ଚବିଶି ଘଂଟାରେ ୬୪,୫୩୧  ଆକ୍ରାନ୍ତ, ଯାଇଛି  ୧୦୯୨   ଜୀବନ 

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୫୩୧  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧୦୯୨  ଜଣଙ୍କ ମୃତ୍ୟୁ ହୋଇଛି | ଆଉ ସୁସ୍ଥ ହୋଇଛନ୍ତି  ୬୦,୦୯୧ ଜଣ | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୭,୬୭,୨୭୪  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬ ,୭୬,୫୧୪ ଜଣ |  ଏ ଯାବତ ଦେଶରେ ୨୦,୩୭,୮୭୦  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୫୨,୮୮୯  ରେ ପହଂଚିଛି | 

 ଏଯାବତ ଦେଶରେ ୩,୧୭,୪୨,୭୮୨  ନମୁନା ଯାଞ୍ଚ ହୋଇଥିବା ବେଳେ କାଲି ଅର୍ଥାତ  ଅଗଷ୍ଟ ୧୫ ତାରିଖରେ ୮,୦୧,୫୨୮  ନମୁନା ଯାଞ୍ଚ କରାଯାଇଛି | 

Leave A Reply

Your email address will not be published.