ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ “ଜୀବନବିନ୍ଦୁ ” କାର୍ଯ୍ୟକ୍ରମ

ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ଭୁବନେଶ୍ବର : ସମଗ୍ର ଦେଶରେ କରୋନା  ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ”…

ଆଜି ଦିନକରେ ୨୮୨, ଆଗପଛ ହୋଇ ଗଜପତି -ଗଂଜାମ 

ଭୁବନେଶ୍ୱର : ଆଜି ଚିହ୍ନଟ ହୋଇଛନ୍ତି ୨୮୨ କରୋନା ପଜିଟିଭ | ୨୫୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬ଜଣ ଚିହ୍ନଟ ହୋଇଛନ୍ତି ବାହାରୁ | ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୦ ରେ ପହଁଚିଥିବା ବେଳେ ସୁସ୍ଥଙ୍କ…

ଭିଜିଲାନ୍ସ ଜାଲରେ ପାଟଣାଗଡ ଏନଏସି ଜେଇ ଦେବୀ ପ୍ରସାଦ ମିଶ୍ର 

ବଲାଙ୍ଗୀର/ସ୍ୱତନ୍ତ୍ରପ୍ରତିନିଧି : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜେଇ ଦେଵୀ ପ୍ରସାଦ ମିଶ୍ରଙ୍କୁ ଧରିଲା ଭିଜିଲାନ୍ସ । ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ…

ଶେଷରେ ନିଜ ଦାୟିତ୍ୱହୀନତା ସୁଧାରିଲେ ଠିକା ସଂସ୍ଥା

ପିଡ଼ବ୍ଲ୍ୟୁଡି ରୋଡକୁ ମାଡ଼ି ଆସିଥିବା କୋର୍ଟ ଫାଟକ ପିଣ୍ଡି ଭାଙ୍ଗିଲା ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଶେଷରେ ନିଜ ଦାୟିତ୍ୱ ହୀନତାକୁ ସୁଧାରିଛନ୍ତି ଠିକା ସଂସ୍ଥା | ନୟାଗଡ଼-ଭଞ୍ଜନଗର ୨୧ନମ୍ବର ରାଜ୍ୟ ରାଜପଥ ପାଶ୍ୱର୍ରେ ନୂତନ ଭାବେ ନିର୍ମିତ କୋର୍ଟ ବିଲଡିଙ୍ଗ ଫାଟକ ଉଭୟ ପାଶ୍ୱର୍ର…

ଗୋଟିଏ ଦିନରେ ୨ଟି ଚୋରୀ

ଓଡ଼ଗାଁ, କୁରାଳ,(ଶ୍ରୀକାନ୍ତ ମିଶ୍ର) : ଗତକାଲି ସୋମବାର ସକାଳ ୯ଟା ବେଳେ ଓଡ଼ଗାଁ ସିନେମାହଲ ଛକରୁ ଗୋଟିଏ ପାଣିପମ୍ପ ଏବଂ ବିଳମ୍ବିତ ରାତିରେ କୁରାଳ ଠାକୁରାଣୀ ସାହିର ବସନ୍ତ କୁମାର ସାହୁଙ୍କ ଘରୁ ସୁନା ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରୀହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ…

ଆଜି ଚିହ୍ନଟ ୧୬୭ କୁ ସୁସ୍ଥ ୧୨୫, ଦି ଜଣଙ୍କ ଦେହାନ୍ତ 

ଭୁବନେଶ୍ୱର (ଶାସକ ପ୍ରଶାସକ ) : ଆଜି ରାଜ୍ୟରେ  ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ରାଜ୍ୟରେ ଆଜି  ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆରୋଗ୍ୟ ଙ୍କ ସଂଖ୍ୟା ୩୯୮୮…

ରେଢାଖୋଲରେ ବିନା ରଥ ବିନାଭକ୍ତରେ ଗୁଣ୍ଡିଚାଯାତ୍ରା

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ : ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନର କଟକଣା ଯୋଗୁଁ ଆଜି ରେଢାଖୋଲ ସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ…

ଚିନ୍ତାରେ ଝାରସୁଗୁଡ଼ାବାସୀ , ଆଉ ଆଠ ନୂଆ କରୋନା ପଜିଟିଭ  

ଝାରସୁଗୁଡା / ସୁବାଷ ସହାରେ:  ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ-19 ମାମଲା ସଂଖ୍ୟାରେ ଦିନକୁ ଦିନ  ବୃଦ୍ଧି ହେବାରେ ଲାଗିଛି ।ଏକ ଦିଗରେ ଏହା ଜନସାଧାରଣଙ୍କ ନିମନ୍ତେ ଭୟର ବାତାବରଣ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ନିମନ୍ତେ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଆଜି ମଧ୍ୟ ଆଉ ୮ଟି ନୂଆ ମାମଲା…

ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଜରାନିବାସରେ ରାସନ ସାମଗ୍ରୀ ବଣ୍ଟନ 

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ ): ପବିତ୍ର ରଥ ଯାତ୍ରା ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ  ଏବଂ ସାମାଜିକ  ସଂଗଠନ  ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ  ହୁମା ବୀର ସୁରେନ୍ଦ୍ର ସାଏ ଜରାନିବାସ ରେ ରାସନ ସାମଗ୍ରୀ, ଗାମୁଛା, ମାସ୍କ ଆଦି  ବଣ୍ଟନ କରାଯାଇଛି ।  ନିଜ ପରିବାର ସଦସ୍ୟ  ମାନଙ୍କ ଠାରୁ…