ସୁସ୍ଥ ହେଲେ ୯୭ ଜଣ 

ଭୁବନେଶ୍ୱର : ଆଜି ରାଜ୍ୟରେ କରନା କବଳରୁ ମୁକ୍ତି ପାଇଛନ୍ତି  ୯୭ ଜଣ | ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି | ସେମାନଙ୍କ ମଧ୍ୟରେ କଟକରୁ ୧୭ଜଣ,ଗଂଜାମରୁ ୧୬ଜଣ, ଗଂଜାମରୁ  ୧୬ ଜଣ, କନ୍ଧମାଳରୁ ୧୪ ଜଣ, ମୟୁରଭଞ୍ଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ,…

ଟଙ୍କାଏରେ ସାନିଟାରୀ ନାପକିନ ପ୍ୟାଡ :  ମିଳୁଛି ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ  

ଚଳିତ ବର୍ଷ ଜୁନ 10 ତାରିଖ ସୁଦ୍ଧା 3.43 କୋଟି ପ୍ୟାଡ ଜନଔଷଧୀ କେନ୍ଦ୍ରରେ ବିକ୍ରି ହୋଇଛି ନୂଆଦିଲ୍ଲୀ (ଏସପିବି) :  ବର୍ତ୍ତମାନର ସ୍ଥିତିକୁ ଏକ ସାମାଜିକ ପ୍ରୟାସଭାବେ ବିଚାରକୁ ନେଇ ସରକାର ଦେଶର 6300ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରରେ ଜନଔଷଧୀ ସୁବିଧା…

ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ସୋମବାର ରାତିରେ ପୂର୍ବ ଲଦାଖରେ ଚିନ ସେନାଙ୍କ ସହ ଘଟିଥିବା ସଂଘର୍ଷରେ  ଶହୀଦ୍ ହୋଇଥିବା ୨୦ଜଣ ଭାରତୀୟ ଜବାନଙ୍କ ସ୍ମୃତି ଉଦେଶ୍ୟରେ ହିନ୍ଦୁସେନା ଓଡ଼ଗାଁ ଶାଖା ତରଫରୁ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ …

ରଥ ଚିନ୍ତା : ସନ୍ଧ୍ୟାରେ କ୍ୟାବିନେଟ ବୈଠକ ବସି ବଛାଯିବ ପରବର୍ତ୍ତୀ ପନ୍ଥା 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସନ୍ଧ୍ୟା ୭. ୪୫ରେ ଗୁରୁତ୍ୱପୂର୍ଣ ତଥା ବରାଦି କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି | ଏହି ବୈଠକରେ ଆଡ଼ଭୋକେଟ ଜେନେରାଲ,  ପୁରୀ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର, ବିଧି ବିଭାଗର ପ୍ରମୁଖ ଶାସନ ସଚିବ,…

ତାଲା ବନ୍ଦ ସମୟରେ ବଢିଚାଲିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନଙ୍କ ଦୌରାତ୍ମ। 

ପଦ୍ମପୁର-କରୋନା ତାଲାବନ୍ଦ ଯୋଗୁଁ ବର୍ତ୍ତମାନ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ସରକାର ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକୁ ୠଣ ଅସୁଲ କରିବା ପାଇଁ କଟକଣା ଜାରିକରିଛନ୍ତି । ହେଲେ ସରକାରଙ୍କ ନିୟମକୁ ଅବମାନନା କରି କିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନେ ମହିଳା…

୭୨ଘଂଟିଆ ସଟଡାଉନ ଶୁଖୁଆ ପୋଡ଼ାରେ ଗଲା 

ମାଛ ନିଶାରେ ଭୁଲିଗଲେ ସାମାଜିକ ଦୁରତା ଓ ମାସ୍କ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସଙ୍ଗରୋଧ ଗୃହରୁ ମୁକ୍ତ ହେବାର ୪ ଦିନ ପରେ କରୋନା ପଜେଟିବ ବାହାରିଥିବା କୋମଣ୍ଡର ଦାଦା ପୁତୁରାଙ୍କୁ ନୟାଗଡ଼ ଜିଲା୍ଲ ପ୍ରଶାସନ କୋଭିଡ ହସ୍ପିଟାଲ ପଠାଇବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି…

କାରଣ କରୋନା : ରଥ ଯାତ୍ରାକୁ ସୁପ୍ରିମ କୋର୍ଟଙ୍କ ନା

ନୂଆଦିଲ୍ଲୀ : ଏଥର ରଥଯାତ୍ରା ହେବନି । କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ରଥଯାତ୍ରା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ସାମାଜିକ ଦୁରତା ଓ କରୋନା ପ୍ରୋଟୋକାଲ ଭିତରେ ଏତେବଡ ବିଶାଳ ଆୟୋଜନ କରିବା ଦ୍ୱାରା ସମ୍ଭାବ୍ୟ ସଂକ୍ରମଣ ଆଶଙ୍କା କରି ସୁପ୍ରିମ କୋର୍ଟ…

 ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଶହୀଦ ଯବାନମାନଙ୍କୁ ମହମବତୀ ଶୋଭାଯାତ୍ରା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା କଂଗ୍ରେସ ଭବନଠାରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ଇଣ୍ଡୋ ଚାଇନା ସୀମାରେ ସହୀଦ ହୋଇଥିବା ସମସ୍ତ ବୀର ଭାରତୀୟ ସୌନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ…

 କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ପତ୍ର  ଏହି କାମ ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) - ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା…

ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ : ଗଂଜାମରେ  ୫୬ 

ଭୁବନେଶ୍ୱର : ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୬ଜଣ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୮ ଜଣ |  ଫଳରେ କରୋନା ପଜିଟିଭଙ୍କ ସଂଖ୍ୟା ୪୫୧୨ ରେ ପହଂଚିଛି | ଏଯାବତ ୩୦୪୭ଜଣ ସୁସ୍ଥ ହୋଇଥିବା ବେଳେ…