Sign in
Sign in
Recover your password.
A password will be e-mailed to you.
କୋଭିଡ ଲଢେଇ : ରାୟଗଡା ବିଜେଡିପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫.୪୬ ଲକ୍ଷ ଟଙ୍କା ପ୍ରଦାନ
ଭୁବନେଶ୍ବର(ଶାସକ ପ୍ରଶାସକ ): ରାଜ୍ୟରେ କୋଭିଡ ୧୯ର ମୁକାବିଲାରେ ସହଯୋଗ କରିବା ପାଇଁ ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ସଦସ୍ୟମାନେ ଆଗେଇ ଆସିଛନ୍ତି। ବିଜୁ ଜନତା ଦଳର ରାୟଗଡା ଜିଲ୍ଲା ଶାଖାର ସଦସ୍ୟ ମାନେ ସମୁଦାୟ ୨୫,୪୬,୯୬୪ ଟଙ୍କା ସଂଗ୍ରହ କରି ଅନୁସୂଚିତ ଜାନଜାତି ଓ ଜାତି ଉନ୍ନୟନ…
ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କଲେ ଭିଏଚପି ନେତା: ଭୀମ ଭୋଇଙ୍କ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିବା ବ୍ୟକ୍ତିକୁ ଗିରଫ ଦାବୀ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : - ସନ୍ଥକବି ଭୀମ ଭୋଇଙ୍କ ସମ୍ୱନ୍ଧରେ ବିଦେଶୀ ପତ୍ରିକାରେ ଅତ୍ୟନ୍ତ ଆପତ୍ତିଜନକ ଲେଖା ଲେଖିଥିବା ଲେଖକ କେଦାର ମିଶ୍ରଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର…
ଧୈର୍ଯ୍ୟ ଓ ସାହାସର ସହ ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
http://www.youtube.com/watch?v=9D22sQ8D_lY
• ପ୍ରଧାନମନ୍ତ୍ରୀ ଖୋଦ୍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି
• ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି
• ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ପକ୍କା ଘରକୁ ସ୍ଥାନାନ୍ତର…
ପାନୀୟଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
http://www.youtube.com/watch?v=5ALiROf5JWo
ବାତ୍ୟା ପ୍ରସ୍ତୁତି ଲାଗି ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ
ପାନୀୟଜଳ ଯୋଗାଣ ଅବାଧ କରିବା ଉପରେ ସର୍ବାଧିକ ଗୁରୁତ୍ୱ
ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ ଲାଗି ଜଳ ଯୋଗାଣ କେନ୍ଦ୍ରରେ ରହିବ ଜେନେରେଟର
ଜଳବନ୍ଦୀ ସମସ୍ୟାର…
ପୂର୍ବ ତଟ ରେଳପଥ ବାତ୍ୟା ପାଇଁ ଜାରିକଲା ପ୍ରାକ୍ ସାବଧାନତା
ରେଳ ବ୍ରିଜ , ଟ୍ରାକ୍, ୟାର୍ଡ଼ ଏବଂ ସିଗନାଲିଙ୍ଗ ପଦ୍ଧତିର ସୁରକ୍ଷା ପାଇଁ ନିକଟରୁ ପ୍ରହରା ଦେବା
ପାଣି ଜମିବା ଓ ପାଖ ଡ୍ରେନ୍ ଓ ପାଣି ଜମିବା ସ୍ଥାନରୁ ପଟୁ, ଗଛବୃକ୍ଷ ଏବଂ ଅନ୍ୟାନ୍ୟ ବାଧା ସବୁକୁ ସଫା କରିବା
ଦୁର୍ବଳ ସ୍ଥାନ ଗୁଡ଼ିକରେ ପାଟ୍ରୋଲ ମ୍ୟାନ ଓ…
କରୋନା ଜନିତ ଆପାତଃକାଳୀନ ସ୍ଥିତିରେ କୃଷି ହିଁ ଏକମାତ୍ର ଆଲୋକର ଶିଖା : ଡ଼ ଅରୁଣ
ଲୋକସେବା ଭବନଠାରେ ଖରିଫ କାର୍ଯ୍ୟକ୍ରମ ୨୦୨୦ ରାଜ୍ୟସ୍ତରୀୟ ବୈଠକ
ଚଳିତ ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ
ଖରିଫ ଋତୁରେ ୭୫୦୦ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ
ଭୁବନେଶ୍ୱର(ଶାସକ ପ୍ରଶାସକ): କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ…
ସକାଳେ ମୁକ୍ତ , ଦି ପହରେ ଯୁକ୍ତ : ଏକାଥରକେ ୨୦ କରୋନା ପଜିଟିଭ ଚିହ୍ନଟ
ଜଗତସିଂହପୁର( ଶାସକ ପ୍ରଶାସକ) ସକାଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ଭୁବନେଶ୍ୱର ଓ ଜଗତସିଂହପୁର କରୋନା ମୁକ୍ତ | ହେଲେ କେଇ ଘଣ୍ଟା ଯାଇନି, ପୁଣି ଯୁକ୍ତ ହୋଇଗଲା ଜଗତସିଂପୁର | ଜିଲ୍ଲାପାଳଙ୍କ ପକ୍ଷରୁ କରାଯାଇଥିବା ଟୁଇଟରେ କୁହାଯାଇଛି ଯେ ଜିଲ୍ଲାରେ ଏକାଥରକେ ୨୦ କରୋନା ପଜିଟିଭ…
ଅଚଳ ଓ ଅବୈଧ ଫାଷ୍ଟଟ୍ୟାଗ ଥିବା ଗାଡିରୁ ଦୁଇଗୁଣା ଟୋଲ ଫି
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏହି ମର୍ମରେ ଏକ ବିଜ୍ଞପ୍ତି ଚଳିତ ମାସ 15 ତାରିଖରେ ଜାରି କରାଯାଇଛି । ଏହା ଫଳରେ 2008ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ…
ଉଦ୍ଧବ ନେଲେ ଶପଥ
ନୂଆଦିଲ୍ଲୀ(ଶାସକ ପ୍ରଶାସକ) : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଆଜି ରାଜ୍ୟ ବିଧାନ ପରିଷଦର ବିଧାୟକ ଭାବେ ଶପଥ ନେଇଛନ୍ତି | ରାଜ୍ୟ ବିଧାନ ସଭାର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଥମ ଥରପାଇଁ ଓ ତାଙ୍କ ପରିବାରରୁ ଦ୍ଵିତୀୟ ବ୍ୟକ୍ତି ଭାବେ(ପୁତ୍ର ଉଦ୍ଧବଙ୍କ…
ସୁସ୍ଥ ହେଲେ ୫୭ କରୋନା ରୋଗୀ : ଭୁବନେଶ୍ୱର, ଜଗତସିଂହପୁର ହେଲେ କରୋନାମୁକ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବହୁତ ବଡ ଖୁସି ଖବର | ଏକାଥରକେ ସୁସ୍ଥ ହେଲେ ୫୭ କରୋନା ରୋଗୀ | ଏହି ୫୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜାଲରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ୨୭୭ରେ ପହଁଚିଲା | ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଗଞ୍ଜାମରୁ ୪୦, ଜଗତସିଂହପୁରରୁ ୫,…