ପିଆରଏମ ମେଡିକାଲ କଲେଜ ସାଇକ୍ରାଟିକ୍ ୱାର୍ଡରେ ନିଆଁ, ସର୍ଟ ସାର୍କିଟ ସନ୍ଦେହ

0

ବାରିପଦା(ଦିଲ୍ଲୀପ ମହାନ୍ତି)-ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆଜି ରାତି ପ୍ରାୟ ସାଢେ଼ ୯ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ହସପିଟାଲର ସାଇକ୍ରାଟିକ୍  ବିଭାଗର ବିଭାଗରେ ଥିବା ଏସିରୁ ସର୍ଟ ସାର୍କିଟରେ ନିଆଁ ଲାଗିଥିବାର ସନ୍ଦେହ କରାଯାଇଛି । ଖବର ପାଇ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କୌଣସି ବ୍ୟକ୍ତିର କ୍ଷତି ହୋଇନଥିବାର ଜଣାପଡ଼ିଛି । 

Leave A Reply

Your email address will not be published.