Sign in
Sign in
Recover your password.
A password will be e-mailed to you.
ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ନିରଞ୍ଜନ
ଭୁବନେଶ୍ୱର(ଭୁବନେଶ୍ୱର) – ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି । ପ୍ରଭୁ ଶ୍ରୀରାମ ହେଉଛନ୍ତି ଶୌର୍ଯ୍ୟ, ଶାନ୍ତି, ମୈତ୍ରୀ, ତ୍ୟାଗ, ଧୈର୍ଯ୍ୟ ଓ ସାମାଜିକ ସଦ୍ଭାବନାର ପ୍ରତୀକ । ତେଣୁ ଆମ୍ଭେ ସମସ୍ତେ ମାନ୍ୟବର ସର୍ବୋଚ୍ଚ…
ହାତୀ ଥରାଉଛି ଛାତି, ଧାରଣାରେ ପଂଚାୟତବାସୀ
ସରପଂଚ -ଇଓ ନଆସିବାରୁ ଅଫିସରେ ପକାଇଲେ ତାଲା
ଜାମସେଠ:/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବରତୁଣ୍ଡା ପଞ୍ଚାୟତ ରେ ଲୋକେ ଏବେ ବିଭିନ୍ନ ସମସ୍ୟା ନେଇ ଆଜି ସକାଲ ୮ଟା ରୁ ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଥିଲେ। ଖବର ପାଇଥିଲେ ସୁଦ୍ଧା ସରପଞ୍ଚ ବା କାର୍ଯ୍ୟ…
ରାୟ ବାହାରିଲା : ବିବାଦୀୟ ଜମିରେ ବିରାଯିବେ ରାମ ଲାଲା
New Delhi : ଅଯୋଧ୍ୟାର ବିବାଦିତ ଜମି ରାମଲାଲାଙ୍କର | ତେଣୁ ମନ୍ଦିର ସେଠାରେ ବନାଇବା ଓ ମସଜିଦ ପାଇଁ ଅଲଗା ଜମି ଦେବା ସପକ୍ଷରେ ରାୟ ଦେଲେ ସୁପ୍ରିମ କୋର୍ଟ | , ବୋର୍ଡ ଅଫ୍ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍…
ହୁଇପ ଜାରି କଲେ କଂଗ୍ରେସ ହାଇକମାଣ୍ଡ : ଆଗୁଆ ଅଗଲ ବଗଲ ମନ୍ତବ୍ୟ ଦେବନି
ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ପାର୍ଟି ଲାଇନ କୁ ଛାଡି କୌଣସି ନେତା କିଛି ବୟାନବାଜୀ କରିପାରିବେ ନାହିଁ ବୋଲି ଦଳ ହାଇକମାଣ୍ଡଙ୍କ ନିର୍ଦେଶ ଦେଇଛନ୍ତି । ଏ ମର୍ମରେ ଏକ ଲିଖିତ ନିର୍ଦ୍ଦେଶ ଜାରି କରି ହାଇକମାଣ୍ଡ କହିଛନ୍ତି ଯେ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦଳ ତାକୁ ତର୍ଜ୍ଜମା କରି…
ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ପ୍ରାୟ ୮୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ
ବାରିପଦା(ଶାସକ ପ୍ରଶାସକ)- ବୈଶିଙ୍ଗା ଥାନାଠାରୁ ଅଳ୍ପ ଦୂରେ ଥିବା ବିଶ୍ୱକର୍ମା ଗହଣା ଦୋକାନରୁ ୬ ଜଣ ଯୁବକ ୨ଟି ବାଇକରେ ଆସି ଦୋକାନରୁ ପ୍ରାୟ ୮୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା, ରୁପା ଗହଣା ଓ ଟଙ୍କା ଲୁଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ଦୋକାନର ମାଲିକ ସେମାନଙ୍କୁ…
‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’
୧୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ
ଭୁବନେଶ୍ୱର: ଘୂର୍ଣ୍ଣି ବାତ୍ୟା “ବୁଲ୍ ବୁଲ୍” ଓଡ଼ିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୫ଟି ଜିଲ୍ଲା ପ୍ରଶାସନକୁ ସତର୍କ…
ଦୁର୍ଦ୍ଦିନରେ ବିତୁଛି ଅସହାୟ ସୁନାଧରଙ୍କ ଜୀବନ : କାନ ଡେରି ଶୁଣିବ କି ପ୍ରଶାସନ
ପାଟଣାଗଡ଼/ସଚିନ ସାହୁ :ବର୍ଷାରେ ଗରିବ ସୁନାଧର ବାଗ ଙ୍କର ଘର ଭାଙ୍ଗିଯାଇଛି ଓ ସେଥିରୁ ସେ ଅଳ୍ପକେ ବଞ୍ଚିଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବାଙ୍କିବାହାଲ ଗ୍ରାମର ସୁନାଧର ବାଗ ବହୁ କଷ୍ଟରେ ଧାର କରଜ କରି କୁଲିବୃତି କରି ଘରଟିଏ ତିଆରି କରିଥିଲେ ।ବର୍ଷା ହେବାରୁ ଉକ୍ତ…
ଜିଲ୍ଲା ସ୍ତରୀୟ ଶିଶୁ-ମହୋତ୍ସବ “ମହକ”-୨୦୧୯
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶିଶୁ-ଯତ୍ନ ଅନୁଷ୍ଠାନ ଗୁଡିକର ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ ଗୁଡିକ ପ୍ରସ୍ପୁଟିତ କରିବା ପାଇଁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ-ମହୋତ୍ସବ "ମହକ-୨୦୧୯" କାର୍ଯ୍ୟକ୍ରମ ଅନୁଷ୍ଠିତ…
ଶ୍ରୀରଘୁନାଥ ଜିଉଙ୍କ ଫଂଚୁକ ଆରମ୍ଭ: ଗଜଉଦ୍ଧାରଣ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ପବିତ୍ର କାର୍ତ୍ତିକ ମାସ ବଡ ଏକାଦଶୀ ତଥା ପଂଚୁକ ପ୍ରଥମ ଦିବସରେ ପ୍ରଭୁ ଶ୍ରୀରଘୁନାଥ ଜିଉ ଗଜଉଦ୍ଧାରଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ପାଳିଆପଣ୍ଡା ରଞ୍ଜନ କୁମାର ମହାପାତ୍ର ପ୍ରଭୁଙ୍କୁ ମନଲୋଭା ଗଜଉଦ୍ଧାରଣ ବେଶରେ ସଜିତ କରିବା ପରେ ସନ୍ଧ୍ୟା…
ସିସିଆରଟି ବୃତ୍ତି ପାଇବାକୁ ମନୋନୀତ ହେଲେ ଦେବଯାନୀ
ଓଡ଼ଗାଁ(Srikanta Mishra) : ଭାରତ ସରକାରଙ୍କ ସହଯୋଗୀ ସଂସ୍ଥା ସିସିଆରଟି (ସେଣ୍ଟର ଫର କଲଚୁରାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ପକ୍ଷରୁ ପ୍ରତିବର୍ଷ ବିଭିନ୍ନ କଳା କ୍ଷେତ୍ରରେ ମନୋନୀତ ପ୍ରାଥୀଙ୍କୁ ବୃତ୍ତି ପ୍ରଦାନ କରାଯାଉଛି । ଚଳିତ ବର୍ଷ ଓଡିଶୀ ନୃତ୍ୟ ପାଇଁ ଓଡଗାଁର ଦେବଯାନୀ ସୂତାର…