Sign in
Sign in
Recover your password.
A password will be e-mailed to you.
ମହାନଗର ନିଗମରେ କରୋନା ସ୍ଥିତି ସଂଗୀନ !
ଆଜି ଦିନକରେ ୯୩ , ୬ ଦିନରେ ୩୦୦ ଚି଼ହ୍ନଟ
ସମୁଦାୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୮୧
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଜ଼ିଲ୍ଲା ର ତୃତୀୟ ସ୍ଥାନ ରେ ସମ୍ବଲପୁର ଜ଼ିଲ୍ଲା ରହିବା ସହିତ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l…
ବରଗଡ଼ ସାଂସଦଙ୍କୁ ସାକ୍ଷାତ କଲେ ଝାରସୁଗୁଡ଼ା ବାର ଏସୋସିଏସନର ସଦସ୍ୟ ମାନେ
ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ବାର ଏସୋସିଏସନର ସଦସ୍ୟ ମାନେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଝାରସୁଗୁଡ଼ାର ସର୍କିଟ ହାଉସରେ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ କୋଇଲା ଖଣି ସମ୍ବନ୍ଧିତ ସମସ୍ତ ମାମଲା ପାଇଁ ଝାରସୁଗୁଡ଼ାରେ ଏକ…
ଭାରତ ରତ୍ନ ପକ୍ଷରୁ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ, ଝାରସୁଗୁଡା ପରିଷଦ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିନରେ କମିଟିର ଅଧକ୍ଷ କବି ଅନନ୍ତରାମ ସାହୁ, ସାଧାରଣ ସଂପାଦକ କବି ନୀକୁଞ୍ଜ ବିହାରୀ ମିଶ୍ର, ପ୍ରତିଷ୍ଟାତା ବିବେକାନନ୍ଦ ମିଶ୍ର ସ୍ଵଭାଵ କବିଙ୍କ…
ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମୋଡ୍ୟୁଲାର କୋର୍ଟର ଉଦ୍ଘାଟନ କଲେ ମୁଖ୍ୟ ବିଚାରପତି।
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ାରେ ବହୁ ପ୍ରତୀକ୍ଷିତ ମୋଡ୍ୟୁଲାର କୋର୍ଟର ଉଦ୍ଘାଟନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହୋଇଯାଇଛି। ଅର୍ଥାତ୍ ଗୋଟିଏ କୋର୍ଟ ପରିସରରେ ୧୧ଟି କୋର୍ଟ ଏକ ସାଙ୍ଗରେ ଚାଲିବ। ଏପର୍ଯ୍ୟନ୍ତ ଏଡିଜେ କୋର୍ଟ,…
ମା ସମଲେଶ୍ବରୀଙ୍କ ଠାରେ ଲାଗି ହେଲା ରାକ୍ଷୀ ।
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଶ୍ରାବଣ ପୁର୍ଣ୍ଣିମା ରକ୍ଷା ବନ୍ଧନ ଅବସରରେ ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ରାକ୍ଷୀ । ଏଥି ସହିତ ମାଙ୍କର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶ୍ରାବଣାଭିଷେକ କରାଯାଇଛି । ମାଙ୍କ ମନ୍ଦିରର ମୁଖ୍ୟ ପୁଜକ ଅମ୍ବିକା ରାୟଙ୍କ ପତ୍ୟକ୍ଷ…
ସୁସ୍ଥ ହେବାରେ ଆଜି ରେକର୍ଡ : ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୧୯ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନାରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସପିଟାଲରୁ ଘରକୁ ଫେରିଛନ୍ତି | ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୧୧୯ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୨୩୦୭୩ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୩୫୪ ଜଣ…
ତାଳ ଗଛକୁ ଧକ୍କା ଦେଲା ବୋଲେରୋ , ୫ ଗୁରୁତର
ବୌଦ୍ଧ (ଶାସକ ପ୍ରଶାସକ)–ବୌଦ୍ଧ ଜିଲ୍ଲା ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ରାସ୍ତା କଡର ଗୋଟିଏ ତାଳ ଗଛକୁ ବଲେରୋ ଧକ୍କା ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ଗ୍ରାମର ଗୋଟିଏ ପରିବାରର…
ବନ ବିଭାଗ ଜରିଆରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମରୁ କଦଳୀମୁଣ୍ଡା ରାସ୍ତାରେ ଏକ ବାଲେରୋ ପିକ ଅପ ଯୋଗେ ଶାଗୁଆନ କାଠ ଚାଲାଣ ହେଉଥିବା ବେଳେ କୌଣସି ମତେ ଗୋଲାମୁଣ୍ଡା ଫରେଷ୍ଟର ଶ୍ରୀ ଯୁକ୍ତ ରମେଶ ପଣ୍ଡା ଖବର ପାଇଁ କେଗାଁ ବନ ବିଭାଗକୁ ଜଣାଇ ସମସ୍ତ…
ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା, ସବୁ ଫିକା ଫିକା।
ଟିଟିଲାଗଡ ( ଗୌରବ ଦରଜୀ)- ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ। ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ ଦେବ ଦେବ ମହାଦେବ ଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତ ଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ…
“ଆଦର୍ଶ ମଣିଷ ହେବାକୁ ପ୍ରେରଣା ଦିଏ ଗଂଗାଧର ସାହିତ୍ୟ”
କର୍ମଭୂମି ବିଜେପୁରରେ ମେହେର ଜୟନ୍ତୀ
ପଦ୍ମପୁର: ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲ ମାଧ୍ୟମରେ ସ୍ବଭାବ କବି ଗଂଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି। ସଭାପତି ନାଟ୍ୟକାର ମୋହନସିଂଙ୍କ ଅଧ୍ୟକ୍ଷତା ତଥା ଦିଲ୍ଲୀପ କୁମାର…