ଜିଲ୍ଲାର ଶୈକ୍ଷିକ ପରିବେଶରେ ବହୁମୁଖୀ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହୋଇପାରିବ “ଟିଚ୍ ମୟୂରଭଞ୍ଜ”

ବାରିପଦା(ଦିଲ୍ଲୀପ କୁମାର ମହାନ୍ତି )- ବାରିପଦା ପୌରପରିଷଦର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ ‘ଟିଚ୍ ମୟୂରଭଞ୍ଜ(A Need Based Educational Drive)’ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।…

ବଲାଙ୍ଗିରର ଫରେଷ୍ଟ ପାର୍କ ଉଦ୍ଘାଟନ କଲେ ନରସିଂହ

  ସମସ୍ତଙ୍କ ସହଯୋଗ ହିଁ ବଲାଙ୍ଗିରକୁ ସମ୍ପୁର୍ଣ୍ଣ ବିକଶିତ କରିପାରିବ - ନରସିଂହ ବଲାଙ୍ଗିର(ନିରୋଜ ମିଶ୍ର ) - ବଲାଙ୍ଗିର ସହର ଧିରେ ଧିରେ ବିକଶିତ ହେବାରେ ଲାଗିଛି । ୨୦୧୪ ମସିହା ପରେ ଆମେ ଅନେକ ପ୍ରକଳ୍ପ ହାତକୁ ନେଇଁଛୁଁ । କିଛି ସମ୍ପୁର୍ଣ୍ଣ ହୋଇଛି ଆଉ କିଛି ଆଗେଇ ·ଲିଛି । ଛୋଟ ହେଉ…

ବଲାଙ୍ଗର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି, କଂଗ୍ରେସ ଓ ଆପ୍‍ କର୍ମୀଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣାଗଡ଼ ଏନ୍‍ଏସିର ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନ୍‍ସିଲରଙ୍କ ସମେତ ୧୦୦ରୁ ଊଦ୍ଧ୍ୱର୍ ବିଜେପି, କଂଗ୍ରେସ ଓ…

ବିଜେପି ମଣ୍ଡଳ ସଭାପତିଙ୍କ ସହ ୧୫ରୁ ଉର୍ଧ୍ଵ  କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାନ୍ଦ୍ରିପାଣି ବିଜେପି ମଣ୍ଡଳ ସଭାପତି ଶ୍ରୀ ରାମଚନ୍ଦ୍ର କୋପିଙ୍କ ୧୫ରୁ ଊଦ୍ଧ୍ୱର୍ ବରିଷ୍ଠ  କର୍ମୀ ନବୀନ ନିବାସରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ବର୍ଷ ମଧ୍ୟରେ ଗୁରୁପ୍ରିୟା ସେତୁ, ଯାହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ଥିଲା, ତାକୁ ଗତବର୍ଷ ଜୁଲାଇ ମାସରେ ଉଦ୍‍ଘାଟନ କରି ବାସ୍ତବରେ ପରିଣତ କରିଛନ୍ତି । ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ବିକାଶ ଆହୁରି ତ୍ୱରାନ୍ୱିତ ହେଉଛି…

ସାମ୍ବାଦିକମାନଙ୍କ ପାଇଁ କୌଣସି ଆଖିଦୃଶିଆ ଯୋଜନା ପ୍ରଣୟନ ନହେବା ବିଡମ୍ବନାର ବିଷୟ : ଦିଲ୍ଲୀପ ଶତପଥୀ 

ପ୍ରେସ ୟୁନିୟନ ରାୟଗଡାର ତୃତୀୟ ବାର୍ଷିକ ଉତ୍ସବ ରାୟଗଡା (ସରୋଜ କୁମାର ସାହୁ) –  ପ୍ରେସ ୟୁନିୟନ ରାୟଗଡାର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ତେଜସ୍ୱୀ ଇଂଟନ୍ୟାସନାଲ ହୋଟେଲ ଠାରେ ଆଡମ୍ବର ସହକାରେ ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡେଙ୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଅଛି ।…

ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ସାଇନ୍ସ ଆଣ୍ଡ ଟେକ ଏକ୍ସପୋ ୨୦୧୯ 

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଗୁଣପୁର ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ପରିସରରେ ଆଜି ସାଇନ୍ସ ଆଣ୍ଡ ଟେକ ଏକ୍ସପୋ ୨୦୧୯ ଉଦଘାଟିତ ହୋଇଯାଇଛି |ଏହି ଉଦଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଉତ୍କଳ ଆଲୁମିନାର ଉତ୍ପାଦନ ବିଭାଗର ଉପସଭାପତି ରବି ନାରାୟଣ ମିଶ୍ର ଯୋଗଦେଇ ନୂତନ ଚିନ୍ତାଧାରା ଦ୍ୱାରା…

ସୁନ୍ଦରଗଡରେ ଦନ୍ତା  ଆତଙ୍କ : ଲୋକ ଆତଙ୍କିତ, ଘଉଡାଇବା ଲାଗି ବନବିଭାଗର ଉଦ୍ୟମ ଜାରି 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :ସୁନ୍ଦରଗଡ଼ରେ ଦନ୍ତା ହାତୀର ଆତଙ୍କ | ନିଜ ପଲଠୁ ଅଲଗା ହୋଇ ଏକ ଦନ୍ତା ହାତୀ ସହର ପାଖରେ ବୁଲୁଥିବା ଯୋଗୁ ଲୋକଙ୍କ ଭିତରେ ଛନକା ପଶିଯାଇଛି |  ଘଉଡାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରାହିଛି | ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ହାତୀଟିକୁ ଘଉଡାଇବା ସମ୍ଭବ…

ବଡ଼ବିଲ ପୋଲିସ ହାତରେ ଦୁଇ ବାଇକ ଚୋର 

ବଡ଼ବିଲ/ଚିତ୍ତ ରଞ୍ଜନ କର : ବଡ଼ବିଲ ପୋଲିସ ହାତରେ ପଡିଛନ୍ତି ଦୁଇଜଣ ବାଇକ ଚୋର | ସେମାନଙ୍କ ଠାରୁ ୪ଟି ମୋଟର ସାଇକଲ ଜବତ କରିଛି  ପୋଲିସ | ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିମଳ ନାଏକ (୩୭) ଓ ନାଥ ମୁଣ୍ଡା | ଦୁହେଁ ବି ହଟିଙ୍ଗର ସେରେଣ୍ଡା ଗ୍ରାମ ନିବାସୀ | ବଡ଼ବିଲ ପୋଲିସ କେଶ ନମ୍ବର…

ବାଲେଶ୍ୱରରେ ଇଲେକ୍ସନ ୱାଚର କାର୍ଯ୍ୟକ୍ରମ : ଭୋଟରମାନଙ୍କୁ ସଚେତନ କରିବା ଏହାର ଉଦ୍ଦେଶ୍ୟ

ବାଲେଶ୍ୱର(ଉଜ୍ଜ୍ୱଳ କର ) : ବାଲେଶ୍ୱରଠାରେ ଜାତୀୟ ଇଲେକସନ ୱାଚର ରାଜ୍ୟ ଉପକ୍ରମ ତର‘ରୁ ଭୋଟର ସଚେତନତା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ…