ଜୀବନ ପାଇଁ ସଂଘର୍ଷରେ ହାରିଲେ ଡାକ୍ତର : ଅଧା ବାଟରେ ଚାଲିଗଲା ପ୍ରାଣବାୟୁ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଡାକ୍ତରଙ୍କ ସହ ତାଙ୍କର ସାନ ଦୁଇ ଭାଇ ସୁଶାନ୍ତ ଓ ବସନ୍ତ ମଧ୍ୟ ସୁରାଟରେ କାମ କରୁଥିଲେ। ବସନ୍ତ ଗଞ୍ଜାମ…

ଶ୍ରମିକ ଟ୍ରେନ ଚଳାଚଳ : ଅଧିକ ଯୋଜନା ଓ ସମନ୍ଵୟ ଲାଗି ରାଜ୍ୟ ସରକାରମାନଙ୍କୁ ଅନୁରୋଧ କଲା ରେଳ ମନ୍ତ୍ରଣାଳୟ

• ପ୍ରବାସୀଙ୍କ ପରିବହନ ଲାଗି ଅନୁରୋଧ କରିବା ପୂର୍ବରୁ ଭଲ ଭାବେ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ • ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳବାଇ ପ୍ରସ୍ତୁତ। New Delhi/ shasak prashasak :  ଶ୍ରମିକ ସ୍ପେଶାଲ ଟ୍ରେନ…

ପାରମ୍ପରିକ ବାଦ୍ୟ, ଖଞ୍ଜଣୀ, ଗିନି, ଘୁମୁରା ବଜାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ

http://www.youtube.com/watch?v=pUAzj-bYHbI ସାଧୁ ସନ୍ଥ ମାନେ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗାନ  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗତ କାଲି ସଂନ୍ଧ୍ୟା ୫.୩୦ ମିନିଟ ସମୟ ରେ କୋଭିଡ୍ ଯୋଦ୍ଧାଙ୍କୁ ସାରା…

କଫ ସିରଫ ଜବତ : ୧ ଗିରଫ

  ଝାରବନ୍ଧ -ମନୋହର ଦାଶ :  ଲକଡାଉନ ର ସୁଯୋଗ ନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଖମରା ତାରିଣୀ ଛକ ଠାରେ କାଲି ସନ୍ଧ୍ୟା ସମୟ ରେ ପୋଲିସ ପେଟ୍ରୋଲିଂ କରୁଥିବା ବେଲେ । ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ନିର୍ଦ୍ଧେଶ କ୍ରମେ ନିଶା ଔଷଧ କାରବାର ରେ ଲିପ୍ତ…

ମହାନଦୀ ରେ ଅଘଟଣ : ଦୁଇ ଭାଇଙ୍କ ଗଲା ପ୍ରାଣ 

  ଭାଇକୁ ବଞ୍ଚାଇବାକୁ ପାଣି ଭିତରକୁ ପଶି ଉଭୟ ଛନ୍ଦି ହୋଇଗଲେ ମୃତ୍ୟୁଫାଶରେ  ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ଭାଇକୁ ବଞ୍ଚାଇବାକୁ ଯାଇ ଗଲା ଭାଇର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗ୍ରାମରେ । ସୂଚନା ମୁତାବକ ଅରଖପଦର ଗ୍ରାମର…

ସିନାପାଲି ମାଟି ରେ ପ୍ରତିଧ୍ୱନିତ ହେଲା ବନ୍ଦେ ଉତ୍କଳ ଜନନୀ ସଂଗୀତା

 ସିନାପାଲି/ନିରାକାର ମେହେର : ମହାମାରୀ କରୋନା କୁ ରୋକିବା ପାଇଁ ସାରା ଦେଶ କୁ ଲକ ଡାଉନ ଘୋଷଣା କରାଯାଇଛି |ଏହି ମହାମାରୀ ର ମୁକାବିଲା ପାଇଁ କରୋନା ଯୋଦ୍ଧା ମାନେ ଲାଗି ପଡିରହିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କାର୍ଯକ୍ରମ ଯଥା କରତାଳି, ଘଣ୍ଟବାଦ୍ୟ,…

“ ବନ୍ଦେ ଉତ୍କଳ ଜନନୀ” – ସାରା ଓଡ଼ିଶା ସହ ସ୍ୱର ମିଳାଇଲା ସୋଆ

http://www.youtube.com/watch?v=CLfVXICjj_8 ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ମଧ୍ୟ…

କରୋନା ଯୋଦ୍ଧାଙ୍କୁ ସମ୍ମାନ : କିଟ୍ କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ  ଜନନୀ ଗାନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍ସ ପରିସରରେ କିଟ୍, କିମ୍ସ ଓ କିସର  ପଦାଧିକାରୀ ଓ କର୍ମଚାରୀମାନେ ସମୂହ  ବନ୍ଦେ ଉତ୍କଳ  ଜନନୀ ଗାନ କରିଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ…

ଟିଟିଲାଗଡ ରେ ସାର୍ବଜନୀନ ଭାବେ ବନ୍ଦେ ଉତ୍କଳଜନନୀ ଗାନ କରାଗଲା। 

ଟିଟିଲାଗଡ (ଗୌରବ ଦର୍ଜୀ) : କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ୩୦ ତାରିଖ ଶନିବାର ସନ୍ଧ୍ୟା ୫ଟା ୩୦ରେ ସମସ୍ତେ ‘ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଓଡ଼ିଶା ମାଟି ସହ…

  ଆଜି ସବୁଠୁ ଅଧିକ ୧୨୯ ଆକ୍ରାନ୍ତ 

 ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ହେବା ପରଠାରୁ  ଆଜି ସବୁଠୁ ଅଧିକ ୧୨୯ ଆକ୍ରାନ୍ତ | ଆଜି ଚିହ୍ନଟ ହୋଇଛନ୍ତି ୧୨୯ ଜଣ ପଜିଟିଭ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୯୪୮ରେ | ୮୮୯ ଏବେ ସକ୍ରିୟ ରୋଗୀ ଥିବା ବେଲେ ସୁସ୍ଥଙ୍କ ସଂଖ୍ୟା ୧୦୫୦ ରହିଛି | ଆଜିର ଆକ୍ରାନ୍ତଙ୍କ ମଧ୍ୟରେ…