Sign in
Sign in
Recover your password.
A password will be e-mailed to you.
ଗୁରୁବାର ହୀରାକୁଦ ବନ୍ଧରୁ ମହାନଦୀକୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ହୀରାକୁଦ ବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ଗୁରୁବାର ଦିନ ମହାନଦୀକୁ ଛଡ଼ାଯିବ। ଏନେଇ ଆଜି ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି ହୋଇଛି । ସଠିକ୍ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର…
ଉଷାକୋଠି ଅଭୟାରଣ୍ୟ ବଡ଼ରମାରୁ ଚିତା ବାଘର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଠ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘ ର ମୃତ ଦେହ ଉଦ୍ଧାର ହୋଇଛି l ବାଘ ଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟ ର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫା…
ନାବାଳିକାକୁ ଅସଦାଚରଣ କରି ବ୍ୟବସାୟୀ ଗିରଫ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ଗ୍ରାମର ରମେଶ କୁମାର ଅଗ୍ରୱାଲ ଓରଫ ଭାଲୁ ନାମକ ଜଣେ ଯୁବକ ଜୈନେକ ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହେଇଥିବା ପାଇକମାଲ ପୋଲିସ ଜଣାଇଛି । ଗତତବାରୁ ପ୍ରକାଶ ଯେ ଗତ କାଲି ରମେଶ ଜଣେ ନାବାଳିକାଙ୍କୁ ଜବରଦସ୍ତି ନିଜର ସ୍କୁଟି ରେ…
ଦଳିତ ନାବାଳିକାକୁ ବଳତ୍କାର :ପୋଲିସ କବଜାରେ କଥିତ ଅଭିଯୁକ୍ତ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଏକ କ୍ରସରକୁ କାମ କରିବାକୁ ଆସିଥିବା ଜଣେ ଦଳିତ ନାବାଳିକା କୁ ଉକ୍ତ କ୍ରସର ର ମାଲିକ ବଳତ୍କାର କରିଥିବା ଅଭିଯୋଗ ହେଇଛି । ପିଡିତା ନାବାଳିକା ଝିଅର ବାପାଙ୍କର ଅଭିଯୋଗ କ୍ରମେ ପାଇକମାଲ ପୋଲିସ ଥାନାରେ କେଶ ନମ୍ବର 96 / 20 ରୁଜୁ କରି କଥିତ…
·ସଫଳତା ସହ ସମ୍ପନ୍ନ ଶ୍ରୀଗୁଣ୍ଡିଚା ଯାତ୍ରା : ମୁଖ୍ୟମନ୍ତ୍ରୀ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର (ଶାସକ ପ୍ରଶାସକ) ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ…
ଲୀଳା ରଚିଲେ ଲୀଳାମୟ, ହୋଇଲା ଭକତର ଜୟ
ରତ୍ନ ବେଦି ଛାଡି ଜନ୍ମ ବେଦି ମୁହାଁ ଜଗତ ଠାକୁର
ଭକତ ନଥିଲେ ସିନା , ଭକ୍ତି ଟାଣିନେଲା ତିନି ରଥ
ଗୁଣ୍ଡିଚା ଘରେ ପହଞ୍ଚିଲେ ତିନି ଠାକୁର, ଚାଲିବ ନବଦିନ ବ୍ୟାପି ଦିବ୍ୟ ଲୀଳା
ପୁରୀ/ଅନିମେଶ ପଟ୍ଟନାୟକ : ନାଇଁ ର ଆଶଙ୍କା ଆଚ୍ଛାଦିତ କରିଥିଲା ଜଗନ୍ନାଥପ୍ରେମୀଙ୍କ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା
ଭୁବନେଶ୍ୱର : ପ୍ରତିବର୍ଷ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ସମ୍ମୁଖରେ ଲୋକାର୍ପିତ ହୋଇଥାଏ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂଖ୍ୟା । ହେଲେ ଏଥର କରୋନା କଟକଣା ପାଇଁ ତାହା ସମ୍ଭବ ହୋଇପାରିନି । ଆଜି ତାହାଲୋକାର୍ପିତ ହୋଇଛି ଲୋକ ସେବା ଭବନରେ ।…
୧୧୪୩ ଜଣଙ୍କ ମଧ୍ୟରୁ ଜଣେ ସେବାୟତ କରୋନା ପଜିଟିଭ
ପୁରୀ,୨୩/୬: ସୋମବାର ଜଣେ ସେବାୟତର କରୋନା ପଜିଟିଭ ଆସିଛି । ସଂକ୍ରମିତ ସେବାୟତ ଏବେ ଚିକିତ୍ସାଧିନ ଥିବା ଜଣାପଡିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ୧୧୪୩ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୧୪୨ ନେଗେଟିଭ ଆସିଥିବା ବେଳେ ଜଣେ…
ଆଜି ଚିହ୍ନଟ ହେଲେ ୧୬୭ ଜଣ କରୋନା ପଜିଟିଭ
ଆଜି ଗଂଜାମରୁ ୩୦, ଗଜପତିରୁ ୪୧ ଜଣ ଚିହ୍ନଟ
ଭୁବନେଶ୍ୱର (ଶାସକ ପ୍ରଶାସକ ) : ଆଜି ଚିହ୍ନଟ ହେଲେ ୧୬୭ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରେ କ୍ଵାରେଣ୍ଟାଇନ ସେଣ୍ଟରରୁ ୧୫୦ ଜଣ ଓ ସର୍ବସାଧାରଣ ଅଂଚଳରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି | ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୫୪୭୦ରେ |…
ସାପୁଆ କେଳାକୁ ଦଂଶିଦେଲା ବିଷଧର
ମେଲଛାମୁଣ୍ଡା(ମନୋଜ ଭୋଇ)-ଗ୍ରାମାଂଚଳରେ ଏକ ଲୋକ କଥା ଅଛି “ସାପୁଆ କେଳାକୁ ସାପ ଖାଏ” ଏହି ଲୋକ କଥାଟି ଆଜି ସତ୍ୟ ପ୍ରମାଣିତ ହୋଇଯାଇଛି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ । ପୂର୍ବରୁ ଅଂଚଳରେ ସାପୁଆକେଳା ଭାବେ ବେଶ ପରିଚିତ ଥିବା ସାଲେପାଲି ଗ୍ରାମର ଅଭିମନ୍ୟୁ ବିଶି(୪୫)ଙ୍କ…