ଫୁଟିଲା ଗୁଳି, ଜଳିଲା ଗାଡି :  ଗୋଷ୍ଠୀ ସଂଘର୍ଷକୁ ନେଇ ଅଶାନ୍ତ ସୁନ୍ଦରଗଡ଼  

ପୌରପାଳିକା ସଫେଇ ଟେଣ୍ଡରକୁ ନେଇ ଗଣ୍ଡଗୋଳ, ଟାଉନ ଥାନା ଘେରାଉ ସୁନ୍ଦରଗଡ଼/Horachand Deuria :-ସୁନ୍ଦରଗଡ଼ ସଫେଇ ଠିକାକୁ ନେଇ ଦୁଇ ଗୋଷ୍ଠୀର ସଂଘର୍ଷ ଫାଙ୍କା ଗୁଳି ଚାଳନା, ବାଇକ୍ ପୋଡି, ସୁନ୍ଦରଗଡ଼ ସହରର ସଫେଇ ଠିକାକୁ ନେଇ ସୁନାରିପଡାରେ ଜଣେ ସଫେଇ କର୍ମଚାରୀଙ୍କୁ ଠିକା ନେଇଥିବା…

 ୧୦ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଲେଭଲ ୫ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଭାବେ ନିଯୁକ୍ତି 

 ବୁଗୁଡା / ଡ଼ଃ  କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ୍ଲର ୧୦ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ୬ ବର୍ଷ ସୁଚାରୁଭାବେ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବା ପରେ ଲେଭଲ ୫ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିବା ବୁଗୁଡା ଗୋଷ୍ଠୀ ଶିକ୍ଷା…

 ଅମ୍ଫନ ମୁକାବିଲା : ବିଜୁ ଯୁବ ବାହିନୀ ସ୍ବେଛାସେବୀଙ୍କୁ ଅପିଲ୍‌ କଲେ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

"ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟି ଆହ୍ୱାନକୁ  ସାକାର କରିବାକୁ ବଢ଼ାନ୍ତୁ ସହାୟତାର ହାତ " ଭୁବନେଶ୍ୱର : ସମ୍ଭାବ୍ୟ ମହାବାତ୍ୟା ‘ଅମ୍ଫନ’ର କ୍ଷୟକ୍ଷତି ପୂର୍ବରୁ ଓ ପରେ ପ୍ରଭାବିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ…

 ଛି ଛି ….କରୋନା ଆଳରେ ହଜିଗଲା ମଣିଷ ପଣିଆ

 ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କାହାର ମନ ତରଳିଲାନି !!!!  ଗ୍ରୀନ ଜୋନରୁ ଆସିଥିଲେ ମାତ୍ର ଚିକିତ୍ସା ସେବା ପାଇଲେନି, ଶୁଣିଲେନି ବିଡିଓ  ୨୪ଘଣ୍ଟା ପରେ ହସ୍ପିଟାଲରେ ଭର୍ତ୍ତିହେଲେ ପ୍ରସୂତୀ ମହିଳା, ଜନ୍ମଦେଲେ ଦୁଇ ମୃତ ଶିଶୁପୁତ୍ର  ବାରିପଦା/ଦିଲ୍ଲୀପ ମହାନ୍ତି : ଗୁଜୁରାଟରୁ…

 ଜୟନ୍ତୀ ନାଏକ ଘଟଣା :  ତଦନ୍ତ ଦାବିରେ ଭୀମସାର ଘେରାଓ କଲା ବିଜେପି ବୁର୍ଲା ମଣ୍ଡଳ 

ସମ୍ବଲପୁରରୁ /ରମାକାନ୍ତ ବିଶ୍ବାଳ : ଗତ ୧୪ ତାରିଖରୁ ସମ୍ବଲପୁର ଅଞ୍ଚଳରେ ଚର୍ଚ୍ଚା ରେ ରହିଥିବା ଝାରସୁଗୁଡା କିର୍ମିରା ବ୍ଲକ ର ଶ୍ରୀମତୀ ଜୟନ୍ତୀ ନାଏକ ଙ୍କର ଘଟଣା ବର୍ତ୍ତମାନ ନେଇଛି ଏକ ନୂଆ ମୋଡ଼ । ଡାକ୍ତର ଙ୍କର ଅବହେଳା କୁ ନେଇ ଆଜି ବିଜେପି ବୁର୍ଲା ମଣ୍ଡଳ ତରଫରୁ ଭୀମସାର ରେ ଏକ…

ପ୍ରବାସୀ ଶ୍ରମିକଙ୍କୁ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବା ପ୍ରସଙ୍ଗରେ ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଜିଲ୍ଲାୱାରୀ ସୂଚୀ ସହ କେନ୍ଦ୍ର ସରକାର ଏବଂ ରେଳ ବିଭାଗର ସହଯୋଗରେ ଶ୍ରମିକମାନଙ୍କୁ ନିଜ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବାର ସୁବ୍ୟବସ୍ଥା କରାଯାଉ : ବିଜେପି ଭୁବନେଶ୍ୱର(ଶାସକ ପ୍ରଶାସକ): ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକମାନଙ୍କ ସୂଚୀ,…

ଅମ୍ପନ ବାତ୍ୟାର ମୁକାବିଲା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଭିଡିଓ କନଫରେନ୍ସ

ବାତ୍ୟା ପୂର୍ବରୁ ଏବଂ ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କଲେ ରାଷ୍ଟ୍ରୀୟ ସଭାପତି   ପ୍ରଶାସନ କାମରେ ସାହାଯ୍ୟ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜ୍ୟ ସଭାପତି ସମୀର ମହାନ୍ତି      ବାତ୍ୟା ମୁକାବିଲା ପାଇଁ ବିଜେପିର ୪ ଜଣିଆ…

ଛେଳିକୁ ଉଦ୍ଧାର କରିବାକୁ  ଯାଇ ହେଲା ଶ୍ବାସରୁଦ୍ଧ : ଚାଲିଗଲା ଜୀବନ 

କୂଅ ଭିତରୁ ବାହାରୁଥିବା ଗ୍ୟାସ ବିଷାକ୍ତ ବୋଲି ଲୋକଙ୍କ ଅଭିଯୋଗ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ଗ୍ରାମରେ ଘଟିଛି ଏକ ଦୁଃଖଦାୟକ ଅଭାବନୀୟ ଘଟଣା । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ କୂଅ…

    ବବିଙ୍କ ବାରିପଦା ଗସ୍ତକୁ ନେଇ ରାଜନୀତି 

 ବବିଙ୍କ ଗସ୍ତବେଳେ ହୋଇଛି ମାର୍ଗଦର୍ଶିକା ଉଲ୍ଲଙ୍ଘନ : ଆଦିବାସୀ ମହାସଂଘ   ଜୀରାରୁ ସିରା ବାହାର କରିବା ବିରୋଧୀଙ୍କ କାର୍ଯ୍ୟ : ଦେବାଶିଷ  Baripada /Dillip Mohanty :  ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ବାରିପଦା ଗସ୍ତ, ସାର୍କିଟ ହାଉସରେ ରହଣି ଆଦିକୁ ନେଇ…

ଅମ୍ଫାନ ବାତ୍ୟା ମୁକାବିଲା: ବାରିପଦା ଗସ୍ତରେ ଆସି ସମୀକ୍ଷା କଲେ ବବି 

 ତୃଣ ମୂଳସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସବୁ ଦଳୀୟ ସଦସ୍ୟ, କର୍ମକର୍ତ୍ତା  ଅମ୍ଫାନର ମୁକାବିଲା ପାଇଁ ଲୋକଙ୍କ ସେବାରେ ପ୍ରସ୍ତୁତ ରହିବାକୁ ଦେଲେ ପରାମର୍ଶ  ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜରେ କରୋନାକୁ ଲଢେ଼ଇ ଜାରି ରହିଥିବା ବେଳେ ଆସୁଛି ଅମ୍ଫାନ ବାତ୍ୟା ।  ଜିଲ୍ଲାରେ ଅମ୍ଫାନ…