Sign in
Sign in
Recover your password.
A password will be e-mailed to you.
ରାଜ ସୁନାଖଳା ମହୋତ୍ସବ ସମ୍ପାଦକଙ୍କ ପିତୃ ବିୟୋଗରେ ଶୋକସଭା
ନୟାଗଡ଼ (ବିଶ୍ୱଜିତ ନାୟକ )- ନୟାଗଡ ରାଜ ସୁନାଖଳା ମହୋତ୍ସବ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଙ୍କ ପିତା ତଥା ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ସ୍ବର୍ଗତ ରବୀନ୍ଦ୍ର କୁମାର ପ୍ରଧାନ ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଶୋକସଭା ଅନୁଷ୍ଠିତ ହୋଇଛି ।ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇଥିବା…
ଗରଗରା ଖାପ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ ହେଲା ପୋଲ ଗୟଳ
ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ
ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧି ରକ୍ଷାକୁ ମୁଖ୍ୟ ପ୍ରଶାସକଙ୍କ ଗୁରୁତ୍ୱ
ରଥ ତିଆରି କାର୍ଯ୍ୟରେ ନିୟୋଜିତ ସେବକମାନଙ୍କ ନିଷ୍ଠାପୂର୍ଣ କାର୍ଯ୍ୟକୁ ପ୍ରଶଂସା
ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ…
ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଦ୍ଵିତୀୟ ଥର ରକ୍ତ ଦାନ ଶିବିର
ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର୍,ଭୁକ୍ତା ରେ ଦ୍ଵିତୀୟ ଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିରରେ ବରଗଡ ରକ୍ତ ଭଣ୍ଡାର କୁ ୩୨ ୟୁନିଟ୍(୪ ଜଣ ମହିଳା ଓ ୨୮ ଜଣ ପୁରୁଷ ରକ୍ତ ଦାତା) ରକ୍ତ…
ମାନୁନାହାନ୍ତି ଅମାନିଆ : ଗଳା ବାଟରେ ଚାଲିଛି ଆନ୍ତଃରାଜ୍ୟ ଗମନାଗମନ
ଚିରାଲ ନାଲା ପାର କରି ଏପଟ ସେପଟ ହେଉଛନ୍ତି ଛତିଶଗଡ-ଓଡିଶା ବାସିନ୍ଦା
ଝାରବନ୍ଧ/ମନୋହର ଦାଶ :କରୋନା ରୋଗ ର କୌଣସି ଟିକା କିମ୍ବା ଔଷଧ ବାହାରି ନ ଥିବା ବେଳେ କେବଳ ଲକ୍ଡାଉନ ଏକ ମାତ୍ର ଔଷଧ ପାଲଟିଛି ।ସେଥି ପାଇଁ ସରକାର ୫ମ ପର୍ଯ୍ୟାୟ ରେ ଲକଡାଉନ ବଢାଇଛନ୍ତି। କରୋନା ସଂକ୍ରମଣର ଶୃଂଖଳା…
ରାତ୍ରୀ କାଳୀନ କର୍ଫ୍ୟୁରେ ସରକାର କଲେ ସାମାନ୍ୟ ସଂଶୋଧନ
ସନ୍ଧ୍ୟା ୭ରୁ ସକାଳ ୭ ବଦଳରେ ସନ୍ଧ୍ୟା ୭ରୁ ସକାଳ ୫
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହେଲା ଆଦେଶନାମା
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ମଇ ୩୧ରେ ଲକ୍ ଡାଉନ୍-୪ ଶେଷ ହେବା ପରେ ଜୁନ୍ ୧ ତାରିଖରୁ ଦେଶରେ ପର୍ଯ୍ୟାୟ କ୍ରମେ ଅନଲକ…
ଲାକଡାଉନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ବେନିୟମ ଓ ଜୋରଜବରଦସ୍ତ ଋଣ ଆଦାୟକୁ ନେଇ ବିରୋଧ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସରକାର ମହିଳା ମାନଙ୍କ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରେଇବା ପାଇଁ ବହୁତ ଯୋଜନା କରିଛନ୍ତି । ସେଥି ମଧ୍ୟରୁ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ଗୋଷ୍ଠୀ (ଗ୍ରୁପ) ତିଆରି କରି ବିଭିନ୍ନ ପ୍ରକାର ବ୍ୟବସାୟ କରିବା ପାଇଁ ସୁଯୋଗ ଦେଇଛନ୍ତି । ସମ୍ବଲପୁର ର ବହୁତ…
ରାଜ୍ୟବାସୀଙ୍କୁ ତାଗିଦ କଲେ ଡିଜିପି : ନିୟମ ନମାନିଲେ ଆବଶ୍ୟକ ସ୍ଥଳେ ବାଂଧିବୁ
ମାସ୍କ ପିନ୍ଧିବା, ଛେପ ନପକାଇବା ତଥା କର୍ଫ୍ୟୁକୁ ମାନିବାକୁ ଦେଲେ ଚେତାବନୀପୁର୍ଣ ପରାମର୍ଶ
ରାତ୍ରିକାଳୀନ କର୍ଫ୍ୟୁ : କେନ୍ଦ୍ର ସରକାରଙ୍କ ନିୟମ ନୁହେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ
ଭୁବନେଶ୍ୱର: କରୋନା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସମସ୍ତ…
ସମସ୍ତେ ମିଳିମିଶି ଗାନ କଲେ ‘ବନ୍ଦେ ଉତ୍କଳ ଜନନୀ’
http://www.youtube.com/watch?v=ud7lsveg3VI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ଦେଶରେ ଚାଲିଛି କରୋନା ବିରୋଧରେ ସଂଗ୍ରାମ । ଓଡିଶା ସରକାର ବି ଏଇ ଭୁତାଣୁ ବିରୋଧରେ ସଶକ୍ତ ଲଢେଇ ଜାରି ରଖିଛନ୍ତି । ବାସ୍ତବିକ ଗ୍ରାଉଣ୍ଡ ଜିରୋରେ ଏ ଲଢ଼େଇକୁ ଜୀବନ ବାଜି ଲଗେଇ ଲଢ଼ୁଛନ୍ତି…
ପୁଣି ସୁସ୍ଥ ହେଲେ ୧୧୯ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ କରୋନା ପଜିଟିଭ ସଂଖ୍ୟା ୨,୧୦୪ରେ ପହଁଚିଥିବା ବେଳେ ପୁଣି ଆଜି ସୁସ୍ଥ ହୋଇଛନ୍ତ ୧୧୯ ଜଣ | ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୦ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧,୨୪୫ ରେ ପହଂଚିଛି |ଆଜି…
ଉପକାରାଗାରକୁ ୫ଟି କୁଲର ଦାନ କଲେ ପାଟଣାଗଡ ବିଧାୟକ
ପାଟଣାଗଡ/ ବିମଳ କୁମାର ବାଗ: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଅସହୟ ଗୁଲୁଗୁଲି ଅନୁଭୁତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୂର୍ଯ୍ୟର ପ୍ରଖର କରିଣ ଯୋଗୁଁ ଦିନ ୧୦ ପରେ ଅତ୍ୟଧିକ ତାପମାତ୍ରା ବଢିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି ।…