ମାଧିଆପାଲିରେ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  - ମାଧିଆପାଲି ପଞ୍ଚାୟତ ବଲାଙ୍ଗିର ରୁ ମାତ୍ର ୨ କି.ମି. ଦୂର କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମଟି କୌଣସି ପ୍ରକାରର ବିକାଶରୁ କାହିଁ କେତେ ଦୂରରେ । ବଲାଙ୍ଗିର ନିର୍ବାଚନ ମଣ୍ଡଳି, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ପୁର୍ତ୍ତ ମନ୍ତ୍ରୀ, ଖଣି…

ଜିଆଇଇଟି ୟୁନିଭରସିଟି :  ସାଇନ୍ସ ଆଣ୍ଡ ଟେକ୍ନୋ ଏକ୍ସପୋ ଉଦଯାପିତ 

ରାୟଗଡ଼ା ଜିଲ୍ଲା ଗୁଣପୁର ଜି.ଆଇ.ଇ.ଟି ୟୁନିଭରସିଟି ଠାରେ ଗତ ୨୩ ତାରିଖ ଦିନ ଠାରୁ ଚାଲିଥିବା ସାଇନ୍ସ ଆଣ୍ଡ ଟେକ୍ନୋ ଏକ୍ସପୋ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।  ୩ ଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମର ଶେଷ ଦିବସରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ର ଧ୍ୱଜ ପଣ୍ଡା…

ଗୁଣି ସନ୍ଦେହରେ ବିଭତ୍ସ ପରିଣତି : ୩ଜଣଂକୁ ନିର୍ମମ ହତ୍ୟା, ପୁରୁଷ ଶୁନ୍ୟ ଗାଁରେ ନୀରବତାର ରାଜୁତି

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ଉକୁମ୍ବାଗୁଡା ଠାରେ ଗୋଟିଏ ପରିବାର ର ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣେ  (୭୬ ବର୍ଷିୟ) ବୃଦ୍ଧାକୁ ର୍ନିମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ତିନି ଦିନ ତଳେ ଗତ ୨୩ ତାରିଖ ରାତିରେ ଘଟିଥିବା ଏହି ଘଟଣା ପରେ…

ଘର ଡିହ ପଟ୍ଟା ପ୍ରତିଶୁତି ପ୍ରହସନ, ଜିଲ୍ଲା ପ୍ରଶାସନ ଉଦାସୀନ : ଆତ୍ମାହୁତି ଦେବେ ଗରିବ ବ୍ରାହ୍ମଣ

ଗୁଣୁପୁର :  ରାଜ୍ୟ  ସରକାରଙ୍କ ପକ୍ଷ୍ୟରୁ ଗରିବ ଗୃହହୀନ ଏବଂ ସରକାରି  ଜମି ଅଧିଗ୍ରହଣ କରିଥିବା ଗରିବୀ ପରିବାରଙ୍କୁ ଘର ଡିହ ଯୋଗାଇଦେବା ନିମନ୍ତେ ପ୍ରସ୍ତୁତ ଯୋଜନାରୁ ବାଦ୍ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ମୁନିସିପାଲିଟି ଅନ୍ତର୍ଗତ ଶବର ବିହାର ଠାରେ ବାସ୍ କରୁଥିବା ଗରିବୀ ବ୍ରାହ୍ମଣ…

ପୋଲିସ ହାତରେ ଧରା ପଡିଲେ ଦୁଇ ଅପରାଧୀ: ବନ୍ଧୁକ ଓ ବାଇକ ଜବତ

ବଡ଼ବିଲ(ଚିତ୍ତରଞ୍ଜନ କର):  ବଡ଼ବିଲ ପୋଲିସ ହାତରେ ଗତକାଲି ରାତିରେ ଧରା ପଡିଛନ୍ତି ଦୁଇ ଅପରାଧୀ। କୌଣସି ଅପରାଧ କରିବାକୁ ଯୋଜନା କରି ଦୁଇ ଜଣ ଅପରାଧୀ ବଡ଼ବିଲ ସହରକୁ ପ୍ରବେଶ କରିବା ନେଇ ଆଗୁଆ ସୂଚନା ପାଇଥିଲା ପୋଲିସ। ଗତକାଲି ରାତିରେ ସହରର ସମସ୍ତ ପ୍ରବେଶ ପଥରେ ନଜର ରଖାଯାଇଥିଲା। ରାତି…

ରାଜ୍ୟରେ ୧୨ଲକ୍ଷ ପରିବାରଙ୍କୁ ଜାଣିସୁଣି ଭୋଟର ତାଲିକାରୁ ବାଦ ଦିଆଯାଇଛି : କଂଗ୍ରେସ

ଭୁବନେଶ୍ୱର  – ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାର ୧୨ ଲକ୍ଷ ପରିବାରର…

ଧର୍ମେନ୍ଦ୍ରଙ୍କ ଚେତାବନୀ : ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ରୋକିବା ଅପଚେଷ୍ଟା ମହଙ୍ଗା ପ୍ରମାଣିତ ହେବ 

ଅପାରଗ ନବୀନ ସରକାରକୁ ବଦଳାଇ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ପାଇଁ ସଙ୍କଳ୍ପ ନେବାକୁ ଆହ୍ୱାନ  ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ନବୀନ ସରକାର ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି । ଏଭଳି ଏକ ଅପାରଗ ସରକାରକୁ ବଦଳାଇ…

ଜିଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ

ବାରିପଦା(ଦିଲ୍ଲୀପ ମହାନ୍ତି) - ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୁରଭଞ ଆନୁକୁଲ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ଆଜି ଜିଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ  ହୋଇଯାଇଅଛି ।  ଓଡିଶା ରାଜ୍ୟର ମୟୁରଭଞ ଜିଲା ସମେତ ନଅଗୋଟି ଜିଲାର ଜନଜାତି ମାନଙ୍କର  କଳା ସଂସ୍କୃତି ର ବିକାଶ ପାଇଁ …

ଶ୍ରୀ ଶ୍ରୀ ଅଭୟେଶ୍ଵର ମହାଦେବଙ୍କର ଏକ ବିଂଶତମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ

ବ୍ୟାସନଗରରୁ ବିଶ୍ୱଜିତ ମାଝୀ : ବ୍ୟାସନଗର ସ୍ଥିତ ନାହାକା ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଅଭୟେଶ୍ଵର ମହାଦେବଙ୍କର ଏକ ବିଂଶତମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ଏହି ସ୍ଵନକ୍ଷତ୍ର ଉପଲକ୍ଷେ ଆସନ୍ତା ୨୨.୨.୨୦୧୯ ଠାରୁ ୦୨.୦୩.୨୦୧୯ ପର୍ଯ୍ୟନ୍ତ ଶ୍ରୀ ରାମ…

ନରସିଂହଙ୍କ ଦେଓଗାଁ ବ୍ଲକ ଗସ୍ତ: ଚାଷୀଙ୍କ ସ୍ୱାର୍ଥ ରକ୍ଷା କଂଗ୍ରେସ ଦଳ ହିଁ କରିବ

ବଲାଙ୍ଗିର(ନିରୋଜ ମିଶ୍ର)  - ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିରୋଧି ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡିକ ବୁଲି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ । ଏହି କ୍ରମରେ ସେ  ଗୌରଗୋଠ ପଞ୍ଚାୟତର ରତାଖଣ୍ଡି ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟରର…