ସକାଳେ କହିଥିଲେ , ସଞ୍ଜବେଳକୁ ମନା କଲେ 

ପଞ୍ଚମ ମୃତ୍ୟୁକୁ କୋବିଦ ମୃତ୍ୟୁ ବୋଲି ଅସ୍ଵୀକାର କଲେ ରାଜ୍ୟ ସରକାର  ଭୁବନେଶ୍ୱର(ଶାସକ ପ୍ରଶାସକ) : ଗଂଜାମ ଜିଲ୍ଲାରେ ହୋଇଥିବା ଦ୍ଵିତୀୟ ମୃତ୍ୟୁକୁ କରୋନା ମୃତ୍ୟୁ ବୋଲି ଅସ୍ଵୀକାର କରିଛନ୍ତି ରାଷ ସରକାର | ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁବରଣ କରାଯାଇଥିବା ବ୍ୟକ୍ତିଙ୍କୁ…

ପାଳିତ ହେଲା ସପ୍ତମ  ଆର୍ଟ ଅଫ୍‍ ଗିଭିଂ ଦିବସ 

ଭୁବନେଶ୍ୱର, (ଶାସକ ପ୍ରଶାସକ): ବିଶ୍ୱର ବିଭିନ୍ନ ସ୍ଥାନରେ ୭ମ ଆନ୍ତର୍ଜାତିକ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି । କରୋନାକୁ ଦୃଷ୍ଟିରେ ରଖି ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ଏହି ଦିବସକୁ ବିଧିବଦ୍ଧ ଭାବେ ପାଳନ ନ କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ…

ଆଉ ଦୁଇ କରୋନା ପଜିଟିଭ ବଲାଂଗୀରରୁ

ବଲାଙ୍ଗୀର ( ନିରୋଜ ମିଶ୍ର) -ପୁଇଁତଲା ବ୍ଲକ ବନ୍ଧପଡା ପଞ୍ଚାୟତରୁ ଆଉ ଦୁଇ କରୋନା ପଜିତିଭ ଚିହ୍ନଟ ହୋଇଛନ୍ତି ବୋଲି ବଲାଙ୍ଗୀର ଜିଲ୍ଲାପାଳ ଅରିଂଦମ ଡାକୁଆ ସୂଚନା ଦେଇଛନ୍ତି । ଦୁହେଁ ସୁରଟ ଫେରନ୍ତା । ସେମାନେ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ତେଣୁ ଗାଁରେ କାହାସହିତ ମିଶିନାହାନ୍ତି ।…

ସୋମବାର ପୁଣି କର୍ଫ୍ୟୁ ନଂ ୩: ସକାଳ ୪ ଟା ରୁ ରାତି ୧୧ ଟା

ବଲାଙ୍ଗୀର (ନିରୋଜ ମିଶ୍ର): ଆସନ୍ତା କାଲି ଗୁଜୁରାଟ ଓ ତାମିଲନାଡୁ ରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରସାଶନ ସହରର କେତୋଟି ରାସ୍ତାକୁ  ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି ।  ଏହି କର୍ଫ୍ୟୁ ସକାଳ ୪ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ  ।…

ଭୀମସାରରେ ଯୋଡି ହୋଇଗଲା ଏକ କଳଙ୍କିତ ଅଧ୍ୟାୟ

ଭୀମସାର ରେ ଘୋଷିତ ଗର୍ଭସ୍ଥ ମୃତ ଶିଶୁ କୁ ଘରୋଇ ଚିକିତ୍ସାଳୟରେ ଜୀଅନ୍ତା ଜନ୍ମ ଦେଲା ମାଁ ପିଡିତା ଙ୍କୁ ଭେଟିଲା ଜିଲ୍ଲା ବିଜେପି ପ୍ରତିନିଧି ଦଳ,ଘଟଣାକୁ ନିନ୍ଦା କଲେ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ରେଙ୍ଗାଲି ବିଧାୟକ   ସମ୍ବଲପୁର(ରମାକାନ୍ତ ବିଶ୍ବାଳ )…

ସମ୍ବଲପୁର ସମଲେଶ୍ବରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଅଧିଷ୍ଠାତ୍ରୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ପରିସରରେ ଥିବା ଗୋଦାମ ଘରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛିି । ଆଜି ସକାଳ ୮-୩୦ ମିନିଟ ରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୁଚନା ମିଲିଛି । ଏବେ ସାରା ଦେଶରେ ଲଗଡାଉନ ଯୋଗୁ ମାଁ ସମଲେଶ୍ବରୀ ମନ୍ଦିର…

ମେ ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କଲେ କେନ୍ଦ୍ର ସରକାର 

New Delhi (shasak prashasak) : ଆଉ ଦୁଇ ସପ୍ତାହ ପାଇଁ ଲକ ଡାଉନ  ଅବଧି  ବଢ଼ାଇଛନ୍ତି କେନ୍ଦ୍ର ସରକାର | ଅର୍ଥାତ ୪ର୍ଥ ଥର ପାଇଁ ବଢିଛି ମେ ୩୧ ପର୍ଯ୍ୟନ୍ତ |  ହେଲେ ଏଥର ସ୍ୱରୂପରେ କିଛିଟା ପରିବର୍ତ୍ତନ ହୋଇପାରେ | ଖୁବ ଶୀଘ୍ର ଏ ସମ୍ପର୍କରେ ଗାଇଡ଼ ଲାଇନ ଜାରି କରାଯିବ | ପଞ୍ଚମ ଥର…

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା:  ଗଜପତି ଜିଲ୍ଲାପାଳ ଦେଲେ ଜିଲ୍ଲାବାସୀଙ୍କୁ ବାର୍ତ୍ତା

ପାରଳାଖେମୁଣ୍ଡି/ ଶାସକ ପ୍ରଶାସକ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଯୋଗୁ ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା ସମ୍ପର୍କରେ ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଲେ ଗଜପତି ଜିଲ୍ଲାପାଳ | ସୂଚନାଯୋଗ୍ୟ ଯେ, …

ଅସହାୟମାନଙ୍କ ନିମନ୍ତେ ଦେବଦୂତ ସାଜିଲେ ଦେବାଶିଷ

କରୋନା ଯନ୍ତ୍ରଣା ସାଙ୍ଗକୁ, ତାଡନା ଅଭାବର : ତିନି ଛୁଆଙ୍କୁ ଭାରରେ ବୋହି ଚାଲିଲେ ୨୫୦ କିଲୋମିଟର ବାରିପଦା(ଦିଲ୍ଲୀପ ମହାନ୍ତି )- ଚାଲିଛି କରୋନା ମହାଲଢେଇ । ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଲୋକ ବି ଦୁର୍ଦ୍ଦଶା ଭିତରେ ଲକ ଡାଉନ କଟକଣା କାରଣରୁ | ଏ ଯାବତ…

ରେଢ଼ାଖୋଲ ରେ ଜଣେ କରୋନା ଆକ୍ରାନ୍ତ , ଅଞ୍ଚଳବାସୀ ଭୟଭୀତ

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଲୁହାପଙ୍କ କ୍ୱାରେଣ୍ଟାଇନ୍  ସେଣ୍ଟରରୁ ଜଣେ ୧୮ ବର୍ଷ ର ଯୁବକ କରୋନା ପଜିଟିଭ ବାହାରି ଥିବା ଜଣାପଡିଛି। ରେଢ଼ାଖୋଲ ଉପଖଣ୍ଡ ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ୍ ଗ୍ରାମର ବୋଲି ସୂଚନା ମିଳିଛି ।…