Sign in
Sign in
Recover your password.
A password will be e-mailed to you.
ପୁରାତନ ଛାତ୍ର ସଂସଦର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଏକ ଜରୁରୀ ବୈଠକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ…
ୱାର୍ଲଡ଼ ଓମେନ ଇକୋନୋମିକ ଫୋରମରେ ଭାରତକୁ ପ୍ରତିନିଧିତ୍ୱ କଲେ ଓଡ଼ିଶାର ରୋଜାଲୀନ
ଲଣ୍ଡନ : ଲଣ୍ଡନର ହଲିଡେ ଇନ କେନ୍ସିଙ୍ଗଟନ ହୋଟେଲରେ ଆରମ୍ଭ ହୋଇଛି ୱାର୍ଲଡ଼ ଓମେନ ଇକୋନୋମିକ ଫୋରମର ଆନ୍ତର୍ଜାତୀୟ ସମ୍ମିଳନୀ । ଗତ 8 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ବିଶ୍ୱ ସମ୍ମିଳନୀରେ ସାରା ବିଶ୍ୱରୁ 45ଜଣ ବକ୍ତା ଓ ପ୍ରତିନିଧି ସ୍ଥାନ ପାଇଥିବା ବେଳେ ଭାରତରୁ…
ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ
ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ପାଇଁ ଆମେ କାର୍ଯ୍ୟରତ
୨ ଲକ୍ଷ କୋଟି ବ୍ୟୟରେ ଆନ୍ଧ୍ରରେ ବିକାଶମୂଳକ ପ୍ରକଳ୍ପ ତିଆରି କରାଯିବ…
ଶ୍ୟାମସୁନ୍ଦର ପୁର ରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ
(ହରଭଙ୍ଗା/ପ୍ରତାପ ମେହେର):.ଶ୍ରୀ ସତ୍ୟସାଇ ବାବାଙ୍କ ୯୪ ତମ ଜନ୍ମଦିବସ ଅବସରରେ ଶ୍ୟାସୁନ୍ଦରପୁର ଗୋଷ୍ଠୀ କେନ୍ଦ୍ରରେ " ପ୍ରେମ ସଂଜୀବନୀ " ସ୍ବେଚ୍ଛାସେବୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ଏହି ଶିବିରରେ ମୋଟ୍ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।…
CHIEF MINISTER ODISHA REVIEWS CENTRAL FUND RELEASE AND IMPLEMENTATION OF 5T FRAMEWORK
BHUBANESWAR : Chief Minister Shri Naveen Patnaik reviewed the Central Fund release position under Centrally Sponsored Schemes (CSS) and implementation of 5T framework, i.e. Team Work, Transparency, Technology and Time leading to…
ପୋଲିସ ଠାବ କଲା ସେକ୍ସ ରେକେଟ :ରାଣୀ ମହୁମାଛି ସହିତ 3 ଗିରଫ ,ଜଣେ ନାବାଳିକା ସହିତ 2 ମହିଳା ଉଦ୍ଧାର
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ନିକଟସ୍ଥ ଗୁରୁକୂଳ ଆଶ୍ରମ ନିକଟରେ ଥିବା ଏକ ଘରେ ଗତ ରାତିରେ ପାଇକମାଲ ପୋଲିସ ଚଢ଼ାଉ କରି ଏକ ସେକ୍ସ ରେକେଟ ର ଖୁଲାସା କରିଛି । ହସ୍ତଗତ ହେଇଥିବା ବିବରଣୀ ଅନୁସାରେ ଗୁରୁକୂଳ ନିକଟରେ ରହୁଥିବା ଶାନ୍ତିଲତା ବନଛୋର ନାମକ ନିଜ ଘରେ ତିନିଜଣ ଯୁବତୀ ଙ୍କୁ ଆଣି…
ଜିଲ୍ଲାପାଳ ଉପହାର ଦେବେ ଦୁଇଟି ଏଲଇଡ଼ି ଟିଭି
ଅଚାନକ ଦିପହରେ ଆଶ୍ରମରେ ପହଁଚିଲେ ଜିଲ୍ଲାପାଳ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତି ତାଲପାଲି ପଞ୍ଚାୟତର ଜନକେଡା ଗ୍ରାମଠାରେ ଥିବା ଗୋପବନ୍ଧୁ ସେବା ସଦନ ଅନାଥ ତଥା ମୁକବଧିର ଆଶ୍ରମରେ ଜିଲ୍ଲାପାଳ ଜ୍ୟୋତି ରଂଜନ ପଧାନ ହଠାତ ଅପରାହ୍ନ ଗୋଟାଏ ସମୟରେ…
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଜନସାଧାରଣଙ୍କୁ ସଫଳତାର ଶ୍ରେୟ ଦେଲେ ପ୍ରତାପ
ନୂଆଦିଲ୍ଲୀ : "ଏହି ପୁରସ୍କାରର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବି | କାରଣ ସେ ଯଦି ମୋତେ ମନ୍ତ୍ରୀ ନକରିଥାନ୍ତେ ତେବେ ମୋତେ ଏ ପୁରସ୍କାର ମିଳିବା ସମ୍ଭବ ହୋଇନଥାନ୍ତା | ତା ସହିତ କଟକ ଜିଲ୍ଲା ଓ ଓଡ଼ିଶାର ଜଣ ସାଧାରଣଙ୍କୁ କୃତଜ୍ଞତା ଜଣାଉଛି | ସେମାନଙ୍କ ସାହାଯ୍ୟ ସହଯୋଗ ଓ…
ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ସ୍ଥଗିତ ରଖିଲା କଂଗ୍ରେସ
ଭୁବନେଶ୍ୱର(ଶାସକ ପ୍ରଶାସକ) – ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପ୍ରକାଶ ପରିପ୍ରେକ୍ଷୀରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ‘ଅର୍ଥନୈତିକ ଅବକ୍ଷୟ’ ସଂପର୍କରେ ନଭେମ୍ବର ୧୦ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ଉଭୟ…
ମନ୍ତ୍ରୀ ପ୍ରତାପ ଜେନା ହାସଲ କଲେ ଫେମ୍ ଇଣ୍ଡିଆ ପକ୍ଷରୁ ମର୍ଯ୍ୟାଦାଜନକ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର
ଭୁବନେଶ୍ୱର,:ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷର ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ହାସଲ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ…