Sign in
Sign in
Recover your password.
A password will be e-mailed to you.
ଚମ୍ପୁଆରେ ତୃତୀୟ କରୋନା ରୋଗୀ ଚିହ୍ନଟ
ଚମ୍ପୁଆ (ଶାସକ ପ୍ରଶାସକ) ଚମ୍ପୁଆରେ ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷ ବୟସ୍କ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଚମ୍ପୁଆ ଅଞ୍ଚଳରେ ହୋଇଥିବା ସେ ଛତିଶଗଡରେ କାମ କରୁଥିଲେ। ସେ ଛତିଶଗଡ଼ରୁ ଏକ ସାଇକେଲ ଯୋଗେ ଚମ୍ପୁଆକୁ ଫେରିଥିଲେ। ୧୭ ତାରିଖ ଦିନ ସେ ଚମ୍ପୁଆରେ ପହଞ୍ଚି ମହତାବ…
ଓଡିଶାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ବଳବତ୍ତର : ୧୧ ଜିଲ୍ଲାରେ ସପ୍ତାହାନ୍ତ ସମ୍ପୂର୍ଣ ଲକ ଡାଉନ
ଜୁନ୍ ରେ କରୋନା ଆହୁରି ବଢିପାରେ, ଜୁନ୍ ମାସ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ
ଜୁଲାଇ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ କୋଚିଂସେଣ୍ଟର ବନ୍ଦ
ମାସ୍କ ନ ପିନ୍ଧିଲେ ଜୋରିମାନା, ପ୍ରଥମ ଦିଥର ୫୦୦,୩ୟ ଥରଠୁ ୧୦୦୦ ବାହାରେ
ଛେପ ପକାଇଲେ ବି ଗଣିବେ ୫୦୦ ଟଙ୍କା…
ରାୟଗଡ ପୋଲିସର ସଫଳତା : ଧରିଲା କୋଟିଏ ଟଙ୍କାର ଗଞ୍ଜେଇ
ଗୁଣୁପୁର ଉପଖଣ୍ଡ ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ :: ଗତ ମେ ୩୧ ତାରିଖ ଦିନ ଗୁଡାରି ଥାନାର ଏସ.ଆଇ ପି ଜେନା ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ପେଟ୍ରୋଲିଂ କରୁଥିବା ସମୟରେ ଗୁଡାରି ଥାନା ଅଧିନସ୍ତ ଖାରିଗୁଡାର ଏକ ଭାଲିଆ ତୋଟାରେ କିଛି ବ୍ୟକ୍ତି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଖବର…
ବୌଦ୍ଧ ରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଆଡେଣିଗଡ଼ କ୍ୱାରେଣ୍ଟାଇନ ରୁ
ହରଭଙ୍ଗା :- ପ୍ରତାପ ମେହେର //ବୌଦ୍ଧ ଜିଲ୍ଲାରୁ ପୂର୍ବରୁ ବାହାରିଥିବା ୩୩ଟି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବୌଦ୍ଧ କରୋନା ମୁକ୍ତ ହେଲା ବୋଲି ଆଲୋଚନା ହେଉଥିଲା । ହେଲେ ବୌଦ୍ଧ କରୋନା ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ତାଲିକାରେ ଯୋଡି…
ରାସ୍ତା ତଳକୁ ଖସିଲା କାର
ହରଭଙ୍ଗା :- ପ୍ରତାପ ମେହେର // ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧସହର ଉପକଣ୍ଠ ହରଭଙ୍ଗା ବ୍ଲକ୍ ସରସରା ପଞ୍ଚାୟତ ର ରଇଠାଣୀ ଗ୍ରାମ ନିକଟରେ ଏକ ଇଣ୍ଡିକୋ ଗାଡି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଇଣ୍ଡିକୋର ପଞ୍ଜିକରଣ ନମ୍ବର ହେଉଛି…
କରୋନାର ରେକର୍ଡ ହାଇ ଜମ୍ପ : ନୂଆ 156 ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା 2104
କେନ୍ଦ୍ରାପଡାରେ ହାପ ସେଞ୍ଚୁରୀ ମାରିଲା କରୋନା
ଭୁବନେଶ୍ବର : ଆଜି ନୂଆ ୧୫୬ କରୋନା ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି । ସକ୍ରିୟଙ୍କ ସଂଖ୍ୟା 969 ରହିଥିବା ବେଳେ ଏ ଯାଏ ସୁସ୍ଥ ହେଲେନା ୧୧୨୬ ଜଣ । ମୃତ୍ୟୁ ସଂଖ୍ୟା ରହିଛି ୭ | ଆଜିର ଆକ୍ରାନ୍ତଙ୍କ ମଧ୍ୟରେ…
ହୀରାକୁଦ ମଣ୍ଡଳ ବିଜେପି ପକ୍ଷରୁ ରକ୍ତଦାନ ଶିବିର
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ର ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି ।
ଏହି ଅବସରରେ ଆଜି ସମ୍ବଲପୁର ବିଜେପି ର ହୀରାକୁଦ ମଣ୍ଡଳ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ…
କରୋନା : ତାଲିକାରେ ଭାରତର ସ୍ଥାନ ସପ୍ତମ
New Delhi (SPB) ରବିବାରଦିନ ଭାରତକୁ ଏକ ନକାରାତ୍ମକ ଉପଲବ୍ଧି ହାସଲ ହୋଇଛି | କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ହୋଇଥିବା ରାଷ୍ଟ୍ରମାନଙ୍କ ତାଲିକାର ସପ୍ତମ ସ୍ଥାନରେ ପହଂଚିଯାଇଛି, ସପ୍ତାହକ ଭିତରେ ପ୍ରାୟ ୫୦୦୦୦ କରୋନା ଆକ୍ରାନ୍ତକୁ ଯୋଡି |
୨୫ ମେ ରେ ଭାରତ ଇରାନକୁ ପଛରେ ପକାଇ…
ଭାଙ୍ଗିଗଲା ଯୋଡି, ୱାଜିଦ ଚାଲିଗଲେ ଛାଡି
ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଯୋଡିକୁ ଭାଙ୍ଗିଦେଲା କରୋନା ! ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ୱାଜିଦ ଖାଁ (42)ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି କରୋନାରେ | ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଯାଇଛି | ଆଉ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ…
“ଓଡିଶା ମୋ ପରିବାର” ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ
ପ୍ରବାସୀ ଶ୍ରମିକ ମାନଙ୍କ ସକାଶେ ଖୋଲା ଯାଇଥିବା ସହାୟତା କେନ୍ଦ୍ରରେ କାର୍ଯ୍ୟର କଲେ ସମୀକ୍ଷା l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ମହାମାରି କରୋନା ପ୍ରଭାବରେ ଲକାଡାଉନ ପାଇଁ ବାହାର ରାଜ୍ୟରେ ସବୁ କାମବନ୍ଦ ହୋଇଯାଇଥିବାରୁ ସେଠାରୁ ପ୍ରତି ଦିନ ଜାତୀୟ ରାଜପଥ ୫୩ ଦେଇ ଶହ ଶହ ସଂଖ୍ୟାରେ…