Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଥାନାରେ ନୂଆ ଆଇଆଇସି ପ୍ରଜ୍ଞା ପାରମିତା ଜେନାଙ୍କ ଯୋଗଦାନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲାର ଏକମାତ୍ର ଆଦର୍ଶ ଥାନା ଓଡ଼ଗାଁରେ ଆଜି ନୂତନ ଆଇଆଇସିଙ୍କ ଯୋଗଦାନ କରିଛନ୍ତି । ୧୫୦ ଦିନର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ପ୍ରଜ୍ଞା ପାରମିତା ଜେନା ଯୋଗଦାନ ପରେ ଆଦର୍ଶ ଥାନାର ରୁପରେଖ ବଦଳିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ସେ କଟକ…
ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ରାଉରକେଲା ସ୍ୱେରେଜ୍ ବ୍ୟବସ୍ଥା
ସ୍ୱେରେଜ ବ୍ୟବସ୍ଥା ନେଇ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ବିଭିନ୍ନ ସହରାଞ୍ଚଳମାନଙ୍କରେ ସ୍ୱେରେଜ୍ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ…
ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର (ଶାସକ ପ୍ରଶାସକ) ; ଚୀନ ସୀମାରେଖା ଲଦାଖର ଗଲୱାନ୍ ଘାଟିରେ ସହିଦ୍ ହୋଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ ମିଡିୟମ ସ୍କୁଲ୍ ନିକଟରେ ଅନୁଷ୍ଠିତ…
ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ସନ୍ଧ୍ୟା ସମୟରେ ଛେଳିଆମାଲ ଗ୍ରାମରେ ଏକ ଯୁବତୀର ଖଣ୍ଡିତ ଶବ ପଡିଥିବା ଖବର ପାଇବା ପରେ ପାଇକମାଲ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ନିଜର ସହକର୍ମୀ ଙ୍କର ସହିତ ଘଟଣା ସ୍ଥଳକୁ ପହଂଛି ଥିଲେ । ଘଟଣା ସ୍ଥଳରେ…
ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କର ପାଇକମାଲ ବ୍ଲକ ଗସ୍ତ
ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଆଜି ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର ବମରୀତ ନିବାସୀ କୁମାରୀ ସଞ୍ଚିତା ମହାନନ୍ଦଙ୍କର ଘରକୁ ଯାଇ ସଞ୍ଚିତା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ…
Sunil Kumar Satya elevated to the post of Executive Director in NTPC-Darlipali
Bhubaneswar (Shasak Prashasak) : Shri Sunil Kumar Satya has been elevated to the post of Executive Director in NTPC-Darlipali on 9th June 2020. Prior to this, he was holding the post of Chief General Manager of NTPC-Darlipali since May,…
ସୁସ୍ଥ ହେଲେ ଆଉ ୧୫୩ ଜଣ
ଭୁବନେଶ୍ୱର : ଆଜି ସକାଳେ ୧୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୫୩ ଜଣ | ଆଉ ଏଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୩୨୦୦ରେ | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କଟକର ୪୩ ଜଣ, ଜଗତସିଂହପୁରର ୨୧ ଜଣ,…
ସୁପ୍ରିମକୋର୍ଟରେ ସାନି ଗୁହାରି : ପୁରୀକୁ ସଟ ଡାଉନ କରି ରଥ ଯାତ୍ରା ହେଉ
ପରିଚାଳନା କମିଟି ସରକାରଙ୍କୁ କରିଥିବା ନିବେଦନ ସରକାର ଗ୍ରହଣ କରିନଥିଲେ : ଗଜପତି
ପୁରୀ/ଅନିମେଶ ପଟ୍ଟନାୟକ : କଣ କାଳିଆ ଠାକୁରଙ୍କ ଲୀଳା ଅଛି କେଜାଣି, ! ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେନି ବୋଲ ଦର୍ଶାଇ ଏକ ପ୍ରକାର ହାତ ଟେକିଦେଇଥିବା ତଥା ସୁପ୍ରିମକୋର୍ଟଙ୍କ…
ରାଜବୋଡାସମ୍ବର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର
ପଦ୍ମପୁର-ରାଜବୋଡାସମ୍ବର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ…
ନିଜେ ସତର୍କ ରହି ନିଜକୁ ବଞ୍ଚାଇବା , ସାରା ସମାଜକୁ ବଞ୍ଚାଇ ବି ପାରିବା : ସାଂସଦ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗ୍ରସ୍ତରେ ଆସି ପହଞ୍ଚି ଥିଲେ। ଏହି ଅବସରରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ ଆସନ୍ତା…