କରୋନା : ସକାଳୁ ଏଯାଏ ପ୍ଲସ ମାଇନ୍ସ କ୍ୟାନ୍ସଲ

0

୫ ପଜିଟିଭ ଇନ, ୫ ହସପିଟାଲରୁ ଆଉଟ

ଭୁବନେଶ୍ୱର (ଶାସକ ପ୍ରଶାସକ) ସକାଳୁ ଆଜି କରୋନା  ରୋଗୀ ପ୍ଲସ ମାଇନସ କ୍ୟାନ୍ସଲ | ମାନେ ୫ ରୋଗୀ ନୂଆ ହୋଡିଂ ହେଲେ, ଆଉ ୫ ସୁସ୍ଥ ହୋଇ ଘରକୁ ଗଲେ |
ଆଜି ସକାଳୁ  ସକାଳୁ ବାଲେଶ୍ୱରରୁ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଆଜି ସୁସ୍ଥ ହୋଇଥିବା ରୋଗୀମାନେ ଭୁବନେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡାର ବୋଲି ଜଣାପଡିଛି | ଏହି ୫ଜଣଙ୍କୁ ମିଶାଇ ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ୨୯ରେ ପହଂଚିଛି |

Leave A Reply

Your email address will not be published.