ସ୍ୱାଧୀନତା ଦିବସ ଉପଲକ୍ଷେ ବୃକ୍ଷରୋପଣ

ପାଇକମାଲ :- ଆଜି 74 ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପାଇକମାଲ ନାଗରିକ କମିଟି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ପାଇକମାଲ  ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ଠାରୁ ଖଣ୍ଡିଝରଣ ଡେମ ନିକଟସ୍ଥ ଶିବ ମନ୍ଦିର ପର୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ପନ୍ଦର ଫୁଟରେ ଗଛ ଲଗା…

୭୪ ତମ ଜିଲ୍ଲା ସ୍ତରୀୟ  ସ୍ବାଧୀନତା ଦିବସ ସମାରୋହ -୨୦୨୦  ପାଳିତ

http://www.youtube.com/watch?v=jItIdg_60D8&t=44s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ୭୪ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୦ ଅନୁଷ୍ଠିତ ହୋଇ…

କୋଭିଡ ଗାଇଡଲାଇନ୍ ଅନୁସାରେ ଝାରସୁଗୁଡ଼ା ଜିଲ୍ଲାରେ ହେଲା ସ୍ବାଧୀନତା ଦିବସ ପାଳନ ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ମହାମାରୀ କୋରୋନା ଯୋଗୁଁ ଏଥର ସ୍ବାଧୀନତା ଦିବସ ପାଳନ ଛାତ୍ରଛାତ୍ରୀମାନଙ୍କ ବିନା ଉପସ୍ଥିତିରେ ପାଳିତ ହୋଇଛି। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କେବଳ ଶିକ୍ଷକ ଓ ଏସ ଏମ ସି ର ସଭାପତି ବା ସଦସ୍ୟଙ୍କ ଉପସ୍ଥିତିରେ  ପତାକା ଉତ୍ତୋଳନ…

ବାଳକାଟୀ ପିତ୍ତଳ କାରିଗରଙ୍କୁ ସହାୟତାର ହାତ ବଢାଇଲା ରୋଟାରୀ କ୍ଲବ ମିଡୋଜ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନାର ଭୟାବହତା ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ ବାଳକାଟୀ ଅଞ୍ଚଳରେ ସ୍ଥାନୀୟ କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ରୋଟାରୀ କ୍ଲବ ମିଡୋଜ । ବାଳକାଟୀ ଅଞ୍ଚଳର ରଥୀଜେମା ପଞ୍ଚାୟତର ଅଶୀଘର ସାହି ଅଞ୍ଚଳର ବାସିନ୍ଦା ମାନେ ସାଧାରଣତଃ…

ସୋହେଲାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ।।

ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ଜାତୀୟ ଦିବସ ପାଳନ ସମିତି ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ…

ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପଧାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ।। 

ସୋହେଲା(ଶାସକପ୍ରଶାସକ)- ସୋହେଲା ବ୍ଲକ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରିୟ ପଧାନଙ୍କୁ ଆଜି ୭୪ ତମ ସ୍ବାଧିନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପୋ ତାଙ୍କ ବାସଭବନକୁ ଯାଇ ସଂଗ୍ରାମୀଙ୍କୁ ପୁଷ୍ପ…

ସ୍ବାଧୀନତା ଦିବସରେ ଆଜି ଲଗାମଛଡା କରୋନା

ସବୁ ରେକର୍ଡ ଭାଙ୍ଗି ଆଜି ୨୫୦୦ ପାଖାପାଖି ,୮ ଜିଲ୍ଲା ରେ କରୋନା ତିନି ଅଙ୍କରେ  ପ୍ରଥମ ସ୍ଥାନରେ ଖୋରଧା, ୩୦୦ ଉପରେ ଦୁଇ ପଡୋଶୀ ,ଆଜି କରୋନାରେ ୯ ଜଣଙ୍କ ଯାଇଛି ଜୀବନ | ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ, ୨୪ ଘଂଟାରେ ହୋଇଛି ୪୭,୮୮୭ |  ଭୁବନେଶ୍ୱର(ଶାସକ…

କୋବିଡ଼ ଯୋଦ୍ଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା

ବରଗଡ :- କୋବିଡ଼ ଯୋଦ୍ଧା ସାମ୍ବାଦିକ ମାନଙ୍କୁ ଆଜି ପାଇକମାଲ ଆଂଚଳରେ ଦୀର୍ଘ ବର୍ଷରୁ ଲୋକଙ୍କର ସେବା କରି ଆସୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାସ ତରଫରୁ ସମ୍ମର୍ଧନା ଜ୍ଞାପନ କରାଯାଇଥିଲା । ପାଇକମାଲ ତହସିଲ ଅଫିସ ରେ ଏକ ନିରାଡ଼ମ୍ବର ଉତ୍ସଵ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…

ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪  ତମ  ସ୍ୱାଧୀନତା ଦିବସ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪ ତମ  ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଉପଖଣ୍ଡ ସ୍ଥାରୀୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଅନ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ…

ସମଗ୍ର ମାନବଜାତି ପ୍ରତି ଆହ୍ବାନ ସୃଷ୍ଟି କରିଥିବା କରୋନାର ମୁକାବିଲାରେ ଆମେ ଜିତିବା : ମୁଖ୍ୟମନ୍ତ୍ରୀ 

ପୁଣି ସ୍କୁଲମାନଙ୍କରେ ଘଣ୍ଟା ବାଜି ଉଠିବ,  ଆହୁରି ଆଗକୁ ବଢିବ ମାନବ ଜାତିର ଜୟଯାତ୍ରା କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ  ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି  କୋଭିଡ ରୋଗୀଙ୍କୁ ସବୁପ୍ରକାର ସୁବିଧା…