ଚବିଶି ଘଂଟାରେ ୬୫,୦୦୨  ଆକ୍ରାନ୍ତ, ଯାଇଛି  ୯୯୬ ଜୀବନ 

0

 ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୫,୦୦୨   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୯୬  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୫,୨୬,୧୯୩ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୬୮,୨୨୦   ଜଣ |  ଏ ଯାବତ ଦେଶରେ ୧୮,୦୮,୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୪୯,୦୩୬ ରେ ପହଂଚିଛି | 

Leave A Reply

Your email address will not be published.