ଗଲୱାନ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି 

ପଦ୍ମପୁର-ଗତ ୧୬ ତାରିଖରେ ଗଲୱାନ ଘାଟିରେ ଚୀନ ସୈନ୍ୟ  ମାନଙ୍କ ସହିତ ବୀରତ୍ବ ସହକାରେ ଲଢି ଦେଶ ମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା କୋଡିଏ ଜଣ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ, ଆଜି ସନ୍ଧ୍ୟାରେ ପଦ୍ମପୁର ରି - କ୍ରିଏସନ ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା  । ଅଶୋକ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ନିଷ୍ପତ୍ତି 

"ସବୁ ସେଇ ଲୀଳାମୟଙ୍କ ଇଛା, ତାଙ୍କ ଇଛାକୁ ସମ୍ମାନ ଦେବା ହିଁ ପ୍ରକୃତ ଭକ୍ତି "  ଭୁବନେଶ୍ୱର : ସବୁ କାଳିଆ ଠାକୁରଙ୍କ ଇଛା | ସେ ବିଶ୍ୱ ନିୟନ୍ତା | ତାଙ୍କରି ଇଛାରେ ସବୁ ଚାଲିଛି | ଆମେ ନିମିତ୍ତ ମାତ୍ର ବୋଲି ଉଲ୍ଲେଖ କରି ଆଣି କ୍ୟାବିନେଟ ସଂକଳ୍ପ ଗୃହୀତ ହେବା ସହ ମାନ୍ୟବର ସୁପ୍ରିମ…

 ଟ୍ରକ ଚାଳକଙ୍କୁ ମାଡ ମାରି ଟଙ୍କା ଲୁଟ, ୩ ଗିରଫ  

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଟ୍ରକ ଚାଳକ ଙ୍କୁ ମାଡ ମାରି ଟଙ୍କା ଲୁଟ l ଏଭଳି ଘଟଣା ଘଟିଛି ସମ୍ବଲପୁର - କଟକ ରାଜରାସ୍ତା ର ଅନଗୁଳ ଜ଼ିଲ୍ଲା ହଣ୍ଡପା ଥାନା ଅଂଚଳରେ l କଟକ ରୁ ସମ୍ବଲପୁର ଆସୁଥିବା ଟ୍ରକ ଚାଳକ ଙ୍କୁ ନିସ୍ତୁକ ମାଡ ମାରି ଟଙ୍କା ଲୁଟ କରାଯାଇଛି l  ଟ୍ରକ  ଚାଳକ ସିଜ଼ାଦ…

ଗୋଶାଳା ଗ୍ରୀଡରୁ ଗାଁ ଚିପିଲିମାକୁ ବିଦ୍ୟୁତ ସଂଯୋଗ ପ୍ରକ୍ରିୟାକୁ ଦୃଢ ବିରୋଧ: କାମ ସ୍ଥଗିତ 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ହୀରାକୁଦ ଓ୍ବେସ୍କୋ ଡିଭିଜନ ଅନ୍ତର୍ଗତ ଗୋଶାଳା ଗ୍ରୀଡ ତୁଲଣ୍ଡି ଫିଡରରୁ ଚିପିଲିମା ଗ୍ରାମକୁ ବିଦ୍ୟୁତ ସଂଯୋଗ ପାଇଁ ଓ୍ବେସ୍କୋ ପକ୍ଷରୁ ଯୋଜନା ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରିଥିବାବେଳେ, ଖୁଣ୍ଟପୋତା କାମ ଚାଲିଥିଲା l ହେଲେ…

ଭାରତ-ଚାଇନାର ଗଲ୍‌ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ।

 ଭୁବନେଶ୍ୱର : ଭାରତ ଚାଇନାର ଗଲ୍‌ଓ୍ଵାନ ସୀମାରେ  ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ସହ ଭାରତର ୨୦ଜଣ ଯବାନ ସହିଦ ହେବା ଖବର ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆ ମାନଙ୍କ ମନକୁ ବ୍ୟଥିତ କରିଛି। ଦେଶମାତୃକାର ସୁରକ୍ଷା ପାଇଁ ନିୟୋଜିତ ଏହି ମନହନ ସପୁତମାନେ ସେମାନଙ୍କ…

ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସହାୟତା ଯୋଗାଇଲା ଯୁବ ଯାଦବ ମହାସଭା

ଟିଚିଲାଗଡ ( ଗୌରବ ଦର୍ଜି) : ତେଲେଙ୍ଗାନାକୁ ଯାଇ ମୃତ୍ୟୁ ମୁଖରେ ପଡିଥିବା ପଞ୍ଚାନନ ବଗର୍ତ୍ତିଙ୍କ ପରିବାରକୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ସୁର୍ଡା ଗାଁର ପଞ୍ଚାନନ ବଗର୍ତ୍ତି ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ ।…

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ଉପରେ ପୁନଃବିଚାର କରନ୍ତୁ

ପୁରୀ( ଅନିମେଶ ପଟ୍ଟନାୟକ) : ଅନେକ କିଛି ତ୍ୟାଗ କରିଥିଲେ ପୁରୀ ବାସୀ । ସମସ୍ତେ ଚାହୁଁଥିଲେ ରଥଯାତ୍ରା ହେଉ । ନୀତି କାନ୍ତି ବଜାୟ ରହୁ ସେଥିପାଇଁ ବିନା ଜଗନ୍ନାଥ ଦର୍ଶନରେ ରଥଯାତ୍ରା କୁ ଏକ ପ୍ରକାର ଜନ ସମର୍ଥନ ମଧ୍ୟ ଥିଲା। ସବୁ କିଛି ଚୂଡାନ୍ତ ପ୍ରସ୍ତୁତିରେ ଥିଲା । କିନ୍ତୁ ମାନ୍ୟବର…

ରଥ ପ୍ରସଙ୍ଗରେ ନିରଞ୍ଜନ କହିଲେ : ଅଦାଲତଙ୍କ ରାୟ ଉପରେ କିଛି କହିବାର ନାହିଁ

http://www.youtube.com/watch?v=lRyr7lExLG4 ଭୁବନେଶ୍ୱର : ରଥ ଯାତ୍ରା ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ମୁହଁଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ରଥ ବନ୍ଦ ନିଷ୍ପତ୍ତି ନିଶ୍ଚିତ ଭାବେ ଜଗନ୍ନାଥ ପ୍ରେମୀଙ୍କୁ ବାଧି ଥିବ । ହେଲେ…

ଏକ ସ୍ୱରରେ ଅଭିଯୋଗ କଲେ ୧୨ ଦଳ :  କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ବିଫଳ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶ ଏବଂ ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଚରମ ବିଫଳତାକୁ ଟାର୍ଗେଟ କରି ଆଜି ଓଡ଼ିଶାର ୧୨ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମିଳିତ କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ନେଇଛନ୍ତି l କଂଗ୍ରେସ,…