କରୋନା ଜାଲରୁ ମୁକୁଳିଲେ ଆଉ ୩୦ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପୁଣି କୋବିଦ ଜାଲରୁ ମୁକ୍ତି ପାଇଛନ୍ତି ଆଉ ୩୦ ଜଣ | ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୦ ଜଣ, ୫ଜଣ କେନ୍ଦ୍ରାପଡା , ଜଣେ ନୟାଗଡ ଓ ବାଲେଶ୍ୱର ଆଉ ଭଦ୍ରକରୁ ୨ ଜଣ ଲେଖାଏ ସାମିଲ ଅଛନ୍ତି | ଆଜିର ୩୦ ଜଣଙ୍କୁ ମିଶାଇ ଏଯାବତ ୩୦୭ ଜଣ କରୋନା ଜାଲରୁ…

ଭୁତାଣୁ ଖେଳୁଛି ଲୁଚୁକାଳି : ଆଜି ହେଇଗଲା ଯୁକ୍ତ, ମୁକ୍ତ ହେଇଥିଲା କାଲି 

 ଭୁବନେଶ୍ୱର : ଭୁତାଣୁ କରୋନା ଏବେ ଲୁଚୁକାଳି ଖେଳୁଛି | କୌଣସି ଅଂଚଳ କରୋନାମୁକ୍ତ ହୋଇଗଲା ବୋଲି କହିବା କଷ୍ଟକର ବ୍ୟାପାର | ଯେମିତି କି କାଲି ସକାଳେ ସରକାରଙ୍କ ପକ୍ଷରୁ ସକାଳେ କୁହାଗଲା ଭୁବନେଶ୍ୱର ଓ ଜଗତସିଂପୁର କରୋନା ମୁକ୍ତ ହେଲା ବୋଲି | ହେଲେ ଓଳିଏ ସଂଭାଳିଲାନି କରୋନା, ଏକାଥରେ…

ଲୁହୁରାଚଟିରେ ଥିବା ବୋର୍ଡର ଚେକ ଗେଟରୁ ଗଜପତି ଓ ଗଂଜାମ ଗଲେ ୯୮ ପ୍ରବାସୀ

 ପ୍ରବାସୀଙ୍କ ଘରବାହୁଡା ସୁଗମ କରିବାକୁ ଦିନରାତି ଏକ କରିଦେଇଛି ସ୍ଥାନୀୟ ପ୍ରଶାସନ  ବରଗଡ :-  ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଲୁହୁରାଚଟିରେ ଥିବା ବୋର୍ଡର ଚେକ ଗେଟରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ କ୍ୟାମ୍ପ  କରାଯାଇଛି । ଏଠାରେ…

ରେଢାଖୋଲ ବ୍ଲକ୍ ଲୁହାପଙ୍କ ଗ୍ରାମକୁ କରାଗଲା ସାନିଟାଇଜ୍

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ରେଢାଖୋଲ :ଗତ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାରେ ପ୍ରଥମ କରୋନି ପଜିଟିଭ ବାହିରି ଥିବା ରେଢାଖୋଲ ବ୍ଲକର ଲୁହାପଙ୍କ କ୍ୱାରେନଟାଇନ୍‌ରେ ଆଜି ସକାଳେ ରେଢାଖୋଲ ଦମକଳ ବାହିନୀ ଓ ଲୁହାପଙ୍କ ସରପଞ୍ଚ ଅଶ୍ୱିନୀ ପ୍ରଧାନଙ୍କ ସହଯୋଗରେ ଗ୍ରାମରେ…

ଆମ୍ପନ ଆହ୍ବାନ  : ତାଳଚୁଆ ମେରାଇନ ଅଂଚଳ ଗସ୍ତ କରି ସ୍ଥିତି ସମୀକ୍ଷା କଲେ ଡ଼ିଆଇଜି ଆଶିଷ ସିଂ

କେନ୍ଦ୍ରାପଡା/ ଶାସକ ପ୍ରଶାସକ : ମାଡି ଆସୁଛି ବାତ୍ୟା ଆମ୍ପନ | ଓଡ଼ିଶାର ଉପକୂଳ ଅଂଚଳରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ | ଆଉ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ବ୍ୟାପକ ଆଗୁଆ ସତର୍କତାମୂଳକ ପଦକ୍ଷେପ | ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର…

ବୁଢ଼ୀ ମାଁ ଙ୍କୁ ଠେଙ୍ଗା ରେ ପିଟି ପିଟି ହତ୍ୟା କଲା ପୁଅ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ଜଣେ ମାଁ ଗୋଟେ ଛୁଆକୁ  ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ । ହେଲେ ବଡ ହେଲା ପରେ ଜନ୍ମିତ ମାଁକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ରୁ ଲୋମ ଟାଙ୍କୁରି ଉଠେ । ଠିକ୍ ଏମିତି ଏକ ଘଟଣା ଘଟିଛି…

 ହାଇଦ୍ରାବାଦରେ ଥିବା ରୋଗୀଣା ଯିଏ ସୂର୍ଯ୍ୟକୁ ଓଡିଶା ଆଣିବା ପାଇଁ ଛୁଟିଲା ସହାୟତା ସୁଅ 

ସମ୍ବଲପୁର,ଲଇଡା (ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତ ର ବୈଜାପାଲି ଗ୍ରାମ ର ହାଇଦ୍ରାବାଦ ରେ ଅସୁସ୍ଥ ଥିବା ସୂର୍ଯ୍ୟ ମାଝି ର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ଆର୍ଥିକ ସାହାଯ୍ୟ ପାଇଁ ଲୋକେ ଆଗେଇ ଆସିଛନ୍ତି l ରେଙ୍ଗାଲି ର ସ୍ବାଧିନ ଏକତା…

ଖପ୍ରାଖୋଲ ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା 

ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି: ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ କୋବିଦ-19 କେନ୍ଦ୍ର ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ତରଣୀ ସୁନା ଙ୍କ ଅଧ୍ୟକ୍ଷତାରେ ଏବଂ ସରପଞ୍ଚ ଉପେନ୍ଦ୍ର ଭୋଇ ଙ୍କ ଆୟୋଜନ ରେ ବିଶିଷ୍ଟ ଯୋଗଗୁରୁ ତଥା ଆରୋଗ୍ୟ ଭାରତୀ ଓଡିଶା ପଶ୍ଚିମ ପ୍ରାନ୍ତ…

ପୁରା ଅଫିସକୁ ସ୍ପ୍ରେ ମାରି ସାନିଟାଇଜ କଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

 ବରଗଡ :- କୋରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ପାଇଁ ବର୍ତ୍ତମାନ ସମସ୍ତେ ନିଜ ନିଜ ସାଧ୍ୟମତେ ଚେଷ୍ଟା ଚଳାଇଛନ୍ତି । ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ସତ କିନ୍ତୁ ଯେତେଦିନ ପର୍ଯନ୍ତ ଜନସାଧାରଣ ସଚେତନ ନହେବେ ସେତେଦିନ ପର୍ଯ୍ୟନ୍ତ ଏହି ମହାମାରୀକୁ ରୋକିବା କଷ୍ଟକର ହେବ । ଅନେକ…