ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ରିଲିଫ ସାମଗ୍ରୀ ଓ ମାକ୍ସ ବଣ୍ଟନ 

ବରଗଡ :- ସ୍ବେଛାସେବୀ ସଂସ୍ଥା ପଲ୍ଲୀ ଆଲୋକ ପାଠାଗାର ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ଶିଶୁ ସୁରକ୍ଷା ଓ ଅପପୃଷ୍ଟି ଉପରେ ବିଗତ ଅନେକ ବର୍ଷ ହେବ କାମ କରି ଆସୁଛି । ବର୍ତ୍ତମାନ ଦେଶରେ ଲାଗିରହିଥିବା କୋରୋନା ସଂକ୍ରମଣ ସମୟରେ ଏହି ସଂସ୍ଥା ପ୍ରତ୍ୟକ୍ଷ  ଭାବରେ କିଛି ଅନ୍ତରାଷ୍ଟ୍ରୀୟ…

ନବୀନଙ୍କ ସହ କଥା ହେଲେ ଲକ୍ଷ୍ମୀନିଵାସ : ଓଡ଼ିଶାରେ କରିବେ ୨୦୦୦କୋଟି ପୁଞ୍ଜିନିବେଶ  

କୋବିଦ ୧୯ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ମିତ୍ତଲ   ଭୁବନେଶ୍ୱର : ବିଶ୍ୱର ଷ୍ଟିଲ ଜିଆଣ୍ଟ ଭାବେଜଣାଶୁଣା  ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ…

ପୂର୍ବ ତଟ ରେଳପଥ ୫୫୮ଟିରୁ ଉର୍ଦ୍ଧ୍ବ  ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି

• ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଛି ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ । • ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ରାଜ୍ୟକୁ ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପଠାଯାଇଛି । • ୩୦୬ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରିଛି । • ୨ ଲକ୍ଷ ୫୦…

 ମୟୂରଭଞ୍ଜ : ୩୮ତମ ଦିନରେ ୧୯ଟି ଜିଲ୍ଲାକୁ ଛୁଇଁ ସେଞ୍ଚୁରୀ ମାରିଲା କରୋନା

 ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୭ଜଣ  ପ୍ରଥମ ଥର ଖୁଣ୍ଟା, କୁଳିଅଣା ଓ ରରୁଆଁ ବ୍ଲକକୁ କରୋନା ଛୁଇଁଲା ଡ଼ୁକୁରା ବଜାର ସହିତ ଆଖପାଖ ଅଞ୍ଚଳ ୭୨ ଘଣ୍ଟା ସଟ୍ ଡ଼ାଉନ ଘୋଷଣା କଲେ ସରପଞ୍ଚ ବାରିପଦା(ଦିଲୀପ ମହାନ୍ତି )-କପ୍ତିପଦା ବ୍ଲକରୁ ମୟୁରଭଞ୍ଜ ଜିଲ୍ଲାରେ ମଇଦାନକୁ ଓହ୍ଲାଇଥିବା କରୋନା ଆଜି…

ଇଡ଼କୋର ପୂର୍ବତନ ସିଏମଡ଼ି ଇଂ ଏଲ୍.ଏନ୍ ବାରିକଙ୍କ ପରଲୋକ

Bhubabeswar/shasak prashasak : 'ଇଡକୋ'ର ପୂର୍ବତନ ସିଏମଡି ତଥା 'ଆର ଆଣ୍ଡ୍ ବି'ର ପୂର୍ବତନ ଚିଫ୍ ଇଂଜିନିୟର ଲକ୍ଷ୍ମୀନାରାୟଣ ବାରିକଙ୍କର ଆଜି ସକାଳେ ପରଲୋକ ଘଟିଛି। ଭିତ୍ତିଭୂମି  ନବନିର୍ମାଣର ସେ ଜଣେ ପ୍ରମୁଖ ବିନ୍ଧାଣି ଥିଲେ। ଉଭୟ ଜାନକୀବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କର…

ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ

ନୂଆପଡା(ଅମିତ ପୁରୋହିତ) ; ସ୍ୱତନ୍ତ୍ର ଟ୍ରେନ ଓ ବସ  ଯୋଗେ ନିଜ ଭିଟାମାଟି କୁ ଫେରୁଥିବା ପ୍ରବାସୀଙ୍କୁ ଜିଲ୍ଲାର ବିଭିନ୍ନ ସଂଘରୋଧ କେନ୍ଦ୍ରରେ ୭ ଦିନ ରଖିବାର ବ୍ୟବସ୍ଥା ସରକାର କରିଛନ୍ତି । ସେଠାରେ ତାଙ୍କ ପାଇଁ  ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିବା ପାଇଁ  ନିଦେ୍ର୍ଧଶ ରହିଛି । ନୂଆପଡା…

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା 

ପଦ୍ମପୁର : ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ର ବିଭିନ୍ନ ମୋର୍ଚ୍ଚା ମାନଙ୍କରେ ନୂତନ ଚେହେରା ମନୋନୀତ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ର ଲଢୁଆ ନେତା ତଥା ଓଡିଶା ବିଧାନସଭାରେ ପୂର୍ବରୁ ଶ୍ରେଷ୍ଠ ବିଧାୟକ ଭାବରେ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିବା ପଦ୍ମପୁର ବିଧାନସଭା ମଣ୍ଡଳୀ ର…

ପୋଖରୀରେ ବୁଡି ହାତୀଛୁଆ ମୃତ୍ୟୁ ଘଟଣା :  ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ

 କୁଆଁରମୁଣ୍ଡା ରେଞ୍ଜର ଏବଂ ଫରେଷ୍ଟର ଙ୍କୁ କାରଣ ଦର୍ଶାଅ ନୋଟିସ ସୁନ୍ଦରଗଡ /ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ)  ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କିଷାନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦୁଇ ଦିନ ହେବ ପେଟ୍ରୋଲ ପମ୍ପ ସମ୍ମୁଖରେ…

ସୁସ୍ଥ ହେଲେ ଆଉ ୧୨୦ ଜଣ ,  ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ 

 ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୦ ଜଣ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ | ସେମାନଙ୍କ ମଧ୍ୟରେ ଗଂଜାମରେ ୩୩, ଗଜପତି ରେ ୧୮, ସୋନପୁରରେ ୧୩, ବାଲେଶ୍ୱରରେ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରେ ୮ ଜଣ ଲେଖାଏ, ମୟୁରଭଞ୍ଜରୁ ୭ ଜଣ , ୪ ଜଣ କଟକରୁ ଓ  ଯାଜପୁର, ନୟାଗଡ ଏବଂ…