ବିଜେଡିରେ ଯୋଗଦେଲେ ପାରଳା ଗଜପତିଙ୍କ ନାତୁଣୀ  ସୁଶ୍ରୀ କଲ୍ୟାଣୀ ଗଜପତି

 ପୁଡ଼ାମାରି ରାଜା ବୀରକିଶୋର ଦେବ ଏବଂ ବଡ଼ଗଡ଼ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ସହ ସହସ୍ରଧିକ  ସମର୍ଥକଙ୍କ ଯୋଗଦାନ  ଭୁବନେଶ୍ୱର : ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣି ସୁଶ୍ରୀ କଲ୍ୟାଣୀ ଗଜପତି, ପୁଡ଼ାମାରି ରାଜା ଶ୍ରୀ ବୀରକିଶୋର ଦେବ ଏବଂ ଗଞ୍ଜାମ ଜିଲ୍ଲା…

 ମଦନଙ୍କୁ ବିରୋଧ, ପ୍ରତାପ ନହେଲେ ଗଣେଶ୍ୱରଙ୍କୁ  ପ୍ରାର୍ଥୀ କରିବାକୁ ଦାବି 

ବାଲେଶ୍ୱର ସଦର ଆସନରେ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ବିଜେପି ଭିତରେ କେଁ  ବାଲେଶ୍ୱର,(ଉଜ୍ଜ୍ୱଳ କର): ୨୦୧୯ ନିର୍ବାଚନ ଆଉ ମାତ୍ର ୨ ମାସ ବାକିଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସବୁ ଦଳକୁ ଗୋଳିଆ କରି ପକାଉଛି । ବିଜେଡି ଦଳରେ ୪ ରୁ ଅଧିକ ଆଶାୟୀ ଥିବା ବେଳେ କଂଗ୍ରେସରେ…

ଯାଦବ ସମାଜପକ୍ଷରୁ ପଦ୍ମପୁରରେ ପ୍ରାର୍ଥୀ ହେବେ ରାଜୁ ଘିବେଲା

  ପଦ୍ମପୁର/ ନୀଳ ଦୀପ :  ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଯାଦବ ସମାଜ ପକ୍ଷରୁ ବିଧାୟକ ପ୍ରାର୍ଥୀ ଦିଆଯିବ । ଏଥିପାଇଁ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ପଦ୍ମପୁର ମାରୱାଡ଼ି ଧର୍ମଶାଳାଠାରେ ନିର୍ବାଚନ ସଂକ୍ରାନ୍ତୀୟ ଏକ…

ଜଗମୋହନ ପ୍ରଧାନଙ୍କ ସହ ୨୫୦ରୁ ଉର୍ଦ୍ଧ୍ବ  ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅନୁଗୁଳ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ  ବିଜେପି ନେତା ଶ୍ରୀ ଜଗମୋହନ ପ୍ରଧାନଙ୍କ ନେତୃତ୍ୱରେ ୨୫୦ରୁ ଅଧିକ ସମର୍ଥକ ଓ ବିଜେପି କର୍ମୀ ନବୀନ…

 ନବୀନ ନିବାସରେ ନବୀନଙ୍କୁ ଭେଟିଲେ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ

 ବେଦବ୍ୟାସରୁ ୪୦୦ କିମି ଅତିକ୍ରମ କରି ରାଜଧାନୀରେ ପହଁଚିଲେ ଟିମର ୭୩ କର୍ମକର୍ତ୍ତା  ଭୁବନେଶ୍ୱର:  ରାଜ୍ୟ ଛାତ୍ର ବିଜେଡିର ୭୩ଜଣ କର୍ମକର୍ତ୍ତାଙ୍କୁ ନେଇ ଗଠିତ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ ଗତ ୧୫ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାର ପବିତ୍ର ବେଦବ୍ୟାସସ୍ଥଳୀରୁ ସାଇକେଲ୍‍ ଯୋଗେ…

ଝିଣ୍ଟିକା ମାରି ବଣି ପୋଷୁଛି ଅବକାରୀ ବିଭାଗ

ତିର୍ତ୍ତୋଲ  :  ବିଭାଗ ପ୍ରୋତ୍ସାହନରେ ଚାଲିଛି ଚୋରା ମଦ ଗଞ୍ଜେଇ କାରବାର ! ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ଛତୁ ଫୁଟିଲା ପରି ମଦଦୋକାନ ଖୋଲିବାରେ ଲାଗିଛି।ଦୋକାନିଙ୍କ ଟାର୍ଗେଟ ପୂରଣ କରିବା ପାଇଁ ପାରାଦ୍ବୀପ/ତିର୍ତ୍ତୋଲ…

ଵିଵାଦୀୟ ଜିଏମଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାରୁ ସମିତିର  ସ୍ୱାଗତ

ଦଶମାଇଲରେ ଦୁଗ୍ଧ ସମବାୟ ସମିତିର ବୈଠକ ସୋହେଲା(ଶାସକପ୍ରଶାସକ)-ସୋହେଲା ନିକଟସ୍ଥ ଦଶମାଇଲଛକଠାରେ ଆଜି ଦୁଗ୍ଧ ସମବାୟ ସମିତି ଓ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଗୁଡେଶିରା ଦୁଗ୍ଧ ସମବାୟ ସମିତର ସଭାପତି ଭୀମ ବାରିକଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର…

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ -ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀଭବନ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ…

ଆଠଗଡ଼ରେ ଜଳିଲା କମଳ ଜ୍ୟୋତି

ଆଠଗଡ : ଆଠଗଡ ନିର୍ବାଚନମଣ୍ଡଳୀର ବିଭିନ୍ନ ଜିଲ୍ଲାପରିଷଦ  ଜୋନ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଗାଁ ଗାଁରେ ବୁଲି ଆଜି କମଳ ଜ୍ୟୋତି | କଟକ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ତଥା ଟାଣୁଆ ଯୁବ ନେତା ପ୍ରଦୀପ ଶାହଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ଆଠଗଡ ଜୋନ ୧ ଅନ୍ତର୍ଗତ ସଠିଲୋ ଗ୍ରାମ…

 ୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଡିଏସପି

ନୂଆପଡ଼ା(ଅମିତ କୁମାର ପୁରୋହିତ) ; ସଦର ପୁଲିସ ଡିଏସପି ଏକ ଆଟୋ୍ରସିଟି ଆକ୍ଟ ରେ କମ୍ପାନସେସନ କରାଇଦେବା ପାଇଁ ଜଣ ଙ୍କ ଠାରୁ ୫ହଜାର ଟଙ୍କା ଲାଚଂ ନେଉଥିବା ଅଭିଯୋଗରେ  ନୂଆପଡ଼ା ଭିଜିଲାନ୍ସ ହାତତରେ ଧରାପଡି ଅଟକ ରଖିଥିବା  ଜଣାପଡିଛି । ସୂଚନାରୁ ପ୍ରକାଶ ୬/୨/୨୦୧୯ରେ ଖଡିଆଳ ବ୍ଲକ…