୧୪୪ ଧାରାରେ ସବୁ ଶ୍ରୀଜଗନ୍ନାଥ ମନ୍ଦିର

ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାର ୧୦୧ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି ଜୁନ ୨୩ ସକାଳ ୫ରୁ ଜୁନ ୨୫ ପର୍ଯ୍ୟନ୍ତ ମନ୍ଦିରଠାରୁ ୫ ଶହ ମିଟର ବ୍ୟବଧାନକୁ ନେଇ କଟକଣା ଲାଗୁ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ, ମନ୍ଦିର ପାର୍ଶ୍ୱ ରାସ୍ତାରେ ଚଳପ୍ରଚଳ କରି…

ସରକାରଙ୍କ ନିର୍ଦ୍ଦେଶକୁ ବାସି ପାଣିରେ “ସି” କରୁନାହାନ୍ତି ସରକାରୀ କର୍ମଚାରୀ

କରୋନା କଟକଣା ମଧ୍ୟରେ କର୍ମଚାରୀ ଛଟେଇ ସରକାରଙ୍କ ଦୋମୁହାଁ ନୀତି ୨୦/୨୫ ବର୍ଷ ସେବା ଯୋଗାଇବା ପରେ ଛଟେଇ ବାରିପଦା(ଦିଲ୍ଲୀପ ମହାନ୍ତି )- ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ସରକାରୀ ବାବୁ । କରୋନା କଟକଣା ମଧ୍ୟରେ କର୍ମଚାରୀ ଛଟେଇ ଉପରେ ସରକାର କଟକଣା ଲଗାଇଥିବା ବେଳେ ସରକାରୀ ବାବୁ…

ଡାକ୍ତରଙ୍କୁ ମାଡ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କୁ ଭେଟିଲା ଜନଜାତି ସୁରକ୍ଷା ମଞ୍ଚ  

ବାରିପଦା, (ଦିଲ୍ଲୀପ ମହାନ୍ତି) - ସାଇ ନର୍ସିଂହୋମର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପରମେଶ୍ବର ସିଂଙ୍କୁ ମାଡ ମରାଯିବା ଘଟଣାର ପ୍ରତିବାଦରେ ଜନଜାତି ସୁରକ୍ଷା ମଞ୍ଚର ମୟୂରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଲିଖିତ ଦାବୀ ପତ୍ର ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି |…

ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା 

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି "ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା…

ଏମଜିଏନଆରଇଜିଏସ କେଳେଙ୍କାରୀ ,ବିଡ଼ିଓ ଙ୍କୁ କଡା ଜବାବ ଦେଲେ ଜିଆରଏସ

ହରଡ଼ଘଣାରେ ବିଡ଼ିଓ, ଭୂମିକାକୁ ନେଇ ଉଠିଲା ପ୍ରଶ୍ନ   ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସରେ ବିନା କାର୍ଯ୍ୟ ରେ  ପ୍ରାୟ 25 ଜଣ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତିଙ୍କୁ  କାର୍ଯ୍ୟ ଯୋଗାଇ…

ଗାଧୋଇବାକୁ ଯାଇ ନିଖୋଜ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥୀନା ସାମସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ ନିକଟସ୍ଥ ନାଳକୁ ଗାଧେୀଇବା କୁ ଯାଇ ଆଉ ଘରକୁ ଫେରିନଥିବା ଥାନାରେ ଅଭିଯୋଗ ହେଇଛି  Iସୂଚନା ଯୋଗ୍ୟ ଯେ, ଗତ ରବିବାର ସକାଳେ ଭୀମସେନ ଗ୍ରାମ ନିକଟସ୍ଥ ନାଳ କୁ…

ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର – ପ୍ରାଥମିକ ଶିକ୍ଷକ ସଂଘ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ । ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ…

ସୁନ୍ଦର କଥା : ଯାଉ ଯାଉ ରୋଷେଇ କରୁଥିବା ପାଚିକାଙ୍କୁ ଶାଢ଼ୀ ଉପହାର ଦେଲେ ପ୍ରବାସୀ

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନେ କେନ୍ଦ୍ରର ତିନିଜଣ ପାଚିକାଙ୍କୁ ଶାଢ଼ୀ ଉପହାର ପ୍ରଦାନ କରିଥିବା ଜଣାପଡ଼ିଛି।…