କୋରୋନା ଯୋଦ୍ଧାକୁ  ସମ୍ବର୍ଦ୍ଧନା : କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି କରାଗଲା ସମ୍ମାନିତ

ଝାରସୁଗୁଡ଼ା :(ସୁଭାଷ ସହାରେ) /କୋରୋନା ମହାମାରୀ ସମୟରେ ଯେତେବେଳେ ସାରା ଦେଶର ଅଧିକାଂଶ ଲୋକ ନିଜକୁ ଗୃହ ମଧ୍ୟରେ ଆବଦ୍ଧ କରି ରଖିଥିଲେ, ସେହି ସମୟରେ କିଛି ଏପରି ଲୋକଙ୍କୁ ଦେଖିବାକୁ ମିଳିଛି, ଯେଉଁମାନେ ବିନା କୌଣସି ସ୍ବାର୍ଥରେ ଓ ନିର୍ଭିକ ଭାବରେ ଲୋକଙ୍କ ସମସ୍ୟା ସମୟରେ ଜୀବନକୁ ପାଣି…

ଅଗ୍ନିଶମ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ଘୋଷଣା

 ଝାରସୁଗୁଡ଼ାର ଡେପୁଟି ଫାୟାର ଅଫିସର ଭାବେ ସେବା ପ୍ରଦାନ କରିଥିବା ରମେଶ ଚନ୍ଦ୍ର ମାଝୀ  ମନୋନୀତ ଝାରସୁଗୁଡ଼ା : (ସୁଭାଷ ସହାରେ) / ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ଏହି ଅବସରରେ…

ଯୁବପିଢୀ ରାଷ୍ଟ୍ରନିର୍ମାଣ ସହ ନୂତନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାର ସଂକଳ୍ପ ନିଅନ୍ତୁ :ସମୀର ମହାନ୍ତି

ରାଜ୍ୟ କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ   ପ୍ରଧାନମନ୍ତ୍ରୀ ଦେଶର ମୂଳଦୁଆକୁ ସୁଦୃଢ କରିଛନ୍ତି  ରାଜ୍ୟସରକାର ଗୋଟିଏ ଦେଶ ଗୋଟିଏ ରାସନ ଓ ଆୟୁଷ୍ମାନ ଭାରତ ଯୋଜନାକୁ ସଫଳ ଭାବେ ରାଜ୍ୟରେ ଲାଗୁ କରନ୍ତୁ  ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଓ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ…

ଜାଣିବା ଶୁଣିବା ଲୋକ ଯଦି ଏମିତି କରିବେ ନଜାଣିବା ଲୋକ ବୁଝିବେ କଣ  ! 

ଜିଲ୍ଲା ପ୍ରଶାସନର କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଆଜି ଶୁଭାରମ୍ଭ ହୋଇଥିବା ଦୁଇଟି ଅଭିନବ କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର…

ପଦ୍ମପୁର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳନ ଓ ବୃକ୍ଷ ରୋପଣ 

ପଦ୍ମପୁର/ଶାସକ ପ୍ରଶାସକ : ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ନିଜର ୨୦୦ ବର୍ଷ ର ପରାଧୀନତା ର ଜଞ୍ଜିର ଭାଙ୍ଗି ସ୍ୱାଧୀନତା ର ନିଶ୍ୱାସ ନେଇଥିଲା ଭାରତ ବର୍ଷ। ଦୀର୍ଘ ୭୪ ବର୍ଷ ପୁରଣ ପରେ ଆଜି ସେହି ଭାରତ ପୁନଃ ନିଜର ବିଶ୍ୱ ଗୁରୁ ମାନ୍ୟତା କୁ ବଜାୟ ରଖିବା ସହ ସାରା ବିଶ୍ୱର ଏକ ଅଗ୍ରଣୀ…

ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି 

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି I ବାଲିଗୁଡା ସହର  ସମେତ  ମହାସିଙ୍ଗ,  ବୁଡଗୁଡା, ତିଲୋରୀ, ବୁରଙ୍ଗିଆ, ବାରଖମା, ସୁଡ୍ରା,  ଖମନଖୋଲ, ମିଡ଼ିଆକିଆ, ରେବୀଙ୍ଗିଆ, କୁଟିକିଆ,…

ହରିଜନ ପଡ଼ା-କିସାନ ପଡ଼ା ରାସ୍ତା ଶୋଚନୀୟ

କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଡ଼ାବାସୀଙ୍କ ଦାବି କୁଚିଣ୍ଡା-ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ଼ ଗ୍ରାମର ହରିଜନ ପଡ଼ା ଠାରୁ କିସାନ ପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡୁଛି l ରାସ୍ତାଟି ପାଣି କାଦୁଅରେ…

ବଲାଙ୍ଗୀରରେ ୭୪ତମ ସ୍ବାଧୀନତା ଦିବସ ପାଳିତ 

http://www.youtube.com/watch?v=rQkeFpE8oQk ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗିର ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ” ରକ୍ତଦାନ ଶିବିର

ସପ୍ତାହବ୍ୟାପୀ ଅଭିଯାନର ଉଦଯାପନୀ ଦିବସରେ ସଂଗୃହୀତ ହେଲା ୬୦ ୟୁନିଟ୍ ରକ୍ତ  ଭୁବନେଶ୍ୱର( ଶାସକ ପ୍ରଶାସକ) : ଓଡ଼ିଶା ମୋ ପରିବାର - ଜୀବନ ବିନ୍ଦୁ ତରଫରୁ ଅଗଷ୍ଟ ୯, କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନୀ ଦିବସରେ  ଭୁବନେଶ୍ୱର ଉତ୍ତର ନିର୍ବାଚନ…

୭୪ତମ ସ୍ବାଧିନତା ଦିବସ ପାଳନ, ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ବରଗଡ :- ଚଳିତ ବର୍ଷ ଆମେ ଭାରତବାସୀ ପାଳନ କରୁଛୁ ୭୪ତମ ସ୍ୱାଧୀନତା ଦିବସ । ଚଳିତ ଥର ଅନ୍ୟ , ବର୍ଷ ତୁଳନାରେ ଏହି ରାଷ୍ଟ୍ର ପର୍ବ କୋବିଡ଼ କଟକଣା ପାଇଁ ଟିକେ ଫିକା ପଦଯାଇଛି । ଆଜି ବରଗଡ଼ ନିଷ୍ଠା ପରିବାର  ପବିତ୍ର ସ୍ୱାଧୀନତା ଦିବସରେ  ସାହୁ ଟିକ୍ରା ର ମିଳିତ ଉଦ୍ୟମରେ ସାହୁଟିକ୍ରା ତୋରା…