Sign in
Sign in
Recover your password.
A password will be e-mailed to you.
ବୁଦ୍ଧିମତା, କୌଶଲ୍ୟ ଓ ସାହାସ ତିନୋଟି ଗୁଣ ଓଡିଆଙ୍କ ପାଖରେ ଭରପୁର ଅଛି, ତେଣୁ ଏକବିଂଶ ଶତାବ୍ଦିରେ ଓଡିଶା ହେବ…
ନୂଆ ଓଡିଶା ଧର୍ମପଦ ଡାଏଲଗ୍ : ରାଜ୍ୟର ୪୩୦ ସ୍ଥାନରେ ଭିଡିଓ କନଫରେନ୍ସରେ ଯୋଡିହେଲେ ଅଢେଇ ଲକ୍ଷ ଯୁବପୀଢି
• ସମାଜକୁ ବଦଳେଇବାକୁ ହେଲେ ମଣିଷକୁ ମନ ବଳେଇବାକୁ ପଡିବ । ଫଳରେ ବଡ ପରିବର୍ତନ ହୋଇପାରିବ
• ନୂଆ ଓଡିଶା ବିନା ନୂଆ ଭାରତ ଅସମ୍ଭବ ତେଣୁ ଓଡିଆ ଯୁବପୀଢି ନୂଆ ବିଚାର, ନୂଆ…
ନୀଳବର୍ଣ ଶୃଗାଳମାନଙ୍କ ମୁହଁରେ ପାଣି ପଡି ଅସଲ ଚେହେରା ଆଜି ପଦାକୁ ଆସିଛି-ଧର୍ମେନ୍ଦ୍ର
ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ବିଜେଡି ବିଧାୟକଙ୍କ ଖରାପ ବ୍ୟବହାର ପ୍ରସଙ୍ଗ
ଭୁବନେଶ୍ୱର, -ରାଜ୍ୟ ମହିଳା କମିଶନ ସଦସ୍ୟା ନିଜକୁ ଅସହାୟ ମନେକରି ନବୀନ ନିବାସ ଯିବା ଘଟଣା ରାଜ୍ୟ ପାଇଁଏକ ବିଡମ୍ବନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଘଟିଥିବା ଏପରି…
ଜୁଏଲଙ୍କ ଦ୍ଵାରା ଜୀବିକା ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
ରାଉରକେଲା : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ ଫେବୃଆରୀ ୨୫ ତାରିଖରେ ରାଉରକେଲା ସେକ୍ଟର ୧୫ ଠାରେ ଏନ.ଏସ.ଟି.ଏଫ.ଡ଼ି.ସି., ସେଲ-ଆର.ଏସ.ପି. ଓ ଏନ.ଏସ.ଆଇ.ସି.ର ମିଳିତ ସହଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଜୀବିକା ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ…
ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କ ବାଇକ ଧକ୍କାରେ ମୃତ୍ୟୁ
ବଡ଼ବିଲ(ଚିତ୍ତରଞ୍ଜନ କର): ଆଜି ଦିନ ଗୋଟାଏ ବେଳେ ଏକ ରାସ୍ତା ଦୁର୍ଘଟଣାରେ ଗୀତା ହେମ୍ବ୍ରମ(୧୪ବର୍ଷ)ଙ୍କର ମୃତ୍ୟୁ ଘଟିଛି।
ଘଟଣାରୁ ପ୍ରକାଶ ଯେ କଳିଙ୍ଗ ନଗର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗୀତା ମାଟ୍ରିକ ପରିକ୍ଷା ଦେଉଥିଲେ। ସ୍ଥାନୀୟ କଳିଙ୍ଗ ନଗର ଉଚ୍ଚ ବିଦ୍ୟାଳୟରେ ତାଙ୍କର …
ଆରେ ପ୍ରଶ୍ନପତ୍ର ଲିକ କଣ ଦରକାର, ଏ ସୁବିଧା ଯଦି ଅଛି !
ବଲାଙ୍ଗୀର/ନିରୋଜ ମିଶ୍ର : ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପରେ ବଲାଙ୍ଗିରରୁ ଆସିଛି ସାଙ୍ଘାତିକ ଦୃଶ୍ୟ । ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ପରେ ଅଭିଭାବକ ମାନେ କପି ଯୋଗାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଭାଇରାଲ ପ୍ରଶ୍ନପତ୍ରର ଉତ୍ତର କରି ଅଭିଭାବକ ସ୍କୁଲରେ ଧସେଇ ପଶି, ପାଚେରୀ ଡେଇଁ…
ଆଠଗଡ଼ରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ : ଉମା-ରାଜାଙ୍କ ସହ ବିଜେପିରୁ କିଏ ?
ଓଡିଶା ରାଜନୀତିରେ ଅତ୍ୟନ୍ତ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ମାନଙ୍କ ମଧ୍ୟରେ କଟକ ଜିଲ୍ଲାର ଆଠଗଡ ନିର୍ବାଚନମଣ୍ଡଳୀ ଅନ୍ୟତମ | ଏଠି ଗତ କିଛି ନିର୍ବାଚନ ହେବ ଚାଲିଛି ରାଜା ଓରଫ ରାଜା ସ୍ବାଇଁ ଓରଫ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ରାଜୁତି | ଅବଶ୍ୟ ରାଜାଙ୍କ ଏକ ତରଫ ରାଜୁତି ପଛରେ…
“ସରକାରଙ୍କ ସହିତ ଚୁକ୍ତିବଦ୍ଧ କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ମାଗଣା ସେବା ଦେବାକୁ ମନାକରି ପାରିବେ…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ୩ଦିନିଆ କର୍ମଶାଳା
ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ପ୍ରାୟ ୧୫୦ଟି ଘରୋଇ ମେଡିକାଲର କର୍ମକର୍ତ୍ତାଙ୍କୁ ନେଇ ଆଜି ଏଠାରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଛି । ଏହି …
ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ : ୨୩୭ କୋଟିରୁ ଉର୍ଦ୍ଧ ଟଙ୍କାର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ନୂଆପଡା(ଅମିତ କୁମାର ପୁରୋହିତ) : ଆଜି ମୂଖ୍ୟ ମନ୍ତ୍ରୀ ଦିନିକିଆ ନୂଆପଡା ଗସ୍ତରେ ଆସି ସ୍ଥାନିୟ ଗୋତମା ଏରୋଡ୍ରମ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୨୩୭.୩୫ କୋଟି ଟଙ୍କାର ୩୯ ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦିନ ୧୧.୪୦ ରେ ହେଲିକେପ୍ଟର ଯୋଗେ ଆସି…
ଉପବାଚସ୍ପତିଙ୍କ ଦ୍ୱାରା ସ୍ମାର୍ଟ ଏଲ୍ଇଡ଼ି ଷ୍ଟ୍ରିଟ ଲାଇଟ ଉଦ୍ଘାଟିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରାଞ୍ଚଳର ୱାଡର଼୍ ନମ୍ବର ୧୧ ବାରୁଣୀଘାଟ(କାଳିମନ୍ଦିର ନିକଟ)ରେ ଗ୍ରୀନ ଫିଲଡ଼ ଷ୍ଟ୍ରିଟ ଲାଇଟିଙ୍ଗ ପ୍ରୋଜେକ୍ଟ ଦ୍ୱାରା ଷ୍ଟ୍ରିଟ୍ ଲାଇଟ୍ ନଥିବା ରାସ୍ତାଗୁଡ଼ିକରେ ଥିବା ବିଦୁ୍ୟତ୍ ଖୁଣ୍ଟଗୁଡ଼ିକରେ ସ୍ମାର୍ଟ ଏଲଇଡ଼ି ଲାଇଟ ଲଗାଯାଇ ସହରାଞ୍ଚଳ…
ମୟୁରଭଞ ଜିଲା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ
ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲା ପରିଷଦର ସପ୍ତମ ବୈଠକ ବାରିପଦାସ୍ଥିତ ପ୍ରୟାସ ସମୀଳନୀ କକ୍ଷରେ ଜିଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଦେଶ ହୋଇଯାଇଅଛି । ଅନୁଷ୍ଠିତ ଉକ୍ତ ବୈଠକରେ ମୋରଡା ବିଦାୟକ ପ୍ରବୀଣ ଚନ୍ଦ୍ର ଭଞଦେଓ , ସାରସକଣା ବିଧାୟକ…