ସହସ୍ର ମୁହାଁ ଓଡିଶା ,ଦେଶରେ ଟପିଲା ଲକ୍ଷେ

ଭୁବନେଶ୍ୱର : ସାରା ଦେଶରେ କରୋନା ପଜିଟିଭ ଲକ୍ଷେ ଛୁଇଁଲା ବେଳକୁ ଏବେ ସହସ୍ର ମୁହାଁ ହୋଇଛି ଓଡ଼ିଶାର ପଜିଟିଭ ସଂଖ୍ୟା | ଆଉ ବୋଲ ମାନିବା ସ୍ଥିତିରେ ନାହିଁ କରୋନା | ଆଜି  ଭାରତରେ କରୋନା ୧.୦୧ ଲକ୍ଷ ହୋଥିବା ବେଳେ ଓଡ଼ିଶାରେ ନୂଆ ୧୦୨ ପଜିଟିଭଙ୍କ ସହ ପହଁଚିଯାଇଛି ସହସ୍ର ପାଖାପାଖି | ଆଜି…

ଆମ ପିଲା ଆମକୁ ଫେରାଅ, ଜିଲ୍ଲାପାଳଙ୍କ ଅଫିସ ପରିସରକୁ ଧସେଇ ଦାବିକଲେ ଶତାଧିୁକ ମହିଳା

  ପିଆରଏମ ମେଡ଼ିକାଲରେ ପିଲା ବଦଳ ପ୍ରସଙ୍ଗରେ ତାତିଲେ ମହିଳା  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଓ ସୁରକ୍ଷାକର୍ମୀମାନଙ୍କ ସହିତ ଧସ୍ତାଧସ୍ତି ଭାଙ୍ଗିଲେ କାର୍ଯ୍ୟାଳୟର କବାଟ. ୨ଟି ବସରେ ମହିଳାମାନଙ୍କୁ  ଉଠାଇ ନିଆଗଲା  ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ…

ତାମିଲନାଡୁରେ ଫସି ରହିଛନ୍ତି ୧୬ ଜଣ ଶ୍ରମିକ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ଗଞ୍ଜାମ ଜିଲ୍ଲାର ୧୬ ଜଣ ଶ୍ରମିକ ତାମିଲନାଡୁର ଥିରୁଭେଲୁର ଜିଲ୍ଲାରେ ଫସି ରହିଥିବା ବେଳେ, ସେମାନେ ନିଜ ଜିଲ୍ଲା ଗଞ୍ଜାମକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେଥର ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ସହଯୋଗ କରୁନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି।…

ରାତ୍ରରେ ସଙ୍ଗରୋଧ କେନ୍ଦ୍ରରେ ମେଡ଼ିକାଲ ଟିମ, ଶଙ୍କୁରୁ-ଚିଲିଖମା କେନ୍ଦ୍ରରେ ପ୍ରବାସୀଙ୍କ ବ୍ୟାୟାମ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ଶଙ୍କୁରୁ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଦୁଇଜଣଙ୍କ ରବିବାର ରାତ୍ରରେ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇ ସଙ୍ଗେ ସଙ୍ଗେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ…

ବାଦୁଆ ଗ୍ରାମବାସୀ ସ୍ବର୍ଗତ ପ୍ରଫୁଲଙ୍କ ପରିବାରଙ୍କୁ ବଢ଼ାଇଲେ ସହଯୋଗର ହାତ 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ୨୮୦ ଘର ବିଶିଷ୍ଟ ଏକ କ୍ଷୁଦ୍ର ପଲ୍ଲୀ ଗ୍ରାମ ଅଟେ ବାଦୁଆ। ଗ୍ରାମର ହାତ ଗଣତି ପାଞ୍ଚ ସାତ ଜଣ ଚାକିରିଆ ଥିବା ବେଳେ ଅନ୍ୟ ସମସ୍ତ  ହେଉଛନ୍ତି ମଧ୍ୟବିତ୍ତ ଓ ଗରିବ ଚାଷୀ ଓ ମୁଲିଆ ପରିବାର। ଧନରେ ଏହି…

ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ପରଲୋକ

ଭୁବନେଶ୍ୱର(ଶାସକ ପ୍ରଶାସକ): ଅବସରପ୍ରାପ୍ତ ଇଂଜିନିୟର ଶ୍ରୀ ବିଶ୍ୱନାଥ ପାଢ଼ୀଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ୮୨ ବର୍ଷ ବୟସରେ ଗତ ମେ ୧୪ ତାରିଖ ଗୁରୁବାର ଦିନ ପରଲୋକ ହୋଇଛି । ସେ ସ୍ଥାନୀୟ ଆଇ.ଆର.ସି ଭିଲେଜର ବାସିନ୍ଦା ଥିଲେ । ତାଙ୍କର ମୃତ୍ୟ ବେଳକୁ ତାଙ୍କର ମୃତ୍ୟଶଯ୍ୟା…

ମଦ ପୋଛୁଛି ମଥା ସିନ୍ଦୁର : ମଦ ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରାଜ କୁମର

କରୋନା ପାଇଁ ଲକଡାଉନ ସତ୍ତ୍ବେ ଦେଶୀ ରନ୍ଧା ମଦରେ ଭାସୁଛି ଗାଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ବିଶ୍ବାଳ ଖିଣ୍ଡା ଗାଁ । ଚାଷୀ କାମ ପାଇଁ ସ୍ବତନ୍ତ୍ର ପରିଚୟ ରହିଛି ଏହି ଗାଁ ର ।…

ସନ୍ଥକବି ଭୀମ ଭୋଇଙ୍କ ବିଷୟରେ ଆପତ୍ତିଜନକ ଲେଖା : ସମ୍ବଲପୁର ଟାଉନ ଥାନାରେ ଏତଲାଦେଲା ବିଜେପି ଯୁବମୋର୍ଚ୍ଚା

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ସନ୍ଥକବି ଭୀମ ଭୋଇଙ୍କ ବିଷୟରେ ବିଷୟରେ ଲେଖା ଥିବା ଆପତ୍ତିଜନକ ଲେଖାକୁ ନେଇ ବିଜେପି ଯୁବ ମୋର୍ଚା ପକ୍ଷରୁ ଲେଖକ କେଦାରନାଥ ମିଶ୍ରଙ୍କ ନାମରେ ଅଭିଯୋଗ ଦାଏର ହୋଇଛି ।           ସନ୍ଥକବି ଭୀମ ଭୋଇ ହେଉଛନ୍ତି ଓଡିଶାର ଗର୍ବ ଓ ଗୌରବ । ସେ ଗରିବ ପରିବାରରେ…

କରୋନା ଲଢେଇ : ପୋଲିସ ବାହିନୀର ବ୍ୟବହାର ପାଇଁ ଜିଲ୍ଲା ବ୍ୟବସାୟୀ ସଂଘ ଦେଲେ ସାନିଟାଇଜର ଓ ଗ୍ଲୋଭସ

ବରଗଡ :- ବିଶ୍ୱମହାମାରୀ କୋରୋନା ବିରୁଦ୍ଧରେ ଚାଲିଥିବା ଯୁଦ୍ଧର ଅନ୍ୟତମ ଆଗଧାଡିର ସୈନିକରୂପେ ପୋଲିସ ବିଭାଗକୁ ତାହାର କର୍ତ୍ତବ୍ୟ ନିର୍ବାହ କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ବ୍ୟବସାୟୀ ସଂଘ ବରଗଡ ଜିଲ୍ଲା ପୋଲିସର ବ୍ୟବହାର ପାଇଁ ସାନିଟାଇଜର ଓ ହାତ ଗ୍ଲୋଭସ  ଏସପି …

ଜନନୀ-ଶିଶୁ ସୁରକ୍ଷା ଯୋଜନା କାଗଜ କଲମରେ, ଅପପୁଷ୍ଟିର ଶିକାର ହୋଇ କଷ୍ଟ ପାଉଛି ଶିଶୁ  

ସ୍ୱାମୀ ଦାଦନ ଖଟିବାକୁ ପ୍ରବାସରେ, ୮ ମାସର ରୋଗୀଣା ଶିଶୁକୁ ନେଇ ଦୁଃଖରେ ଦିନ କାଟୁଛନ୍ତି ସରୋଜିନୀ   ସିନାପାଲି/ ନିରାକାର ମେହେର -ରାଜ୍ୟ ସରକାର ମା ଓ ଶିଶୁ ମୃତ୍ୟୁ ହାର ସାଙ୍ଗକୁ ଶିଶୁ ପୁଷ୍ଟିହୀନତା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କରିଆସୁଥିଲେ ମଧ୍ୟ ଆଜି ଏକ…