Sign in
Sign in
Recover your password.
A password will be e-mailed to you.
ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଭାରତୀୟମାନେ ହଜାର ହଜାର ବର୍ଷ ପୂର୍ବରୁ ଯୋଗ ଅଭ୍ୟାସ କରି ଆସୁଥିବା ବେଳେ ବର୍ତ୍ତମାନ ଆମର ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଯୋଗୁଁ ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ମାନ୍ୟତା ମିଳିପାରି ସାରା ବିଶ୍ୱରେ ଯୋଗର ପ୍ରସାର ଲାଭ କରିପାରିଛି।…
କୋଭିଡ ଆକ୍ରାନ୍ତ ଶିଳ୍ପ ଉପରେ ସୋଆ ପକ୍ଷରୁ ୱେବିନାର
ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଆର୍ଥିକ ଦୃଷ୍ଟିରୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଯୋଗାଇଥିବା ଏହି ଶିଳ୍ପ କ୍ଷେତ୍ରର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ହୋଇପଡ଼ିଛି ।ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…
ସମ୍ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ କ୍ୟାନ୍ସର କେୟାର ବ୍ଲକ୍ ଉଦ୍ଘାଟିତ
ଭୁବନେଶ୍ୱର, : କ୍ୟାନ୍ସର ରୋଗର ଚିକିତ୍ସା ଏବଂ ରୋଗୀଙ୍କର ସାମଗ୍ରୀକ ଯତ୍ନ ନେଇ ଶିକ୍ଷା ଓ ଅନୁସନ୍ଧାନର ନୂଆ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ପକ୍ଷରୁ ଏକ ବିଶେଷ କ୍ୟାନ୍ସର କେୟାର ବ୍ଲକ୍ ଉଦ୍ଘାଟିତ ହୋଇଯାଇଛି ।
ହସ୍ପିଟାଲର ନୂଆ କ୍ୟାନ୍ସର ସେବା…
ସୁପ୍ରିମକୋର୍ଟଙ୍କ ରାୟ ହିନ୍ଦୁତ୍ୱର ବୃହତ ବିଜୟ – ଭିଏଚପି
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ - ସମୀକ୍ଷା ଆବେଦନର ବିଚାର କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ହିନ୍ଦୁତ୍ୱର ବୃହତ ବିଜୟ ବୋଲି ଅବିହିତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା…
ସମ୍ବଲପୁର ରେ ପୁଣି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ୩୧ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ରେ ପୁଣି ୫ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନେ ଜମନକିରା ବ୍ଲକ ଅଂଚଳର ଯଥା କ୍ରମେ ୩୩, ୨0, ୨୬, ୨୫ ଏବଂ ୨୩ ବର୍ଷ ବୟସ ଏବଂ ସମସ୍ତେ ପୁରୁଷ ବୋଲି ଜଣାଯାଇଛି l ସେମାନ ଙ୍କ ମଧରୁ…
ସୁପ୍ରିମକୋର୍ଟଙ୍କ ରାୟ ଅଗଣିତ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତ କରିଛି : ବୈଜୟନ୍ତ
http://www.youtube.com/watch?v=2kkntAaV7Ao
ରଥଯାତ୍ରାକୁ ମିଳିଲା ଅନୁମତି-ସୁପ୍ରିମକୋର୍ଟ,ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ:ସମୀର ମହାନ୍ତି
ଭୁବନେଶ୍ୱର,(ଶାସକ ପ୍ରଶାସକ):ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଛା ଥିଲାା କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ସାଢେ ୪ କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ…
ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ : ପ୍ରଧାନମନ୍ତ୍ରୀ ଓ…
"ସାଢେ ୪ କୋଟି ଓଡିଆ ଲୋକଙ୍କ ବିଜୟ"
ଭୁବନେଶ୍ୱର(ଶାସକ ପ୍ରଶାସକ) – ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି…
ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩ କୋଭିଡ ସଂକ୍ରମିତ ଚିହ୍ନଟ।
ଝାରସୁଗୁଡା (ସୁବାଷ ସାହାରେ) ଝାରସୁଗୁଡ଼ା ଜିଲ୍ଲାରେ ପୁଣି ତିନୋଟି କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଆସିଛି। ଲକ୍ଷ୍ମୀଧର ଏହି ତିନିଜଣ ବାହାର ରାଜ୍ୟରୁ ଆସିଥିବା ଜଣାପଡ଼ିଛି। ପ୍ରଥମ ଜଣକ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ଯିଏ କି ଗତ ୧୨ ଜୁନରେ ମହାରାଷ୍ଟ୍ରର ପୁନେରୁ ଆସିଥିଲେ…
କରୋନା ଯୋଦ୍ଧାଙ୍କୁ ସମ୍ମାନ ସମାରୋହ।
ଝାରସୁଗୁଡା (ସୁବାଷ ସାହାରେ) ବର୍ତ୍ତମାନ ସମୟରେ କରୋନା ସଂକଟ ସାରା ବିଶ୍ବକୁ ଗ୍ରାସ କରିଛି। ଆମ ଓଡ଼ିଶାରେ ମଧ୍ୟ ୫୦୦୦ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ମାତ୍ର ଅନ୍ୟ ରାଜ୍ୟ ବା ଦେଶ ତୁଳନାରେ ଆମ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅନେକ କମ ଏବଂ ଆରୋଗ୍ୟ ଲାଭ କରୁଥିବା…