“ଅଙ୍ଗ ଦାନ ଏକ ମହତ ଦାନ, ଆବଶ୍ୟକ ପଡ଼ିଲେ ହେଲିକପ୍‌ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ”

ପ୍ରଥମ କାଡାଭେରିକ୍‌ କିଡ୍‌ନି ପ୍ରତ୍ୟାରୋପଣ କରିଥିବା ଡାକ୍ତରୀ ଦଳଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ବର : ଗତ ୪ ତାରିଖରେ ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ମୃତ୍ୟୁ ପ‌ରେ ତାଙ୍କ କିଡ୍‌ନି ଦୁଇଟିକୁ ସଫଳତାର ସହ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରି…

ବଦଳିଲା ନାମ, ଆଂଚଳିକ କର୍କଟ କେନ୍ଦ୍ରରୁ ହେଲା ସ୍ନାତ୍ତକୋତ୍ତର ପ୍ରତିଷ୍ଠାନ 

କଟକ(ଶାସକ ପ୍ରଶାସକ) : ଆଚାର୍ଯ୍ୟ ହରିହରଙ୍କ ନାମରେ ନାମିତ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି |  ଆଂଚଳିକ କର୍କଟ କେନ୍ଦ୍ର ବଦଳରେ ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ ଯୋଡ଼ା ଯାଇଛି | ଏବେଠାରୁ ତାହା ‘ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର…

ମହିଳା ସ୍ନାତକ ମହାବିଦ୍ୟାଳୟର ୯ମ ବାର୍ଷିକ ଉତ୍ସବ-୨୦୨୦ 

http://www.youtube.com/watch?v=w-nOjzqUP50 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ୯ମ ବାର୍ଷିକ ଉତ୍ସବ-୨୦୨୦ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା…

ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ଚତୁର୍ଥ ଲକି ଡ୍ର ଉଠାଣ :-

 ପଦ୍ମପୁର(  ଶାସକ ପ୍ରଶାସକ) ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ଚତୁର୍ଥ ଲକି ଡ୍ର ଉଠାଣ ହୋଇଯାଇଛି । ଚତୁର୍ଥ ଲକି ଡ୍ର'ର ବିଜେତା ହୋଇଛନ୍ତି ବାଦିପାଲିର ଅଞ୍ଜନ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର…

କ୍ଷୁବ୍ଧ ଅରୁଣଙ୍କ ନିର୍ଦେଶ ପରେ ଉପବିଭାଗ ଅଧିକାରୀଙ୍କ ଉପରେ ପଡିଲା ୫-ଟି ପାହାର  

କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ନିଲମ୍ବିତ ଭୁବନେଶ୍ୱର,(ଶାସକ ପ୍ରଶାସକ ): ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ  ଶ୍ରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି | ତାଙ୍କର ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ…

ଜଗିବା ଦାୟିତ୍ୱ ଯାହାର ତାରି ଅଫିସରୁ ଚୋରି, ସ୍ୱଚ୍ଛତା ପ୍ରଶ୍ନବାଚୀ  

http://www.youtube.com/watch?v=IobAXVOelN8 ଫରେଷ୍ଟ ରେଞ୍ଜରଙ୍କର ପୁରୁଣା ଅଫିସରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି  ଇଏ ଜଣାଶୁଣା ଚୋରା ନୁହେଁ ବା ବାବୁ ଜାଣି କାମ ନୁହେଁ ତ !  ମାର ମାର ଭଣ୍ଡାରୀକୁ ମାର ନୀତିରେ ବଳି ପଡିବେ ଜଗୁଆଳି ! ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ରେ…

ଜାତୀୟ କୃମିନାଶକ ଦିବସ ପାଳନ

ପଦ୍ମପୁର(ଶାସକ ପ୍ରଶାସକ) :ପଦ୍ମପୁର ଉପଖଣ୍ଡ  ତଥା ସମସ୍ତ ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡି ସେଣ୍ଟର ଓ ସମସ୍ତ ସ୍କୁଲ ମାନଙ୍କରେ  ଜାତୀୟ କୃମିନାଶକ ଦିବସ ଭାବେ ପାଳନ କରାଯାଉଛିା ପ୍ରତିବର୍ଷ ଭଳି ବରଗଡ ଜିଲ୍ଲା ର ସବୁଠାରୁ  ବଡ ଅଞ୍ଚଳ  ପାଇକମାଳ ବ୍ଳକ ରେ ବିବେଚନା ହେଉଥିବା ବୁକୁରାମୁଣ୍ଡା…

ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଠାରେ ରୋଜଗାର ମେଲା

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଠାରେ ରୋଜଗାର ମେଲା ଅନୁଷ୍ଠିତ ହୋଇଥିଲା। ସେଥିରେ ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ସେଥିରୁ ୧୧୭ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିଲେ। ଏହି  ରୋଜଗାର ମେଳାରେ Sltechnology, 360 Technology,…

 ବିନା ଯୌତୁକରେ ନିରାଡମ୍ବର ବିବାହ ସମ୍ପନ୍ନ

 ପଦ୍ମପୁର( ଶାସକ ପ୍ରଶାସକ): ବିନା ଯୌତୁକରେ ନିରାଡମ୍ବରରେ ବିବାହ ସମ୍ପନ୍ନ ସମାଜରେ ଉଦାହରଣ ସୃଷ୍ଟି ହେଉଛି । ବରଗଡ ଜିଲ୍ଲା ପଦ୍ମପୁର ରାଜ ବୋଡ଼ାସମ୍ବର ବ୍କକ କୋଡ଼ିଏ ଘରିଆ ଜାତି କୈବର୍ତ୍ତ ସମାଜ ଆନୁକୁଲ୍ୟରେ ପୁରେନା ଗ୍ରାମ  ଗଙ୍ଗାଧର କାଲୋଙ୍କ ପୁତ୍ର ମୀନକେତନ କାଲୋ ବିନିକା ବ୍କକ ଅଶୋକ…

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ  ଶିଳ୍ପ ନଗରୀ ହୀରାକୁଦ ଉତ୍ସବ ମୁଖର 

ହୀରାକୁଦ/ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ  ଶିଳ୍ପ ନଗରୀ ହୀରାକୁଦ ଉତ୍ସବ ମୁଖର ହୋଇଛି l ଶୁକ୍ରବାର କଳସ ଯାତ୍ରା, ଶନିବାର ଯଂଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ ଓ ମହାପ୍ରଭୁ ଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା l ରବିବାର ଶ୍ରୀ ବିଗ୍ରହଙ୍କ ପ୍ରାଣ…