ହାତୀକୁ ସ୍ୱାଗତ, ମେସିନକୁ ବିରୋଧ

ପୁରୀ(ଅନିମେଶ ପଟ୍ଟନାୟକ) : ଭକ୍ତ  ଶୂନ୍ୟ ରଥଯାତ୍ରାକୁ ନେଇ ଚାଲିଛି ମାନସ ମନ୍ଥନ । ତିନି ରଥକୁ ହାତୀ କିମ୍ବା  ମେସିନ ଲଗାଇ ଟାଣିବାକୁ ସେବାୟତ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି । ହେଲେ ଚୁଡାନ୍ତ ହୋଇ ପାରୁନି ନିଷ୍ପତ୍ତି। ସେପଟେ ରଥକୁ ହାତୀ ଲଗାଇ ଟାଣିବା କଥାକୁ ସ୍ୱାଗତ କରିଛନ୍ତି…

ଆଜି ସୁସ୍ଥ ହେଲେ ୧୧୪ ଜଣ 

ଭୁବନେଶ୍ୱର : ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୧୪ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୦୮ରେ ପହଂଚିଛି | ଆଜି ସୁସ୍ଥଙ୍କ ମଧ୍ୟରେ 30 ଜଣ ସୁନ୍ଦରଗଡରୁ, 23 ଜଣ ଖୋର୍ଦ୍ଧାରୁ, 17 ଜଣ ଗଂଜାମରୁ, ୧୧ ଜଣ କଟକରୁ, 10 ଜଣ  ମୟୁରଭଞ୍ଜରୁ, 8 ଜଣ ଗଜପତିରୁ, 5 ଜଣ ବରଗଡରୁ , 4 ଜଣ  ନୟାଗଡରୁ 3 ଜଣ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା 

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଛନ୍ତି  | ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ଝୁଲନ୍ତା ଅବସ୍ଥାରେ ମିଳିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଲେ ସୁପରଷ୍ଟାର ଅକ୍ଷୟ କୁମାର ଏ ବିଷୟରେ ଟୁଇଟ କରିଛନ୍ତି |  ସୁଶାନ୍ତଙ୍କ ଏଭଳି…

ଗଂଜାମରେ ପୁରା ଲକ ଡାଉନ 

ଗଂଜାମ/ବୁଗୁଡ଼ା( ଡ଼ କୁମୁଦ ଚନ୍ଦ୍ର ବେହେରା) : ଜିଲ୍ଲାରେ ପ୍ରବାସୀଙ୍କ ଆଗମନ ଯୋଗୁ ବୃଦ୍ଧି ପାଇଥିବା କରୋନା ପଜିଟିଭ ସଂଖ୍ୟା ପରିପ୍ରେକ୍ଷୀରେ   ଆଶଙ୍କିତ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମ୍ପୂର୍ଣ ଗଂଜାମ ଜିଲାରେ ଜୁନ ୩୦ ପର୍ଯ୍ୟନ୍ତ ଟୋଟାଲ ଲକ ଡାଉନ ବା ପୁରା ତାଲା ବନ୍ଦ…

ଝାରବନ୍ଧ ପଂଚାୟତରେ ୨ ପଜିଟିଭ : ୩ ପଂଚାୟତ ସଟଡାଉନ କଲେ ସରପଂଚ 

 ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଝାରବନ୍ଧ ପଂଚାୟତ ଓ କନ୍ଦାଡଙ୍ଗର ପଂଚାୟତରେ ଜଣେ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଝାରବନ୍ଧ ପଞ୍ଚାୟତକୁ ସରପଞ୍ଚ ସଟଡାଉନ କରିଦେଇଛନ୍ତି । କନ୍ଦାଡଙ୍ଗରର ସରଗୁଳ ଗାଁରୁ ଚିହ୍ନଟ ହୋଇଥିବା ପଜିଟିଭ ଜଣକ ସ୍ଥାନୀୟ…

ଆଜି ଚିହ୍ନଟ ହେଲେ ୧୮୬  କରୋନା ପଜିଟିଭ, ଜଣକର ବି ପ୍ରାଣହାନୀ

ଏନଡିଆରଏଫ /ଓଡିଆରଏଫ/ ଅଗ୍ନିଶମ ସେବାର ୧୩ ଜଣ ବି ଆକ୍ରାନ୍ତ. ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୮୬ କରୋନା ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୧୭୧ ଜଣ ସଂଗ ରୋଧକେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଅଂଚଳରୁ | …

ସେବାୟତଙ୍କୁ ଦିଆଯିବ ବାନ୍ଧ ବସ୍ତ୍ରରେ ତିଆରି ସ୍ବତନ୍ତ୍ର ମାସ୍କ 

ଭୁବନେଶ୍ୱର (ଶାସକ ପ୍ରଶାସକ):  ହସ୍ତତନ୍ତ ସାମଗ୍ରୀ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୟନିକାକୁ ମିଳିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାର ଅପୂର୍ବ ସୁଯୋଗ। ସେବାୟତମାନଙ୍କୁ ବାନ୍ଧ ବସ୍ତ୍ରରେ ତିଆରି ହୋଇଥିବା ସ୍ବତନ୍ତ୍ର ମାସ୍କ ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ…

ଗୋଟିଏ ଦିନରେ ୧୧,୯୨୯ ଆକ୍ରାନ୍ତ, ୩୧୧ ମୃତ 

ନୁଆଦିଲ୍ଲୀ(ଏସପିବି) : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଗତକାଲି ୧୧୪୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଜି ସଂଖ୍ୟାରେ ପ୍ରାୟ ୫୦୦ ବୃଦ୍ଧି ହୋଇଛି | ଆଜି ଦେଶରେ ଚିହ୍ନଟ ହୋଇଥିବା କରୋନା ସଂଖ୍ୟା ୧୧,୯୨୯ | ଆଜି ସୁଦ୍ଧା ଦେଶରେ…

କରୋନାର ଆତଙ୍କ ଭିତରେ ଆସନ୍ନ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି 

ଗଜପତି ଜିଲ୍ଲାସ୍ତରୀୟ ମକ୍ ଡ୍ରିଲ୍ ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା  କରୋନା ସତର୍କତାର ସହ ମକ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଲେ ଗଜପତି ଜିଲ୍ଲାପାଳ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାସ୍ତରୀୟ ମକ୍‌ ଡ୍ରିଲ୍ ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।…

ଗଜପତି ଜିଲ୍ଲାପାଳଙ୍କ “ସମ୍ପୂର୍ଣ୍ଣ ମାସ୍କ ଗ୍ରାମ ” ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାରୁ ନିଜକୁ ଦୂରେଇବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ହୋଇଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ଜିଲ୍ଲାର ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଏକ ଯୋଜନା ଆରମ୍ଭ କରିଛନ୍ତି ଯାହାର ନାମ " ସମ୍ପୂର୍ଣ୍ଣ ମାସ୍କ ଗ୍ରାମ" ଅଭିଯାନ।  …