ଭୁବନେଶ୍ୱରରେ ଆଉ ଦୁଇଟି କୋଭିଡି ହସ୍ପିଟାଲ 

0

ସୃଷ୍ଟି ହେବ ଆଉ ୨୭୬ ବେଡ଼, ୪୫ ଆଇସିୟୁ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ ଆରମ୍ଭ କରିବ। ବିଭିନ୍ନ ସାମାଜିକ ଅନୁଷ୍ଠାନ ଦ୍ବାରା ୧୩୮୫ ଶଯ୍ୟାର କୋଭିଡ କେୟାର ହୋମ୍‌ ସ୍ଥାପିତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ବିଭିନ୍ନ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆଉ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡି କେୟାର ହୋମ ପ୍ରତିଷ୍ଠା କରାଯିବ | 

 

 

Leave A Reply

Your email address will not be published.