Sign in
Sign in
Recover your password.
A password will be e-mailed to you.
ହେ ପ୍ରଭୁ… କଣ ହେଇଥାନ୍ତା ଏ ପିଲାଙ୍କର, ସତରେ ରଖେ ହରି ମାରେ କିଏ !!!!!
http://www.youtube.com/watch?v=jjCyBDzqmag
କେଡେ ବେପରୁଆ ସେ ଅଟୋ ଡ୍ରାଇଭର, ପିଲାଙ୍କ ଜୀବନକୁ ନେଇ ବାଜି
ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ 14 ସ୍କୁଲ ପିଲା
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ଗୋଟେ ଅଟୋରେ ୧୪ ପିଲା ବସାଇବା ଭଳି ଦାୟିତ୍ୱହୀନତା | ତାପରେ ଛୋଟ ପିଲାଙ୍କୁ…
କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’
ଭୁବନେଶ୍ୱର(ଶାସକ ପ୍ରଶାସକ) : କ୍ୟୁବାର ସନ୍ତାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଖଲିକୋଟର କହ୍ନେଇପୁର ଗ୍ରାମର ରମେଶ ଚନ୍ଦ୍ର ମହାରଣା ଗତ ୩୦ ତାରିଖରେ ଏକ କ୍ରେନ୍ ଦୁର୍ଘଟଣାରେ ୩ ମହଲା ତଳକୁ ଖସି ପ୍ରାଣ ହରାଇଥିଲେ । ଏ ସମ୍ପର୍କରେ…
ଆଶା ସାଥୀଙ୍କ ବର୍ଦ୍ଧିତ ପାଉଣା ପ୍ରଦାନ ଦାବୀ: ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଆଶା ସାଥୀ ସଂଘ
ନୂଆପଡ଼ା(ଅମିତ ପୁରୋହିତ):ନୂଆପଡ଼ା ଜିଲ୍ଲାର ଆଶା ସାଥୀଙ୍କ ବର୍ଦ୍ଧିତ ପାଉଣା ଦାବୀରେ ଜିଲ୍ଲାର ଆଶା ସାଥୀ ସଂଘ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ । ମଧ୍ୟାହ୍ନରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ଭେଟି ୫…
ହାରିଗଲେ ବାଳକୃଷ୍ଣ : ଅନାସ୍ଥା ପ୍ରସ୍ତାବ ଗୃହିତ
ନୂଆପଡା (ଅମିତ ପୁରୋହିତ) ; ଖଡିଆଳ ବ୍ଲକ ଅଧ୍ୟକ୍ଷଙ୍କ ବିପକ୍ଷରେ ଥିବା ଅନାସ୍ଥା ପ୍ରସ୍ତାବ ଆଜି ଗୃହିତ ହୋଇଛି । ପୂର୍ବାନୁସାରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ମାନ୍ୟବର ହାଇକୋର୍ଟ ଙ୍କ ରହିତାଦେଶ ଯୋଗୁଁ ଗତ ନଭେମ୍ବର ୧…
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ : ବିଜୁ ଯୁବବାହିନୀ କାର୍ଯ୍ୟକ୍ରମର କଲେ ତଦାରଖ
ଖେଲୋ ଇଣ୍ଡିଆ ଲାଗି ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ ରଖିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମଧ୍ୟାହ୍ନରେ ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ କରିବା ସହିତ ବିଜୁ…
କଥା ରଖିଲେ ପଦ୍ମପୁର ଉପଜିଲ୍ଲାପାଳ
http://www.youtube.com/watch?v=Quoa9544e4s
ମୃତ ଶ୍ରମିକଙ୍କ ଗାଁକୁ ଯାଇ ପରିବାରକୁ ଯୋଗାଇଦେଲେ ଆର୍ଥିକ ସହାୟତା
ବରଗଡ(ଶାସକ ପ୍ରଶାସକ) :- ଗତ ଦୁଇ ଦିନ ତଳେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ମାର୍କେଟ ୟାର୍ଡରେ ଏକ ଟ୍ରକରେ ଧାନ ଲୋଡ଼ କରୁଥିବା ସମୟରେ ଜଣେ ଶ୍ରମିକ କାର୍ତ୍ତିକ…
ରାଜ୍ୟରେ ପ୍ରଥମ : ସମ୍ ହସ୍ପିଟାଲରେ ହେଲା ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି
ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେନ୍ ଆଣ୍ଡ ସମ୍ ହସ୍ପିଟାଲରେ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା…
ସରିଲା ସାରାଙ୍କ ଦ୍ଵିତୀୟ ଉଡ଼ାଣ : ଆତ୍ମବିଶ୍ୱାସ ନେଇ ଫେରିଲେ ଶିବିରାର୍ଥୀ
http://www.youtube.com/watch?v=Wrly_Bjf1Ds
ସରିଲା ଏକ ମାସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ଉଡ଼ାଣ"-ଦ୍ବିତୀୟ ସଂସ୍କରଣ
-ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବେକାର ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଗତ ଏକ ମାସ ଧରି ଜିଲ୍ଲା ପୋଲିସ ପକ୍ଷରୁ ଖାସ କରି ଏସପି…
ନୂଆପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ : ହର୍ଷବର୍ଦ୍ଧନଙ୍କୁ ଭେଟିଲା ପ୍ରତିନିଧି ଦଳ
ନୂଆପଡ଼ା(ଅମିତ ପୁରୋହିତ ): ଉପାନ୍ତ ତଥା ଅନୁନ୍ନତ ପଛୁଆ ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ରହୁଛନ୍ତି । ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଗଲେ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରନ୍ତେ ବୋଲି ଜିଲ୍ଲାବାସୀ ଆଶା ବାନ୍ଧିଛନ୍ତି । ଅନ୍ୟପକ୍ଷେ ମେଡ଼ିକାଲ…
ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଚଳ ପାଇଁ ସଂସଦରେ ଦାବି ଉଠାଇଲେ ସସ୍ମିତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲଗାତାର ଭାବେ ଓଡ଼ିଶାର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପିତ କରି ଆସୁଥିବା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ସିଧାସଳଖ ବିମାନ…