Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୬ ଟି କରୋନା ପଜିଟିଭ୍ : ଜିଲ୍ଲାପାଳ ଅନୁପମ ସାହା
http://www.youtube.com/watch?v=R4mBsAec-Mo
ମାସକ ଭିତରେ ଗଜପତିରେ କରୋନା ଆକ୍ରାନ୍ତ ସଂଖ୍ୟା ପହଁଚିଲା ୩୫୫ରେ
ପ୍ରଥମ ଶହେ ୨୫ ଦିନରେ , ଦ୍ଵିତୀୟ ଓ ତୃତୀୟ ଶତକ ଯଥାକ୍ରମେ ୫ ଓ ୪ ଦିନରେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୬ ଟି…
ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଆଲୋଚନା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ କିଛି ଦିନ ଧରି ଆନ୍ଦୋଳନ ଚଳାଇଥିବା ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରଛନ୍ତି ରାଜ୍ୟ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଆଲୋଚନା କରିଛନ୍ତି |…
ଚଳିତ ଖରିଫରେ ଚାଷୀଙ୍କୁ ୯୦୦୦ କୋଟି ଟଙ୍କାର ସମବାୟ ଫସଲ ଋଣ : ୩୦ ଲକ୍ଷ ଚାଷୀ ଫସଲବୀମାଭୁକ୍ତ କରିବା ଲକ୍ଷ୍ୟ
କୃଷି ଓ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ: ଉନ୍ନତ ମାନର ବିହନ ଏବଂ ସାର ଯୋଗାଣ ଉପରେ ଗୁରୁତ୍ୱ
ନୂତନ ଚାଷୀ ଓ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ମନ୍ତ୍ରୀ ଡ. ସାହୁ…
ତାଳଚେର ସାର କାରଖାନାର ଅଗ୍ରଗତି ସମୀକ୍ଷା କଲେ ରସାୟନ ଓ ସାର ମନ୍ତ୍ରୀ
କୋଭିଡ଼ ପରିସ୍ଥିତି ଯୋଗୁଁ ବର୍ତ୍ତମାନ ପ୍ରକଳ୍ପ ପ୍ରବର୍ତ୍ତନ କାର୍ଯ୍ୟ ବିଳମ୍ବିତ ହୋଇଛି
ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ସେପ୍ଟେମ୍ବର 2023ରେ ତାହା କାର୍ଯ୍ୟକ୍ଷମ ହୋଇପାରିବ
ନୂଆଦିଲ୍ଲୀ (ଏସପିବି ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା ତାଳଚେର ସାର କାରଖାନାର…
ଆଜି ସୁସ୍ଥ ହେଲେ ୧୩୫ ଜଣ : ଗଂଜାମରୁ ସର୍ବାଧିକ ୪୯
ଭୁବନେଶ୍ୱର : ଆଜି ସୁସ୍ଥ ହେଲେ ୧୩୫ ଜଣ କରୋନା ଆକ୍ରାନ୍ତ | ଫଳରେ ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୧୨୩ରେ ପହଁଚିଲା | ଗଂଜାମରୁ ସର୍ବାଧିକ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ଖୋର୍ଦ୍ଧାରୁ, ୧୬ଜଣ କଳାହାଣ୍ଡିରୁ,୧୪ ଜଣ ଜଗତସିଂହପୁରରୁ, ୭ ଜଣ…
ବାହୁଡା ପାଇଁ ବୈଠକ, ସବୁ ସେବାୟତ ଓ ପୋଲିସଙ୍କ ହେବ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ : ଡ଼ କ୍ରିଷନ କୁମାର
ପୁରୀ(ଅନିମେଶ ପଟ୍ଟନାୟକ) ପୁରୀରେ ବାହୁଡ଼ା ଓ କୋଭିଡ୍ ନେଇ ଉଚ୍ଚ ସ୍ତରୀୟ ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି | ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ବାହୁଡା ପାଇଁ ପ୍ରସ୍ତୁତି ଓ କୋଭିଡି ସଚେତନତା…
ସୁନ୍ଦର ଖବର : ଖୋର୍ଦ୍ଧାରୋଡ଼ ଠାରେ ସିକନ୍ଦରାବାଦ- ହାଓଡ଼ା ସ୍ପେସିଆଲ ଟ୍ରେନରେ ମହିଳାଙ୍କ ଜରୁରୀ ପ୍ରସବ
ଭୁବନେଶ୍ୱର : ଖୋର୍ଦ୍ଧାରୋଡ଼ ଠାରେ ସିକନ୍ଦରାବାଦ- ହାଓଡ଼ା ସ୍ପେସିଆଲ ଟ୍ରେନରେ ମହିଳାଙ୍କ ଜରୁରୀ ପ୍ରସବ କରିଥିବା ତଥା ପୂର୍ବତଟ ରେଳବାଇ ପକ୍ଷରୁ ସାନୁ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡିଛି | ପୂର୍ବତଟ ରେଳବାଇ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ ଟ୍ରେନ ଭିତରେ…
ଜାତୀୟ ନିରାପତ୍ତା ପ୍ରସଙ୍ଗରେ ମୋଦିଙ୍କ ଉପରେ ୭୩ % ଲୋକଙ୍କ ଆସ୍ଥା
ଚାଇନା ଭାରତ ସୀମା ଉତ୍ତେଜନା ପ୍ରସଙ୍ଗ ଉପରେ ସି ଭୋଟର୍ସ ସର୍ଭେ
ନୂଆଦିଲ୍ଲୀ (ଏସପିବି) - ଭାରତ-ଚୀନ ସୀମା ଉତ୍ତେଜନା ଭିତରେ ସର୍ବ ଭାରତୀୟ ସ୍ତରରେ ୭୩ ପ୍ରତିଶତ ଲୋକ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଏକ ସର୍ଭେରୁ…
ଆଇସିୟୁରେ ପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ
ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ ବାଉରୀବନ୍ଧୁ ଦାସମହାପାତ୍ର ମୁଣ୍ଡରେ ଆଘାତ ପାଇଁ ଆହତ ହେବାପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଆପୋଲୋ ହସ୍ପିଟାଲର ନ୍ୟୁରୋସର୍ଜରୀ ବରିଷ୍ଠ ବିଶେଷଜ୍ଞ ଡ଼ ଦେବବ୍ରତ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ…
ଯାତ୍ରୀ ଓ କର୍ମଚାରୀମାନଙ୍କ ସୁରକ୍ଷା ନିମନ୍ତେ ପୂର୍ବ ତଟ ରେଳପଥ ନେଉଛି ପଦକ୍ଷେପ |
Bhubaneswar (Shasak Prashasak): ରେଳରେ ଯାତ୍ରା କରୁଥିବା ଯାତ୍ରୀ ଓ ଏହାର କର୍ମଚାରୀମାନଙ୍କ ସୁରକ୍ଷା ନିମନ୍ତେ ପୂର୍ବ ତଟ ରେଳପଥ ନେଉଛି ବ୍ୟାପକ ପ୍ରତିଷେଧକ ତଥା ନିରାପତ୍ତାମୂଳକ ପଦକ୍ଷେପ | ଯାତ୍ରା କରୁଥିବା ଟ୍ରେନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ କୋଭିଡ଼୍ ୧୯ ସଂକ୍ରମଣରୁ…