ଥିବା କିଛି ଭାରି ଜିନିଷ ତଳକୁ ଖସି ପଡ଼ିବା ଫଳରେ ପାକିସ୍ତାନ ସୀମା ମଧ୍ୟରେ ଥିବା ଗୋଟିଏ ଗଛର ଡାଳ ସହ ଗୋଟିଏ…

କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ଟି ଶ୍ରେଣୀଗୃହ ହେବ ସ୍ମାର୍ଟ କ୍ଲାସ 

ଦୁଇଟି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସହ ସ୍ମାର୍ଟ ଶ୍ରେଣୀଗୃହର ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ  ସୁନ୍ଦରଗଡ ଜିଲ୍ଲାର କୁତ୍ରା ଏବଂ କଟକର ମୁଣ୍ଡଳି ଠାରେ ଦୁଇଟି ଭବ୍ୟ ସ୍କୁଲ   ସ୍ମାର୍ଟ କ୍ଲାସ  ସେହି ଅଂଚଳର ନୁହେଁ ବରଂ ଓଡିଶାର ପିଲାଙ୍କ ପାଠ…

ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି, ନବୀନ ବାବୁଙ୍କୁ ଏନେଇ କହିଲେ ବାଧୁଛି : -ଧର୍ମେନ୍ଦ୍ର ପ୍ରଧାନ

ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଓଡିଶାର ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ଭୁବନେଶ୍ୱର,-ରାଜ୍ୟ ସରକାର ନିଜର ଅପାରଗତା ପାଇଁ ଓଡିଶାର ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଚାଷୀ ତାଲିକା ନେଇ ରାଜ୍ୟ ସରକାର ଭେଳିକି ଦେଖାଉଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

ଏପ୍ରିଲରେ ଦ୍ୱିତୀୟ ପ୍ରର୍ଯ୍ୟାୟ କାଳିଆ ଟଙ୍କା ବଂଟନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ  ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବେ ବୋଲି କହିଥିଲେ , ୫୦ ଲକ୍ଷ ତାଲିକା କୁଆଡେ ଗଲା  ରାଜ୍ୟ ସରକାର ୧୨ ଲକ୍ଷ…