Sign in
Sign in
Recover your password.
A password will be e-mailed to you.
ସିଡ଼ିଏମଓ ସ୍ତରରେ ବ୍ୟାପକ ଅଦଳବଦଳ : ଡ଼ଃ ଏଲ ଡ଼ି ସାହୁ କ୍ୟାପିଟାଲ ଓ ଡ଼ଃ ନୀଳକଣ୍ଠ ମିଶ୍ର ଆରଜିଏଚ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି । ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ବୌଦ୍ଧ…
ଭାରତ-ଚାଇନା ସୀମା ଉତ୍ତେଜନା ପ୍ରସଙ୍ଗ : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଭାରତ- ଚୀନ ସୀମାରେ ସୃଷ୍ଟ ପରିସ୍ଥତି ଉପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ବୈଠକ | ଆଜି ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଯୋଗ ଦେବେ | ଭିଡିଓ କନଫରେନସିଂରେ ଅନୁଷ୍ଠିତ…
ସମୀକ୍ଷା ଆବେଦନ କରି ରଥଯାତ୍ରାର ମାର୍ଗକୁ ପ୍ରଶସ୍ତ କରାଯାଉ – ଭିଏଚପି
ସୁନ୍ଦରଗଡ଼ / ହୋରାଚାନ୍ଦ ଦେଉରିଆ- କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ ରଥଯାତ୍ରାକୁ ବନ୍ଦ କରାନଯାଉ ବୋଲି ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ ! ତାସହିତ ସମୀକ୍ଷା ଆବେଦନ ଜରିଆରେ…
ରାଜ୍ୟରେ ଚିହ୍ନଟ ହେଲେ 165 ନୂଆ ପଜିଟିଭ
ଭୁବନେଶ୍ୱର -ରାଜ୍ୟରେ ଆଉ ୧୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ଗଂଜାମ ଜିଲ୍ଲାରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୨୮ ଜଣ ,…
ଜନ୍ମମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କୁ ଅଶ୍ରୁଳ ବିଦାୟ
ଜି.ଉଦୟଗିରି/ ଗଗନ କୁମାର ପ୍ରଧାନ : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପାଙ୍ଗା ଅଂଚଳ ଶୋକରେ ମ୍ରିୟମାଣ | ରାଜ୍ୟବାସୀ ବି ମର୍ମାହତ ମାଟିର ବୀର ସପୁତଙ୍କୁ ହରାଇ | ଦେଶମାତୃକା ପାଇଁ ସୀମାରେ ସହିଦ…
ଗ୍ରାମାଞ୍ଚଳରେ ଜୀବନ ଜୀବିକା ସୃଷ୍ଟି ପାଇଁ “ଗରିବ କଲ୍ୟାଣ ରୋଜଗାର ଅଭିଯାନ”
• ଓଡିଶା ସମେତ ୬ଟି ରାଜ୍ୟର ୧୧୬ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ୧୨୫ ଦିନର କାମ ଦେବା ଯୋଜନାର ଲକ୍ଷ୍ୟ
• ଅଭିଯାନ ଦ୍ଵାରା ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି ହେବା ସହ କର୍ମ ସଂସ୍ଥାନ ସୁଯୋଗ ବୃଦ୍ଧି ପାଇବ
• ଗରିବ କଲ୍ୟାଣ ରୋଜଗାର ଅଭିଯାନ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି
ନୂଆଦିଲ୍ଲୀ…
ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ
ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତି ନିମନ୍ତେ କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରିବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି : ପ୍ରଧାନମନ୍ତ୍ରୀ
• କୋଇଲା କ୍ଷେତ୍ରରେ ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟ ଭାରତ ସମେତ ଜନଜାତି କ୍ଷେତ୍ର…
ଟିଟିଲାଗଡରେ ବୃଦ୍ଧଙ୍କର ଆତ୍ମହତ୍ୟା।
ଟିଟିଲାଗଡ( ଗୌରବ ଦର୍ଜି)-ଟିଟିଲାଗଡ ସହରର ଗୋରୁବଜାର୍ ପଡାର ଏକ ୬୦ ବର୍ଷୀୟ ବୃଦ୍ଧ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ନାମ ଗିରିଧାରୀ ସାହୁ ବୋଲି ଜଣା ପଡିଛି। ସେ ବଲାଙ୍ଗୀରରେ ରହୁଥିଲେ | କିନ୍ତୁ କରୋନା ମହାମାରୀ ପାଇଁ ଟିଟିଲାଗଡ ନିଜ ବାସଭବନକୁ ଚାଲି…
ସର୍ଭେ ଚାଲିଛି, ପ୍ରତି ବ୍ଲକରେ ହେବ ୩୦ କିମି ଗ୍ରାମ୍ୟ ସଡକ : ସୁଶାନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ଖୁବ ଶୀଘ୍ର ଆରମ୍ଭ କରାଯିବ କାମ । ବର୍ଷା ପରେ ପରେ ଏହି କାର୍ଯ୍ୟ ଆରମ୍ଭ ହେବ | ଓଡ଼ିଶାରେ ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମ୍ୟଉନ୍ନୟନ ବିଭାଗ । ଏ ନେଇ ସର୍ଭେ ଜାରି ରହିଥିବା ବେଳେ…
“ମନ ମାନୁନି , ହେଲେ ମାନିବାକୁ ପଡିବ : ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା”
ଭୁବନେଶ୍ୱର,(ଶାସକ ପ୍ରଶାସକ): ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।ଶ୍ରୀ ମହାନ୍ତି…