ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଇଡକୋ ସିଏମଡି, ଇପିକଲର ପ୍ରତିନିଧି ମଣ୍ଡଳି ଓ ନାଲକୋ ସିଏମଡିଙ୍କ ସହ କଲେ ଆଲୋଚନା • ଏହି ପ୍ରକଳ୍ପ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ବଢାଇବ • ରାଜ୍ୟରେ ଖଣିଜ କ୍ଷେତ୍ରର ବିକାଶ କରିବା ସହ ଓଡିଶାର ଅର୍ଥନୀତିକୁ ମଜବୁତ କରିବ • ମୋଦି ସରକାର ଓଡିଶାର ବିକାଶ ଏବଂ…

ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣା:  ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

ଆସାମ,(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଆସାମର ବାଗଜାନ ଠାରେ ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଆସନ୍ତାକାଲି ଆସାମର…

ପଥର ଖାଦାନ ଲିଜ୍ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଭେଟିଲେ  ଗ୍ରାମବାସୀ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ସମ୍ବଲପୁର ଜିଲ୍ଲା  ରେଢାଖୋଲ ତହସିଲ୍ ତରଫରୁ  ବଂଶାଜାଲ ଗ୍ରାମପଞ୍ଚାୟତର ସରପାଳ ଗ୍ରାମରେ ପଥରଖାଦାନ ଲିଜ୍ ଦେବାକୁ ନୋଟିସ ଜାରି ହେବା ପରେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ…

 ବରଷା ଦେଖି ଯେ ବୁଲାଏ ଛତା, ସିଏ ତ ବୋଲାଏ ଅସଲ ନେତା 

କାଲି ବିଜେଡ଼ିର ହାତ ଛାଡ଼ି ବିଜେପିରେ ମିଶିବା ପରେ ଆଜି ପୁଣି ବିଜେଡ଼ିରେ  ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜିର ରାଜନୀତିରେ ସବୁ କିଛି ସମ୍ଭବ । ନୀତି ଆଦର୍ଶ ବୋଲି ଗୋଟାଏ ଶବ୍ଦ  ଥିବା ଭଳି ମନେ ହୁଏ ନାହିଁ । ଚାଲିଛି ଏଡ଼ାଳରୁ ସେ ଡ଼ାଳକୁ ଡ଼ିଆଁ ଡେ଼ଇଁ ପର୍ବ । ଅବଶ୍ୟ ଯୁଆଡ଼ୁ ବରଷା…

ସସିରାମ (ମୋଚି ) ରୋହିଦାସଙ୍କ ଶବ ନେବ କିଏ 

ଏତେ ସଂଗଠନ, ଏତେ ରାଜନେତା, ସମାଜସେବୀ ଯାହାକୁ ଯେତେ  ସୁନ୍ଦରଗଡ଼:-  ସଦରଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତମ୍ବା ମୁଣ୍ଡିଆ ନାଗ ସାପ

ବାରିପଦା(ଦିଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରୁ ଉଦ୍ଧାର ହେଲା ତମ୍ବା ମୁଣ୍ଡିଆ ନାଗ ସାପ। ତେବେ ଏହି ପ୍ରଜାତିର ସାପଟି ସାଧାରଣତଃ ଘଞ୍ଚ ଜଙ୍ଗଲ ଗଛରେ ଦେଖିବାକୁ ମିଳୁଥିବା ବେଳେ ଏହା ବିଷାକ୍ତ ନୁହେଁ।ଖବର ପାଇ ଅଭିଜ୍ଞ ସାପ ଧରାଳୀ କୃଷ୍ଣଚନ୍ଦ୍ର ଗୋଛାୟତ…

ପ୍ରଶାସନ ଓ ବିଜେଡି ନେତାଙ୍କ ହସ୍ତକ୍ଷେପରେ ପରିବା ମାର୍କେଟ ତରଫରୁ ହରତାଳ ହଟିଲା

ବାରିପଦା(ଦିଲ୍ଲୀପ ମହାନ୍ତି )- -ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଦୈନିକ ପରିବା ହାଟରେ  ତ୍ରିନାଥ ପରିବା ମାର୍କେଟ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଗତ ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ  ୪ ଦିନ ହେଲା ହୋଇଥିବା ହଡତାଳ ଶନିବାର ଦିନ ପ୍ରଶାସନ ଓ ବିଜେଡି ନେତାଙ୍କ ହସ୍ତକ୍ଷେପ ପରେ ସମାଧାନ…

ସାପ କାମୁଡା ରେ ଯୁବକର ମୃତ୍ୟୁ।

ଟିଟିଲାଗଡ (ଗୌରବ ଦର୍ଜି)-: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାରିପଡା ଗ୍ରାମର ମୁରଲି ଜାନୀଙ୍କ ପୁଅ ବିମୁକେସ ଜାନୀ(୨୩)ର ସାପ କାମୁଡାରେ ମୃତ୍ୟୁ ହେଇଛି। ସୂଚନା ଅନୁସାରେ ରାତିରେ ଘରେ ତଳେ ଶୋଇଥିବା ବେଳେ ଏକ କଲର ସାପ ତାଙ୍କୁ କାମୁଡି ଥିଲା।…

ପଲସା ଗଛରୁ ଝୁଲନ୍ତା ଶବ ଉଦ୍ଧାର

ବଙ୍ଗୋମୁଣ୍ଡା(ଖଗପତି) ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମପଞ୍ଚାୟତ ଜଏରପଡା ଗାଁର ନୂଆ ମୁଡା ବନ୍ଧ ପାଖ ଏକ ପଲସା ଗଛରେ ବୃଦ୍ଧା ବ୍ୟକ୍ତିଙ୍କ  ମୃତ ଦେହ ଦେଖିଵାକୁ ମିଳିଛି।ଏନେଇ ବଙ୍ଗୋମୁଣ୍ଡା ପୋଲିସ ଆସି ମୃତ ଦେହ ଉଦ୍ଧାର କରି ପଚରାଉଚରା କରିଥିଲା।ସୂଚନା…

ତାଲାବନ୍ଦ ଗ୍ରାମରୁ ୧୦୦ ଲିଟର ମଦ ସହ ଦୁଇ ଗିରଫ

ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବର୍ତମାନ ସରକାର ରାଜ୍ୟବାସିଙ୍କୁ କରୋନା ଭୁତାଣୁ ରୁ ରକ୍ଷା କରିବା ପାଇଁ ଲକଡାଉନ ଘୋଷଣା ସହ ରାଜ୍ୟରେ ଦେଶି ମଦ ବିକ୍ରି ବନ୍ଦ ଘୋଷଣା କରିଛନ୍ତି । ଏହାରି ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ବିଶେଷ ଲୁଚା ଛପାରେ ବେଆଇନ ମଦ…