ଦେଶରେ କରୋନା  ୬୧,୪୦୮ /୮୩୬ 

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୧,୪୦୮  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୩୬  ଜଣଙ୍କ ମୃତ୍ୟୁ ହୋଇଛି | ଗତକାଲି ଦେଶରେ  ୫୭,୪୬୮ଜଣ ସୁସ୍ଥ ହୋଇଛନ୍ତି |  ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୧,୦୬,୩୪୯ ହୋଇଥିବା ବେଳେ ଏ ଯାବତ ଦେଶରେ ୨୩,୩୮,୦୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୫୭,୫୪୨ ରେ ପହଂଚିଛି |

Leave A Reply

Your email address will not be published.