Sign in
Sign in
Recover your password.
A password will be e-mailed to you.
ଗ୍ରୀଡ଼କୋ ମୁଖ୍ୟଙ୍କ ଦ୍ୱାରା ଜାରି ହୋଇଥିବା ବିଦ୍ୟୁତ ସଂଯୋଗ କାଟ ନିର୍ଦ୍ଦେଶକୁ ସମ୍ବଲପୁର ଫୋରମର ବିରୋଧ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଗତ ୭ ତାରିଖ ଗ୍ରୀଡ଼କୋ ମୁଖ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲେଖିଥିବା ଅନୁରୋଧ ପତ୍ରକୁ ନେଇ ସାଧାରଣରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକାରୀଙ୍କର ଏହି ନିର୍ଦ୍ଦେଶନାମାକୁ ତୌଗଲକୀ ଫର୍ମାନ ବୋଲି ଲୋକେ ସମାଲୋଚନା କରୁଛନ୍ତି ।…
ନକଲି ସୋରିଷ ତେଲ ବିକୁଥିଲେ, ଧରାପଡ଼ି ବନ୍ଧାହେଲେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଭେଜାଲ୍ ନକଲି ସୋରିଷ ତେଲ ବିକ୍ରି କରିବା ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ୍ ଫେବୃଆରୀ ୧୨ ବୁଧବାର ରାତି ପ୍ରାୟ ସାଢ଼େ ୯ ସମୟରେ ବାରିପଦା ପୌରପରିଷଦର ଗାନ୍ଧୀ ମାର୍କେଟସ୍ଥିତ ବ୍ୟବସାୟୀ ଅଜୟ ସାହୁଙ୍କୁ ଗିରଫ କରିଥିବାର ଜଣାପଡିଛି । ବୁଧବାର ସ୍ଥାନୀୟ…
ଅଫିସରଙ୍କୁ ଅରୁଣଙ୍କ ତାଗିଦ : କୌଣସି ଫାଇଲକୁ ଅଯଥା ଅଟକାଇ ରଖନି
"ମୋ ସରକାର'ର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ସରକାରୀ ସଂସ୍ଥାଗୁଡ଼ିକ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ "ମୋ ସରକାର'ଏକ ବଳିଷ୍ଠ ପଦକ୍ଷେପ : ଅରୁଣ
ମାଛ, ମାଂସ, ଅଣ୍ଡା ଓ ଦୁଧ ଉତ୍ପାଦନ ବଢିଛି, ଚାହିଦା ଅନୁଯାୟୀ ଆତ୍ମନିର୍ଭରଶୀଳ କରିବା ଦିଗରେ "ମୋ…
ପିଲାଙ୍କୁ ପାଠ ପଢ଼ାଇଲେ ଉପଜିଲ୍ଲାପାଳ ଓ ତହସିଲଦାର
ସ୍କୁଲରେ ଅଚାନକ ପହଁଚିଲେ ଉପଜିଲ୍ଲାପାଳ : ପରିମଳ ଓ ପରିଚ୍ଛନ୍ନତାକୁ ନେଇ ବ୍ୟକ୍ତ କଲେ ଅସନ୍ତୋଷ
ବରଗଡ(ଶାସକ ପ୍ରଶାସକ) :- ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ଝାରବନ୍ଧ ବ୍ଲକର ଡଭା ସ୍କୁଲକୁ ପହଂଚିଥିଲେ । ସେହି ସମୟରେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।…
ଦଲାଲଙ୍କ ଭିତରେ ଛନକା : ରକ୍ତ ଦଲାଲି ଅଭିଯୋଗରେ ୮ ଗିରଫ
ଧର୍ମଗଡ଼ /ଶୁସାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ଆଜି ଧର୍ମଗଡ଼ ପୋଲିସ ଦୁଇଜଣ ଟେକନିସିଏନ,ଚାରି ଜଣ ଦଲାଲ୍ ଓ ଟଙ୍କା ନେଇ ରକ୍ତ ଦାନ କରୁଥିବା ଅଭ୍ୟାସ ଗତ ଦୁଇଜଣ ରକ୍ତଦାତାଙ୍କୁ…
ନବୀନଙ୍କ ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି : ଅନୁପଙ୍କ ହାତ ଛାଡିଲେ, ପଣ୍ୟଗାର ନିଗମ ଅଧ୍ୟକ୍ଷ ପଦରୁ କଲେ…
ଭୁବନେଶ୍ବର : ପୁର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କ ହାତ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ହତ୍ୟାମମାଲାରେ ତାଙ୍କ ନାଁ ଛନ୍ଦି ହୋଇ ସେ ଛତିଶଗଡ ପୋଲିସ ଦ୍ୱାରା ଅଟକ ରହିବା ପରେ ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି ପୋଷଣ…
“ଲାଜର କଥା, ଦୟାକରି ଅଧିକ ପରିଶ୍ରାଗାର ନିର୍ମାର କରନ୍ତୁ”
ନରସିଂହଙ୍କୁ ଭେଟି ଦାବି ଜଣାଇଲେ ମହିଳା ମଂଚ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀରରେ ପରିଶ୍ରାଗାରର ଉତ୍କଟ ସମସ୍ୟା ଏବଂ ଏଥିଯୋଗୁଁ ଜନସାଧାରଣ ହେଉଥିବା ଲଜ୍ଜାକର ହଇରାଣ ବିଶେଷକରି ମହିଳାମାନଙ୍କ ଦୁର୍ଦଶା ବିଷୟରେ ଆଜି "ସଚେତନ ମହିଳା ମଞ୍ଚ" ର ସଦସ୍ୟା ମାନେ ବିଧାୟକ ଶ୍ରୀ ନରସିଂହ…
ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଣାଳୀ ସଚେତନତା ସଭା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଧବାର ସହଯୋଗ ନଗର ସ୍ଥିତ ଶ୍ରୀ ରାଧାକ୍ରୁଷ୍ଣ ମନ୍ଦିର ସମ୍ମିଳନୀ କକ୍ଷ ଠାରେ "ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଣାଳୀ ସଚେତନତା ସଭା" ଅନୁଷ୍ଠିତ ହୋଇଯାଇଛି । ମେଘୁ ମୁଣ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ…
ଶିକ୍ଷାର ବିକାଶ କେମିତି ଚାଲିଛି, ପଦାରେ ପକାଇଲା ମନ୍ତ୍ରୀଙ୍କ ଗସ୍ତ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପଦାରେ ପଡିଲା ଦୀର୍ଘ ୨୦ ବର୍ଷ ଧରି ଶିକ୍ଷା,ସ୍ବାସ୍ଥ୍ୟର,ଗମନାଗମନର ବିକାଶ କଥା କହୁଥିବା ରାଜ୍ୟ ସରକାରଙ୍କର ଅସଲି ଚିତ୍ର । ଶିକ୍ଷାର ବିକାଶ କେମିତି ଚାଲିଛି ତାହା ଦର୍ଶାଉଛି ମନ୍ତ୍ରୀଙ୍କ ଗସ୍ତରୁ । ନିଜ ବିଦ୍ୟାଳୟ ନାଁ କହି ପାରୁନାହାଁନ୍ତି…