Sign in
Sign in
Recover your password.
A password will be e-mailed to you.
ଜିଲ୍ଲାରେ ସପ୍ତାହାନ୍ତ ଦି ଦିନିଆ ଲକ ଡାଉନ : ମାସ୍କ ବାଧ୍ୟତାମୂଳକ, ବାହାରେ ଛେପ ଖଙ୍କାର ପକାଇବା ମନା -ଜିଲ୍ଲାପାଳ
ବଲାଙ୍ଗୀର(ନିରୋଜ ମିଶ୍ର) : ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିନେମା ହଲ୍, ଜିମ୍ନାସିୟମ୍, ସୁଇମିଂ ପୁଲ୍, ଆମୋଦ ପାର୍କ, ସପିଂ ମଲ୍, ବାର୍, ଥିଏଟର, ଅଡିଟୋରିୟମ୍ ବନ୍ଦ ରହିବା କୌଣସି ପ୍ରକାର ଉତ୍ସବ, ଅନୁଷ୍ଠାନ,…
“ଲୋକ ଆପଣଙ୍କ କଥା ରଖିଲେ, ଆପଣ ବି ଗୋଟେ କଥା ରଖନ୍ତୁ”
ଭୁବନେଶ୍ୱର (ଶାସକ ପ୍ରଶାସକ) : "ଆପଣଙ୍କ ଡାକରାକୁ ଦଳମତ, ଆର୍ଥିକ ସ୍ଥିତି ବା ବର୍ଗରୁ ଊର୍ଧ୍ୱରେ ରହି ଲୋକ ସମର୍ଥନ ଦେଲେ | ସମସ୍ତେ ଆପଣଙ୍କ କଥା ରଖି ବନ୍ଦେ ଉତ୍କଳ ଜନନୀ ଗାଇଲେ | ହେଲେ ଆପଣ ବି ଏବେ ସେମାନଙ୍କ ଗୋଟେ କଥା ରଖିବାକୁ ପଡିବ | ସରକାରୀ ସହାୟତା ବଣ୍ଟନରେ ପାତର ଅନ୍ତର…
ଧାନର ସର୍ବନିମ୍ନ ସହାୟକ ବଢି ହେଲା ୧୮୬୮ ଟଙ୍କା : କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
ରାଜ୍ୟ ବିଜେପିର ସ୍ୱାଗତ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଜଣାଇଲା ଧନ୍ୟବାଦ୍
ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଅଛି । ବିଶେଷ ଭାବେ କୃଷି ଓ ଏମଏସ୍ଏମଇ କ୍ଷେତ୍ର ପାଇଁ ନିଆଯାଇଥିବା ନିଷ୍ପତି ଅତ୍ୟନ୍ତ…
ସୋସିଆଲ ୱେଲଫେୟର ଅର୍ଗାନେଯେସନ୍ ଧର୍ମଗଡ଼ ପକ୍ଷରୁ ରକ୍ତଦାନ ଶିବିର
ଧର୍ମଗଡ /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରକ୍ତର ଅଭାବ ବହୁତ ମାତ୍ରାରେ ଦେଖାଦେଇଛି କରୋନା ସଂକ୍ରମଣ ଏବଂ ଲକ୍ଡାଉନ୍ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତଭଣ୍ଡାରେ ରକ୍ତ ସଙ୍କଟ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି। ଏପରି ସମୟରେ ରକ୍ତ ର ଆବଶ୍ୟକ…
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ୨୬୪୯ କୋଟି ଟଙ୍କାର ଫସଲ ଋଣ
ଗତବର୍ଷ ଆଜି ଦିନ ତୁଳନାରେ ୧୧୭ ପ୍ରତିଶତ ଅଧିକ
ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ଭୂତାଣୁ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ଚାଷୀମାନଙ୍କୁ କୃଷି କାର୍ଯ୍ୟ ଆଗେଇ ନେବା ପାଇଁ ସମବାୟ ବ୍ୟାଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଫସଲ ଋଣକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସମବାୟ…
“ଜଳ ଜୀବନ ଅଭିଯାନ” (ହର ଘର ଜଲ) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ 812 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ଏସପିବି) “ଜଳ ଜୀବନ ଅଭିଯାନ” ମାଧ୍ୟମରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀଙ୍କ ଘରେ ପାନୀୟ ଜଳ ଯୋଗାଇ ଦେବାଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପାଇପ ଯୋଗେ ପ୍ରତ୍ୟେକ ପରିବାରଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଜଳ ନିୟମିତ ତଥା ଦୀର୍ଘକାଳୀନ…
ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ନାୟିକା ଉଠିଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଷାଢ଼ ଶୁକ୍ଳ ତୃତୀୟା ତିଥିରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ନିମନ୍ତେ ବାରିପଦା ଦେବୋତ୍ତର ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହାୟତାରେ ରଥ…
କ୍ୟାବିନେଟ ବୈଠକ : ୧୪ ବର୍ଷ ପରେ ପ୍ରଥମ ଥର ସଂଶୋଧିତ ହେଲା ଏମଏସଏମଇର ପରିଭାଷା
ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
• ଏମଏସଏମଇ, ଉଠାଦୋକାନୀ ଓ କୃଷକଙ୍କ ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ
• ମଧ୍ୟମ ୟୁନିଟଗୁଡ଼ିକ ପାଇଁ ନିବେଶ ସୀମା 50 କୋଟି ଓ କାରବାର ସୀମା 250 କୋଟି ଟଙ୍କାକୁ ବୃଦ୍ଧି
•…
ହୀରାକୁଦରେ ଜୀବନବିନ୍ଦୁ, ୩୨ ୟୁନିଟ ସଂଗୃହିତ l
ସମ୍ବଲପୁର,(ରମାକାନ୍ତ ବିଶ୍ଡାଲ ) : ଲକଡ଼ାଉନ କଟକଣା ଯୋଗୁଁ ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଅଭାବକୁ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ହୀରାକୁଦର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ…
ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୧, ସାବଧାନ୍ ! ଜମନକିରା ବ୍ଲକ ଛୁଁଇଲା କରୋନା !
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ୨ ଯୁବକ ଜଣଙ୍କ ବୟସ ୨୦ ଏବଂ ଜଣେ ଯୁଜୋମୁରା ବ୍ଲକ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟ ଜଣକ ଜମନକିରା ବ୍ଲକ ବଡ଼ରମା ସ୍ଥିତ…