ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

0

ଲୋଇସିଂହା :  ଲୋଇସିଂହା ବିଧାୟକ ଡ.ମୁକେଶ ମହାଳିଙ୍ଗଙ୍କ ଦ୍ଵାରା ବୁଢ଼ୀପଦର ଗ୍ରାମ ପଂଚାୟତରେ ଚାରା ରୋପଣ କାରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ହାଇସ୍କୁଲ ପରିସର, ଖେଳ ପଡିଆ ତଥା ଗୁହୁରୀ ବନ୍ଧ ନିକଟରେ ପ୍ରାୟ ଦୁଇଶହ ଚାରା ରୋପଣ କରାଯାଇଥିଲା । ଏଥିରେ ସ୍ଥାନୀୟ ୱାର୍ଡ ସଭ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.