କରୋନା ବ୍ୟବସ୍ଥା ଓ ଅର୍ଥ ବରାଦ ସଂପର୍କିତ ପଂଚାୟତ ୱାରୀ ତଥ୍ୟ ମାଗିଲା ବିଜେପି 

 ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ: ରାୟଗଡ ଜିଲ୍ଲା ଗୁଣପୁର ବିଜେପି କର୍ମକର୍ତାଙ୍କଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରତିନିଧି ଶ୍ରୀ ୱାଇ.ଗଣପତିଙ୍କ ନେତ୍ତୃତ୍ୱରେ ରାୟଗଡା ଏବଂ କୋରାପୁଟ ଜିଲ୍ଲାର…

ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାରେ ମୋଦିଙ୍କ ବୋଲବାଲା : ଲୋକପ୍ରିୟତା ୯୫ %ରୁ ଅଧିକ 

 ସାରାଦେଶରେ ୬୨ % କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟି ପ୍ରକାଶ  ଅଣବିଜେପି ଶାସିତ ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ଅଧିକ  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଭାବେ ଓଡିଶାବାସୀଙ୍କ ବାସୀଙ୍କ ପାଇଁ ପ୍ରଥମ ପସନ୍ଦ ତଥା ଲୋକପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ହେଲେ…

ବଡବିଲରେ ଦ୍ଵିତୀୟ  କରୋନା ସଂକ୍ରମିତ ଚିହ୍ନଟ 

ବଡ଼ବିଲ (ଶାସକ ପ୍ରଶାସକ)  ବଡବିଲରେ ଦ୍ଵିତୀୟ କରୋନା ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବଡବିଲ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ବୟସ ୨୫ ବର୍ଷ ହୋଇଥିବା ଜଣାପଡିଛି। ସେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ।  ସେ ହାଇଦ୍ରାବାଦରୁ ଏକ…

ଉପରାଜ୍ୟପାଳଂକ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ 

ନୂଆଦିଲ୍ଲୀ(ଏସପିବି) - ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି | ଏ ବିଷୟ ଉପରାଜ୍ୟପାଳଙ୍କ ଦପ୍ତର ପକ୍ଷରୁ ସୂଚନା ଦିଆଯାଇଛି | 

ପଙ୍ଗପାଳ ଆତଙ୍କ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ

ଶାସକ ପ୍ରଶାସକ / ଭୁବନେଶ୍ୱର : କରୋନା ଆତଙ୍କ ଜାରି ରହିଥିବା ବେଳେ ଏବେ ମୁଣ୍ଡବିନ୍ଧା ସାଜିଛି ପଙ୍ଗପାଳଙ୍କ ଅଜଣା ଭୟ | ଚାଷୀବି ଚିନ୍ତାରେ, କୃଷି ବିଭାଗ ବି ପରିସ୍ଥିତି ମୁକାବିଲା ପାଇଁ ପ୍ରସୂତି ଜାରି ରଖିଥିବା ବେଳେ  ଆଜି ଖୋଦ ମୁଖ୍ୟମନ୍ତ୍ରୀଙ୍କ   କାର୍ଯ୍ୟାଳୟରେ ରାଜ୍ୟରେ ସମ୍ଭାବ୍ୟ…

ସୁସ୍ଥ ହେଲେ ୮୦ ଜଣ 

ଭୁବନେଶ୍ୱର : ଆଜି କରୋନା ଜାଲରୁ ମୁକୁଳିଛନ୍ତି ୮୦ ଜଣ  | ସେମାନଙ୍କ ମଧ୍ୟରେ ଅଛନ୍ତି ପୁରୀରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, ମାଲକାନଗିରିରୁ ୧୬ କଟକରୁ 7 ଜଣ,  କଟାକରୁ ୭ଜଣ, ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାରୁ ୩ଜଣ ଲେଖାଏ,  ଗଂଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨…

ଯିଏ ଯାହା କହୁଥାଉ ପଛେ, ନବୀନ ପୁଣି ନମ୍ବର୍ ୱାନ

ଟାଇମ୍ସ ଅଫ ଇଣ୍ଡିଆ ଓ ସି ଭୋଟର୍ସ ସର୍ଭେରେ ନବୀନ  ଟପ ଏଇଟ ତାଲିକାର ଶୀର୍ଷରେ ଭୁବନେଶ୍ୱର( ଶାସକ ପ୍ରଶାସକ) ଯିଏ ଯାହା କୁହନ୍ତୁ, ବିରୋଧୀ ଯେତେ ସମାଲୋଚନା କରନ୍ତୁ ପଛକେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଗ୍ରାଫର ଉପରୁ ତଳକୁ ଆସିବା ନା ଧରୁନି । ଏ କରୋନା ଲଢେଇ…

ସେସୁରେ ଟାଟାର ବଡଭାଇ ଭାଗ : ହେଲା ୫୧% ମାଲିକ 

    ସେସୁ ବଦଳରେ ନାଁ ହେଲା  ଟାଟା ପାଓ୍ୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିସଟ୍ରିବୁସନ ଲିଃ ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର କଲେ ସରକାର  ୯ ଜଣିଆ ବୋର୍ଡ ଅଫ୍ ଡ଼ାଇରେକ୍ଟରସରେ ଟାଟାର ୫ ଏବଂ ସରକାରଙ୍କ୪ ଡ଼ାଇରେକ୍ଟର  ଭୁବନେଶ୍ୱର : ସେସୁରେ ବଡଭାଇ ଭାଗ…

ଟିଟିଲାଗଡ ରେ ରାସନ୍ ସାମଗ୍ରୀ ବଣ୍ଟନ ଓ କରୋନା ସହାୟତା ରାଶିକୁ ନେଇ ଅନିୟମତତା। 

ଟିଟିଲାଗଡ(ଗୌରବ ଦର୍ଜୀ):କରୋନା ମହାମାରୀ ସମଗ୍ର ଦେଶ କୁ ଗ୍ରାସ କରି ସାରିଛି। ପ୍ରାୟ ଦୁଇ ମାସ ରୁ ଅଧିକ ସମୟ ହେବ  ସାରା ଭାରତ ରେ ତାଲାବନ୍ଦ ଚାଲିଥିବା ବେଳେ କେନ୍ଦ୍ର ସରକାର ଭାରତ ର ଜନସାଧାରଣ କିପରି ଭୋକିଲା ରହିବେ ନାହିଁ ସେଥି ପ୍ରତି ଧ୍ୟାନ ଦେଇ ପ୍ରତି ରାସନ୍ କାର୍ଡ କୁ ଏକ ହଜାର…

୨୪ ଘଣ୍ଟା ଭିତରେ ୧୪୧ ଜଣ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ପଜିଟିଭ  ୨,୨୪୫ ରେ ପହଂଚିଛି ଗତ ୨୪ ଘଣ୍ଟା ଭିତରେ ୧୪୧ ଜଣ ନୂଆ କରୋନା ପଜିଟିଭ ସହ | ସକ୍ରିୟଙ୍କ ସଂଖ୍ୟା ୯୯୧ରେ ପହଁଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧,୨୪୫ | ମୃତକଙ୍କ ସଂଖ୍ୟା ରହିଛି ୭ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଅନୁଗୋଳରୁ…